ଚାଷ କାମସାରି ନାଳରେ ଗାଧୋଉଥିବା ବେଳେ ଭାସିଗଲେ ଚାଷୀ

The Sakala Picture
Published On

ତେଲକୋଇ/କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଚାଷ କାମସାରି ନାଳରେ ଗାଧୋଇବା ବେଳେ ଜଣେ ଚାଷୀ ପାଣିରେ ଭାସି ଯାଇଥିବା ଖବର ମିଳିଛି। ସୂଚନା ଅନୁସାରେ, ତେଲକୋଇ ଥାନା ଜଗମୋହନପୁର ପଞ୍ଚାୟତ ଟୁଙ୍ଗୁରୁବାହାଳି ଗ୍ରାମର ଚାଷୀ ଦ୍ୱାନ ଦଣ୍ଡପାଟ ଓ ତାଙ୍କ ପତ୍ନୀ ନଳପ ଦଣ୍ଡପାଟ ଚାଷଜମିରେ କାମସାରି ମଙ୍କଡ଼ା ନାଳରେ ରବିବାର ଅପରାହ୍ନରେ ଗାଧୋଉଥିବା ବେଳେ ଦ୍ୱାନ ପାଣିରେ ଭାସିଯାଇଥିଲ । ତାଙ୍କ ପତ୍ନୀ କଣ କରିବେ ଉପାୟ […]

ତେଲକୋଇ/କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଚାଷ କାମସାରି ନାଳରେ ଗାଧୋଇବା ବେଳେ ଜଣେ ଚାଷୀ ପାଣିରେ ଭାସି ଯାଇଥିବା ଖବର ମିଳିଛି।

ଆହୁରି ପଢ଼ନ୍ତୁ: ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନକୁ ଏନକାଉଣ୍ଟର କରି କାବୁକଲା କେନ୍ଦୁଝର ପୁଲିସ୍

ସୂଚନା ଅନୁସାରେ, ତେଲକୋଇ ଥାନା ଜଗମୋହନପୁର ପଞ୍ଚାୟତ ଟୁଙ୍ଗୁରୁବାହାଳି ଗ୍ରାମର ଚାଷୀ ଦ୍ୱାନ ଦଣ୍ଡପାଟ ଓ ତାଙ୍କ ପତ୍ନୀ ନଳପ ଦଣ୍ଡପାଟ ଚାଷଜମିରେ କାମସାରି ମଙ୍କଡ଼ା ନାଳରେ ରବିବାର ଅପରାହ୍ନରେ ଗାଧୋଉଥିବା ବେଳେ ଦ୍ୱାନ ପାଣିରେ ଭାସିଯାଇଥିଲ । ତାଙ୍କ ପତ୍ନୀ କଣ କରିବେ ଉପାୟ ନ ପାଇ ପାଟିତୁଣ୍ଡ କରିଥିଲେ। ଏବାବଦରେ ଜଣାପଡିବା ପରେ ତେଲକୋଇ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କିଛି ପତ୍ତା ମିଳିପାରି ନାହିଁ। ସୂଚନା ଯୋଗ୍ୟ ଯେ, ଦୁଇଦିନ ତଳେ ଅନୁରୂପ ଭାବେ ଚାଷକମ ସାରି ଘରକୁ ଫେରିବା ବେଳକୁ ଅନ୍ୟ ଏକ ନାଳରେ ବୁଡି ଜଣଙ୍କର ମୃତ୍ୟୁ ଘଟିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର