ପାରିବାରିକ କଳିରୁ ନିଜ ବଡବାପାଙ୍କୁ ହାଣି ହତ୍ୟା କଲା ପୁତୁରା

The Sakala Picture
Published On

କଳାହାଣ୍ଡି: ପାରିବାରିକ କଳହର କରୁଣ ପରିଣତି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦରଥାନା ଅନ୍ତର୍ଗତ ଯୁଗସାଇପାଟଣା ନିକଟରେ ଅଭାବନୀୟ ଘଟଣା ଘଟି ଯାଇଛି। ପାରିବାରିକ କଳିରୁ ନିଜ ବଡବାପାଙ୍କୁ ହାଣି ହତ୍ୟା କରିଛି ପୁତୁରା  ନିଜ ସାନଭାଇ ଓ ଦୁଇ ପୁତୁରା ମିଶି ଏକ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିବା ସୂଚନା । ଖବର ପାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ପୁତୁରା ସମେତ ୩ ଜଣଙ୍କ ଅଟକ ରଖିଛି।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

01 Oct 2023 By The Sakala

ପାରିବାରିକ କଳିରୁ ନିଜ ବଡବାପାଙ୍କୁ ହାଣି ହତ୍ୟା କଲା ପୁତୁରା

କଳାହାଣ୍ଡି: ପାରିବାରିକ କଳହର କରୁଣ ପରିଣତି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦରଥାନା ଅନ୍ତର୍ଗତ ଯୁଗସାଇପାଟଣା ନିକଟରେ ଅଭାବନୀୟ ଘଟଣା ଘଟି ଯାଇଛି। ପାରିବାରିକ କଳିରୁ ନିଜ ବଡବାପାଙ୍କୁ ହାଣି ହତ୍ୟା କରିଛି ପୁତୁରା  ନିଜ ସାନଭାଇ ଓ ଦୁଇ ପୁତୁରା ମିଶି ଏକ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିବା ସୂଚନା । ଖବର ପାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ପୁତୁରା ସମେତ ୩ ଜଣଙ୍କ ଅଟକ ରଖିଛି।

https://www.thesakala.in/latest-odisha-news/kalahandi/son-killed-his-ealderfather-in-the-family-feud/article-25961
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର