ସାମ୍ବାଦିକଙ୍କ ମାତୃ ବିୟୋଗ

The Sakala Picture
Published On

ଭୁବନେଶ୍ୱର : ଓଡ଼ିଶାର ସର୍ବପୁରାତନ ଦୈନିକ ଖବର କାଗଜ ‘ସମାଜ’ ଡିଜିଟାଲର ସାମ୍ବାଦିକ ଅମୁଲ୍ୟ କୁମାର ହୋତାଙ୍କର ମାତା ଜେମାମଣି ହୋତାଙ୍କର ଶୁକ୍ରବାର ସକାଳେ ହୃଦଘାତରେ ପରଲୋକ ଘଟିଛି। ସେ କିଛିଦିନ ହେବ ଭୁବନେଶ୍ବରରେ ନିଜ ସାନ ଝିଅ ଘରେ ରହି ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା। ସେ ଜେଣେ ମେଳାପୀ ଓ ଧର୍ମପ୍ରାଣ ମହିଳା ଥିଲେ। ଆଜି ଅପରାହ୍ନରେ ନିଜ ଗ୍ରାମ ଜଗତସିଂହପୁରର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ବାଲିଆ […]

ଭୁବନେଶ୍ୱର : ଓଡ଼ିଶାର ସର୍ବପୁରାତନ ଦୈନିକ ଖବର କାଗଜ ‘ସମାଜ’ ଡିଜିଟାଲର ସାମ୍ବାଦିକ ଅମୁଲ୍ୟ କୁମାର ହୋତାଙ୍କର ମାତା ଜେମାମଣି ହୋତାଙ୍କର ଶୁକ୍ରବାର ସକାଳେ ହୃଦଘାତରେ ପରଲୋକ ଘଟିଛି। ସେ କିଛିଦିନ ହେବ ଭୁବନେଶ୍ବରରେ ନିଜ ସାନ ଝିଅ ଘରେ ରହି ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା। ସେ ଜେଣେ ମେଳାପୀ ଓ ଧର୍ମପ୍ରାଣ ମହିଳା ଥିଲେ। ଆଜି ଅପରାହ୍ନରେ ନିଜ ଗ୍ରାମ ଜଗତସିଂହପୁରର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ବାଲିଆ ଗୋପୀନାଥପୁର ଗ୍ରାମ ଶ୍ମସାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଜ୍ୟୋଷ୍ଠ ପୁତ୍ର ପ୍ରମୋଦ କୁମାର ହୋତା ମୁଖାଗ୍ନି ଦେଇଥିଲେ। ଶେଷକୃତ୍ୟ ସମୟରେ ତାଙ୍କର ସମସ୍ତ ପୁତ୍ର ଓ ପୁତ୍ରବଧୁ, ଝିଅ, ଜ୍ବାଇଁ ଏବଂ ନାତିନାତୁଣୀ ମାନେ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର