ବିଦ୍ୟୁତ ସଂସ୍ପର୍ଶରେ ଆସି ମାଆପୁଅଙ୍କ ମୃତ୍ୟୁ

The Sakala Picture
Published On

କଳାହାଣ୍ଡି: ବିଦ୍ୟୁତ ସଂସ୍ପର୍ଶରେ ଆସି ମାଆ ଓ ପୁଅ ମୃତ। ଏଭଳି ଦୁଃଖଦ ଘଟଣା ଘଟିଛି ଲାଞ୍ଜିଗଡ଼ ବ୍ଳକ ବିଜେପୁର ଥାନା ଅନ୍ତର୍ଗତ ପୋଇଗୁଡା ଗାଁରେ। ଉକ୍ତ ଗ୍ରାମର ଫୁଲମତି ନାଏକ ନିଜର ଛୋଟ ଶିଶୁକୁ ଧରି ଘର କାମ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ। ଫଳେ ଘଟଣା ସ୍ଥଳରେ ମାଆ ଓ ଛୁଆର ମୃତ୍ୟୁ ଘଟିଛି।

ଆହୁରି ପଢ଼ନ୍ତୁ: ଓସମା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ: ଲୋୟର ପିଏମଜିରେ ଗର୍ଜିଲେ ଶତାଧିକ କର୍ମଚାରୀ

26 May 2025 By The Sakala

ବିଦ୍ୟୁତ ସଂସ୍ପର୍ଶରେ ଆସି ମାଆପୁଅଙ୍କ ମୃତ୍ୟୁ

କଳାହାଣ୍ଡି: ବିଦ୍ୟୁତ ସଂସ୍ପର୍ଶରେ ଆସି ମାଆ ଓ ପୁଅ ମୃତ। ଏଭଳି ଦୁଃଖଦ ଘଟଣା ଘଟିଛି ଲାଞ୍ଜିଗଡ଼ ବ୍ଳକ ବିଜେପୁର ଥାନା ଅନ୍ତର୍ଗତ ପୋଇଗୁଡା ଗାଁରେ। ଉକ୍ତ ଗ୍ରାମର ଫୁଲମତି ନାଏକ ନିଜର ଛୋଟ ଶିଶୁକୁ ଧରି ଘର କାମ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ। ଫଳେ ଘଟଣା ସ୍ଥଳରେ ମାଆ ଓ ଛୁଆର ମୃତ୍ୟୁ ଘଟିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର