GI ଟ୍ୟାଗ ପରେ କନ୍ଧମାଳ ହଳଦୀକୁ ମିଳିଲା NIP ଆୱାର୍ଡ

The Sakala Picture
Published On

ଫୁଲବାଣୀ: ବିଶ୍ବସ୍ତରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି କନ୍ଧମାଳ ହଳଦୀ । GI ଟ୍ୟାଗ ପରେ କନ୍ଧମାଳ ହଳଦୀକୁ ଏବେ ନଆଇପି (National Intellectual Property) ଆୱାର୍ଡ ମିଳିଛି। ଦିଲ୍ଲୀରେ ଜାତୀୟ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ଏକ୍ସପୋର୍ଟର କନକ୍ଲେଭରେ ବିଭାଗୀୟ ମନ୍ତ୍ରୀ ପୀୟୂଷ ଗୋୟଲ କନ୍ଧମାଳ ହଳଦୀକୁ NIP ଆୱାର୍ଡ଼ ପ୍ରଦାନ କରିଛନ୍ତି। ଗତ ଅଗଷ୍ଟ ମାସ ୨୬ ରୁ ୨୮ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ India GI Fair ଅନୁଷ୍ଠିତ ହୋଇଥିଲା। […]

ଫୁଲବାଣୀ: ବିଶ୍ବସ୍ତରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି କନ୍ଧମାଳ ହଳଦୀ । GI ଟ୍ୟାଗ ପରେ କନ୍ଧମାଳ ହଳଦୀକୁ ଏବେ ନଆଇପି (National Intellectual Property) ଆୱାର୍ଡ ମିଳିଛି। ଦିଲ୍ଲୀରେ ଜାତୀୟ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ଏକ୍ସପୋର୍ଟର କନକ୍ଲେଭରେ ବିଭାଗୀୟ ମନ୍ତ୍ରୀ ପୀୟୂଷ ଗୋୟଲ କନ୍ଧମାଳ ହଳଦୀକୁ NIP ଆୱାର୍ଡ଼ ପ୍ରଦାନ କରିଛନ୍ତି। ଗତ ଅଗଷ୍ଟ ମାସ ୨୬ ରୁ ୨୮ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ India GI Fair ଅନୁଷ୍ଠିତ ହୋଇଥିଲା। ଏହା ପରେ NIP ଆୱାର୍ଡ଼ ପାଇଁ ୫ଟି ବିଭିନ୍ନ ବିଭାଗରେ ଦେଶର ବିଭିନ୍ନ ଲୋକପ୍ରିୟ GI ପ୍ରଡକ୍ଟକୁ ସ୍ଥାନିତ କରାଯାଇଥିଲା। ସେଥିରେ କନ୍ଧମାଳ ହଳଦୀକୁ ସ୍ଥାନ ମିଳିଥିଲା।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

19 Oct 2022 By The Sakala

GI ଟ୍ୟାଗ ପରେ କନ୍ଧମାଳ ହଳଦୀକୁ ମିଳିଲା NIP ଆୱାର୍ଡ

ଫୁଲବାଣୀ: ବିଶ୍ବସ୍ତରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି କନ୍ଧମାଳ ହଳଦୀ । GI ଟ୍ୟାଗ ପରେ କନ୍ଧମାଳ ହଳଦୀକୁ ଏବେ ନଆଇପି (National Intellectual Property) ଆୱାର୍ଡ ମିଳିଛି। ଦିଲ୍ଲୀରେ ଜାତୀୟ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ଏକ୍ସପୋର୍ଟର କନକ୍ଲେଭରେ ବିଭାଗୀୟ ମନ୍ତ୍ରୀ ପୀୟୂଷ ଗୋୟଲ କନ୍ଧମାଳ ହଳଦୀକୁ NIP ଆୱାର୍ଡ଼ ପ୍ରଦାନ କରିଛନ୍ତି। ଗତ ଅଗଷ୍ଟ ମାସ ୨୬ ରୁ ୨୮ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ India GI Fair ଅନୁଷ୍ଠିତ ହୋଇଥିଲା। ଏହା ପରେ NIP ଆୱାର୍ଡ଼ ପାଇଁ ୫ଟି ବିଭିନ୍ନ ବିଭାଗରେ ଦେଶର ବିଭିନ୍ନ ଲୋକପ୍ରିୟ GI ପ୍ରଡକ୍ଟକୁ ସ୍ଥାନିତ କରାଯାଇଥିଲା। ସେଥିରେ କନ୍ଧମାଳ ହଳଦୀକୁ ସ୍ଥାନ ମିଳିଥିଲା।

https://www.thesakala.in/latest-odisha-news/kandhamal/kandhamal-turmeric-gets-nip-award/article-15875
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର