ପୁଲିସ ଇନଫର୍ମର ସନ୍ଦେହରେ ଦମ୍ପତିଙ୍କୁ ହତ୍ୟାକଲେ ମାଓବାଦୀ
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅନ୍ତର୍ଗତ ଲୁଇସିଂ ଗ୍ରାମପଞ୍ଚାୟତର ବିଗାପଦର ଗ୍ରାମରେ ବିଲମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଛି। ପୁଲିସ ଇନଫର୍ମର ସନ୍ଦେହରେ ଦମ୍ପତିଙ୍କୁ ମାଓବାଦୀମାନେ ହତ୍ୟା କରିଛନ୍ତି । ଗାଁ ନିକଟ ଜଙ୍ଗଲରେ ଦମ୍ପତିଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ସ୍ଵମୀଙ୍କ ନାଁ ତାହିଁରା କହଁର ହୋଇଥିବାବେଳେ ସ୍ତ୍ରୀଙ୍କ ନାଁ ବତାସୀ କହଁର ବୋଲି ଜଣାପଡ଼ିଛି।

09 Mar 2024
By The Sakala

⊕ https://www.thesakala.in/latest-odisha-news/kandhamal/maoist-killed-the-couple-suspicion-of-being-a-police-informer/article-30522