ବଚସାକୁ ନେଇ ଗୁଳିମାଡ଼, ଜଣେ ମୃତ

The Sakala Picture
Published On

ଝାରସୁଗୁଡ଼ା: ବଚସାକୁ ନେଇ ଗୁଳିମାଡ଼। ଏହି ଗୁଳିମାଡ଼ରେ ଜଣଙ୍କର ମୃତ୍ଯୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡା ସଦର ଥାନା ଅନ୍ତର୍ଗତ ବେହେରାପାଟରେ। ତେବେ ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ମୃତଦେହକୁ ଝାରସୁଗୁଡ଼ା ସମ୍ବଲପୁର ବୋର୍ଡର ଅଞ୍ଚଳରେ ଦୁର୍ବୃତ୍ତମାନେ ଫିଙ୍ଗି ଦେଇଥିବା ସୂଚନା । ମୃତକଙ୍କ ନାମ ଶାହାଯାହାଁ ଖାନ (୨୬) । ଘର ମଙ୍ଗଲବଜାର ବୋଲି ଜଣାପଡ଼ିଛି। ଖବର ପାଇ ଘଟଣା ସ୍ଥଳରେ ଏସପି, ଡଗ ସ୍କୁଆଡ଼ ଏବଂ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ […]

ଝାରସୁଗୁଡ଼ା: ବଚସାକୁ ନେଇ ଗୁଳିମାଡ଼। ଏହି ଗୁଳିମାଡ଼ରେ ଜଣଙ୍କର ମୃତ୍ଯୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡା ସଦର ଥାନା ଅନ୍ତର୍ଗତ ବେହେରାପାଟରେ। ତେବେ ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ମୃତଦେହକୁ ଝାରସୁଗୁଡ଼ା ସମ୍ବଲପୁର ବୋର୍ଡର ଅଞ୍ଚଳରେ ଦୁର୍ବୃତ୍ତମାନେ ଫିଙ୍ଗି ଦେଇଥିବା ସୂଚନା । ମୃତକଙ୍କ ନାମ ଶାହାଯାହାଁ ଖାନ (୨୬) । ଘର ମଙ୍ଗଲବଜାର ବୋଲି ଜଣାପଡ଼ିଛି। ଖବର ପାଇ ଘଟଣା ସ୍ଥଳରେ ଏସପି, ଡଗ ସ୍କୁଆଡ଼ ଏବଂ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖିଛି ପୁଲିସ।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ପ୍ରାଥମିକ ସୂଚନା ଅନୁଯାୟୀ, ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ରକରି ପ୍ରଥମେ ବଚସା ପରେ ଗୁଳିମାଡ଼ ହୋଇଥିଲା ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ଏବେ ଅଲୋଡ଼ା, ମାତ୍ର 'ଉତ୍ତରପ୍ରଦେଶ ଏବେ ‘୫-ଟି’ର ଶ୍ରେଷ୍ଠ ମଡେ଼ଲ'

27 Aug 2024 By The Sakala

ବଚସାକୁ ନେଇ ଗୁଳିମାଡ଼, ଜଣେ ମୃତ

ଝାରସୁଗୁଡ଼ା: ବଚସାକୁ ନେଇ ଗୁଳିମାଡ଼। ଏହି ଗୁଳିମାଡ଼ରେ ଜଣଙ୍କର ମୃତ୍ଯୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡା ସଦର ଥାନା ଅନ୍ତର୍ଗତ ବେହେରାପାଟରେ। ତେବେ ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ମୃତଦେହକୁ ଝାରସୁଗୁଡ଼ା ସମ୍ବଲପୁର ବୋର୍ଡର ଅଞ୍ଚଳରେ ଦୁର୍ବୃତ୍ତମାନେ ଫିଙ୍ଗି ଦେଇଥିବା ସୂଚନା । ମୃତକଙ୍କ ନାମ ଶାହାଯାହାଁ ଖାନ (୨୬) । ଘର ମଙ୍ଗଲବଜାର ବୋଲି ଜଣାପଡ଼ିଛି। ଖବର ପାଇ ଘଟଣା ସ୍ଥଳରେ ଏସପି, ଡଗ ସ୍କୁଆଡ଼ ଏବଂ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖିଛି ପୁଲିସ।

ପ୍ରାଥମିକ ସୂଚନା ଅନୁଯାୟୀ, ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ରକରି ପ୍ରଥମେ ବଚସା ପରେ ଗୁଳିମାଡ଼ ହୋଇଥିଲା ।

https://www.thesakala.in/latest-odisha-news/jharsuguda-news/trade-rivalry-a-shootout-one-dead-in-jharsuguda/article-34715
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର