ବିଲକୁ ଓଲଟି ପଡିଲା ଯାତ୍ରୀବାହୀ ବସ୍, ୧୫ ଗୁରୁତର ଆହତ

The Sakala Picture
Published On

କେସିଙ୍ଗା : କେସିଙ୍ଗା : ବିଲ୍‌କୁ ଓଲଟି ପଡିଲା ଯାତ୍ରୀବାହୀ ବସ୍। ବାଇକ୍ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ବସଟି ଭାରସାମ୍ୟ ହରାଇ ବିଲକୁ ଓଲଟି ପଡିବା ଫଳରେ ୧୫ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ କଳାହାଣ୍ଡି କେସିଙ୍ଗା ଥାନା ଡୁମେରମୁଣ୍ଡା ଶିରୋଲ ରାସ୍ତା ନିକଟରେ ଝୁଲେଲାଲ ନାମକୁ ଘରୋଇ ବସ ଓଲଟି ଯାଇଛି। ଏକ ବାଇକ ସମ୍ମୁଖରେ ଆସିଯିବାରୁ ବାଇକ୍ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ବସଟି ଭାରସାମ୍ୟ ହରାଇ ବିଲକୁ ଓଲଟି ପଡିଛି। ବସରେ ଥିବା […]

କେସିଙ୍ଗା : କେସିଙ୍ଗା : ବିଲ୍‌କୁ ଓଲଟି ପଡିଲା ଯାତ୍ରୀବାହୀ ବସ୍। ବାଇକ୍ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ବସଟି ଭାରସାମ୍ୟ ହରାଇ ବିଲକୁ ଓଲଟି ପଡିବା ଫଳରେ ୧୫ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ସୂଚନା ଅନୁସାରେ କଳାହାଣ୍ଡି କେସିଙ୍ଗା ଥାନା ଡୁମେରମୁଣ୍ଡା ଶିରୋଲ ରାସ୍ତା ନିକଟରେ ଝୁଲେଲାଲ ନାମକୁ ଘରୋଇ ବସ ଓଲଟି ଯାଇଛି। ଏକ ବାଇକ ସମ୍ମୁଖରେ ଆସିଯିବାରୁ ବାଇକ୍ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ବସଟି ଭାରସାମ୍ୟ ହରାଇ ବିଲକୁ ଓଲଟି ପଡିଛି।
ବସରେ ଥିବା ୧୫ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କାର୍ୟ୍ୟ ଜାରି ରଖିଥିବା ବେଳେ ଆହତ ମାନଙ୍କୁ କେସିଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।

23 Oct 2023 By The Sakala

ବିଲକୁ ଓଲଟି ପଡିଲା ଯାତ୍ରୀବାହୀ ବସ୍, ୧୫ ଗୁରୁତର ଆହତ

କେସିଙ୍ଗା : କେସିଙ୍ଗା : ବିଲ୍‌କୁ ଓଲଟି ପଡିଲା ଯାତ୍ରୀବାହୀ ବସ୍। ବାଇକ୍ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ବସଟି ଭାରସାମ୍ୟ ହରାଇ ବିଲକୁ ଓଲଟି ପଡିବା ଫଳରେ ୧୫ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି।

ସୂଚନା ଅନୁସାରେ କଳାହାଣ୍ଡି କେସିଙ୍ଗା ଥାନା ଡୁମେରମୁଣ୍ଡା ଶିରୋଲ ରାସ୍ତା ନିକଟରେ ଝୁଲେଲାଲ ନାମକୁ ଘରୋଇ ବସ ଓଲଟି ଯାଇଛି। ଏକ ବାଇକ ସମ୍ମୁଖରେ ଆସିଯିବାରୁ ବାଇକ୍ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ବସଟି ଭାରସାମ୍ୟ ହରାଇ ବିଲକୁ ଓଲଟି ପଡିଛି।
ବସରେ ଥିବା ୧୫ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କାର୍ୟ୍ୟ ଜାରି ରଖିଥିବା ବେଳେ ଆହତ ମାନଙ୍କୁ କେସିଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।

https://www.thesakala.in/latest-odisha-news/kalahandi/passenger-bus-overturned-15-seriously-injured/article-26649
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର