ହଜିଗଲା ମାନବିକତା: ଶୁଣିଲେନି ମହିଳାଙ୍କର ଅସହାୟତାର କଥା, କେଇଟା ଟଙ୍କା ପାଇଁ ଗାଁ ଦାଣ୍ଡରେ ଲଣ୍ଡା କଲେ ଓ ମୁହଁରେ କଳା ବୋଳିଲେ

The Sakala Picture
Published On

କେନ୍ଦ୍ରାପଡା: ଗାଁ ଦାଣ୍ଡରେ ଜଣେ ମହିଳାଙ୍କୁ ଲଣ୍ଡା କରୁଛନ୍ତି ଆଉ ଜଣେ ମହିଳା । ଖାଲି ସେତିକି ନୁହୁଁ  ମୁଁହରେ ମଧ୍ୟ କଳା ବୋଳୁଛନ୍ତି କିଛି ଲୋକେ। ସଭ୍ଯ ସମାଜାରେ ଏପରି ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି କୌଣସି ଦୁର୍ଗମ ଆଦିବାସୀ ଅଞ୍ଚଳର ନୁହେଁ। ବରଂ ଏ ଦୃଶ୍ୟ ହେଉଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇର। ଧାର ନେଇଥିବା କେଇଟା ଟଙ୍କା ଦେଇ ନ ପାରିବାରୁ ମହିଳା ଜଣକ ଭୋଗିଛନ୍ତି କଙ୍ଗାରୁ କୋର୍ଟ ଭଳି ଘୃଣ୍ୟ ନିର୍ଯାତନା। ସୂଚନା […]

କେନ୍ଦ୍ରାପଡା: ଗାଁ ଦାଣ୍ଡରେ ଜଣେ ମହିଳାଙ୍କୁ ଲଣ୍ଡା କରୁଛନ୍ତି ଆଉ ଜଣେ ମହିଳା । ଖାଲି ସେତିକି ନୁହୁଁ  ମୁଁହରେ ମଧ୍ୟ କଳା ବୋଳୁଛନ୍ତି କିଛି ଲୋକେ। ସଭ୍ଯ ସମାଜାରେ ଏପରି ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି କୌଣସି ଦୁର୍ଗମ ଆଦିବାସୀ ଅଞ୍ଚଳର ନୁହେଁ। ବରଂ ଏ ଦୃଶ୍ୟ ହେଉଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇର। ଧାର ନେଇଥିବା କେଇଟା ଟଙ୍କା ଦେଇ ନ ପାରିବାରୁ ମହିଳା ଜଣକ ଭୋଗିଛନ୍ତି କଙ୍ଗାରୁ କୋର୍ଟ ଭଳି ଘୃଣ୍ୟ ନିର୍ଯାତନା।

ଆହୁରି ପଢ଼ନ୍ତୁ: Viral Photo: ହିମାଳୟରେ ତପସ୍ୟା କରୁଛନ୍ତି 'ସାରଥି ବାବା', ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଫଟୋ...

ସୂଚନା ଅନୁଯାୟା, ବେଲତଳ ଗାଁରେ ଜଣେ ମହିଳା କିଛି ଲୋକଙ୍କ ଠାରୁ ଟଙ୍କା ଉଧାର ନେଇଥିଲା। ପରବର୍ତ୍ତୀ ସମୟରେ ମହିଳା ଜଣଙ୍କ ଟଙ୍କା ଦେଇ ନପାରିବାରୁ ତାଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଇଛି। ମହିଳାଙ୍କ ଚୁଟି କାଟିବା ସହ ତାଙ୍କ ମୁହଁରେ କଳା ବୋଳୁଛନ୍ତି ଗାଁର କିଛି ମହିଳା। ପାଖରେ ଥିବା ଛୋଟ ପିଲା ମଧ୍ୟ ଏଭଳି ଘଟଣାର ମନଭରି ଉପଭୋଗ କରୁଛନ୍ତି। ସଭ୍ୟ ସମାଜରେ ଏପରି ଜୁଲମ୍‌ ନିନ୍ଦନୀୟ ହୋଇଥିବା ବେଳେ ପାଖରେ ଛିଡ଼ା ହୋଇଥିବା ଛୋଟ ପିଲା ଏଥିରୁ କଣ ଶିକ୍ଷିବେ। ନିଜର ଅସହାୟ କାହାଣୀ କହୁଥିଲେ ବି ଯେପରି ସବୁ କିଛି ଭୁଲି ଯାଇଛନ୍ତି ଏହି ମହିଳାମାନେ। ଏ ଦୃଶ୍ୟକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ଯ ହୋଇଯିବେ। ତେବେ ଟଙ୍କା ବି କୌଣସି ବଡ଼ ଧରଣର ବା ମୋଟା ଅଙ୍କର ନୁହେଁ। ସାମାନ୍ୟ କିଛି ଟଙ୍କା ପାଇଁ ଏଭଳି ଅବସ୍ଥା ହୋଇଛନ୍ତି

21 Sep 2021 By The Sakala

ହଜିଗଲା ମାନବିକତା: ଶୁଣିଲେନି ମହିଳାଙ୍କର ଅସହାୟତାର କଥା, କେଇଟା ଟଙ୍କା ପାଇଁ ଗାଁ ଦାଣ୍ଡରେ ଲଣ୍ଡା କଲେ ଓ ମୁହଁରେ କଳା ବୋଳିଲେ

କେନ୍ଦ୍ରାପଡା: ଗାଁ ଦାଣ୍ଡରେ ଜଣେ ମହିଳାଙ୍କୁ ଲଣ୍ଡା କରୁଛନ୍ତି ଆଉ ଜଣେ ମହିଳା । ଖାଲି ସେତିକି ନୁହୁଁ  ମୁଁହରେ ମଧ୍ୟ କଳା ବୋଳୁଛନ୍ତି କିଛି ଲୋକେ। ସଭ୍ଯ ସମାଜାରେ ଏପରି ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି କୌଣସି ଦୁର୍ଗମ ଆଦିବାସୀ ଅଞ୍ଚଳର ନୁହେଁ। ବରଂ ଏ ଦୃଶ୍ୟ ହେଉଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇର। ଧାର ନେଇଥିବା କେଇଟା ଟଙ୍କା ଦେଇ ନ ପାରିବାରୁ ମହିଳା ଜଣକ ଭୋଗିଛନ୍ତି କଙ୍ଗାରୁ କୋର୍ଟ ଭଳି ଘୃଣ୍ୟ ନିର୍ଯାତନା।

ସୂଚନା ଅନୁଯାୟା, ବେଲତଳ ଗାଁରେ ଜଣେ ମହିଳା କିଛି ଲୋକଙ୍କ ଠାରୁ ଟଙ୍କା ଉଧାର ନେଇଥିଲା। ପରବର୍ତ୍ତୀ ସମୟରେ ମହିଳା ଜଣଙ୍କ ଟଙ୍କା ଦେଇ ନପାରିବାରୁ ତାଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଇଛି। ମହିଳାଙ୍କ ଚୁଟି କାଟିବା ସହ ତାଙ୍କ ମୁହଁରେ କଳା ବୋଳୁଛନ୍ତି ଗାଁର କିଛି ମହିଳା। ପାଖରେ ଥିବା ଛୋଟ ପିଲା ମଧ୍ୟ ଏଭଳି ଘଟଣାର ମନଭରି ଉପଭୋଗ କରୁଛନ୍ତି। ସଭ୍ୟ ସମାଜରେ ଏପରି ଜୁଲମ୍‌ ନିନ୍ଦନୀୟ ହୋଇଥିବା ବେଳେ ପାଖରେ ଛିଡ଼ା ହୋଇଥିବା ଛୋଟ ପିଲା ଏଥିରୁ କଣ ଶିକ୍ଷିବେ। ନିଜର ଅସହାୟ କାହାଣୀ କହୁଥିଲେ ବି ଯେପରି ସବୁ କିଛି ଭୁଲି ଯାଇଛନ୍ତି ଏହି ମହିଳାମାନେ। ଏ ଦୃଶ୍ୟକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ଯ ହୋଇଯିବେ। ତେବେ ଟଙ୍କା ବି କୌଣସି ବଡ଼ ଧରଣର ବା ମୋଟା ଅଙ୍କର ନୁହେଁ। ସାମାନ୍ୟ କିଛି ଟଙ୍କା ପାଇଁ ଏଭଳି ଅବସ୍ଥା ହୋଇଛନ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର