ବନ୍ଧା ହେଲେ ସମଗ୍ର ଶିକ୍ଷା ବିଭାଗର କୋଟିପତି ବୈଷୟିକ ପରାମର୍ଶଦାତା

The Sakala Picture
Published On

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଳକର ସମଗ୍ର ଶିକ୍ଷା ବିଭାଗରେ ଟେକନିକାଲ କନସଲଟାଣ୍ଟ ଭାବେ କାର୍ଯ୍ଯରତ କ୍ଷେତ୍ରବାସୀ ମହାନ୍ତକୁ ଶେଷରେ ଭିଜିଲାନ୍ସ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି। ବାଲେଶ୍ଵର ଭିଜିଲାନ୍ସ କେଶ ନମ୍ବର ୧୩/୨୦୨୧ ଅନୁସାରେ ଶ୍ରୀ ମହାନ୍ତଙ୍କୁ ବୁଧବାର ଅପରାହ୍ନରେ କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ସେଠାରେ ତାଙ୍କ ଜାମିନ ନାମଞ୍ଜୁର ହେବାରୁ ହାଜତକୁ ପଠାଇ ଦିଆଯାଇଥିବା କେଶର  ଅଧିକାରୀ ଭିଜିଲାନ୍ସ  ଇନିସପେକ୍ଟର ଦୈତାରି ଘଡେଇଙ୍କ ଠାରୁ ଜଣା ପଡ଼ିଛି। […]

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଳକର ସମଗ୍ର ଶିକ୍ଷା ବିଭାଗରେ ଟେକନିକାଲ କନସଲଟାଣ୍ଟ ଭାବେ କାର୍ଯ୍ଯରତ କ୍ଷେତ୍ରବାସୀ ମହାନ୍ତକୁ ଶେଷରେ ଭିଜିଲାନ୍ସ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି। ବାଲେଶ୍ଵର ଭିଜିଲାନ୍ସ କେଶ ନମ୍ବର ୧୩/୨୦୨୧ ଅନୁସାରେ ଶ୍ରୀ ମହାନ୍ତଙ୍କୁ ବୁଧବାର ଅପରାହ୍ନରେ କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ସେଠାରେ ତାଙ୍କ ଜାମିନ ନାମଞ୍ଜୁର ହେବାରୁ ହାଜତକୁ ପଠାଇ ଦିଆଯାଇଥିବା କେଶର  ଅଧିକାରୀ ଭିଜିଲାନ୍ସ  ଇନିସପେକ୍ଟର ଦୈତାରି ଘଡେଇଙ୍କ ଠାରୁ ଜଣା ପଡ଼ିଛି।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

ପ୍ରକାଶ ଯୋଗ୍ୟ ଯେ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର କ୍ଷେତ୍ରବାସୀ ମହାନ୍ତଙ୍କର କେନ୍ଦୁଝର ଶ୍ରୀ ବିହାରର ଘର ସମେତ ଯୋଡ଼ା କାର୍ଯ୍ଯାଳୟ, ଜଯପଶିରେ ଥିବା ଭାଇ ଘର, ରଘୁନାଥପୁରର ପୈତୃକ ବାସଭବନରେ ମିଳିତ ଭାବେ ଭିଜିଲାନ୍ସର ୪ ଟି ଟିମ ଚଢ଼ାଉ କରି ୨.୦୪ କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର