ଶୌଚ ପାଇଁ ଯାଇଥିଲେ, ତନ୍ତୀ ଘାଇ ନଦୀରେ ଭାସି ମହିଳା ନିଖୋଜ

The Sakala Picture
Published On

ଯାଜପୁର: ଖରସ୍ରୋତା ନଦୀର ଶାଖା ତନ୍ତି ଘାଇରେ ଭାସି ମହିଳା ନିଖୋଜ। ଏଭଳି ଅଘଟଣ ଘଟିଛି ଯାଜପୁର ଜିଲ୍ଲା ବରୀ ବ୍ଲକ ଏରଡା ଗାଁ ନିକଟ ତନ୍ତି ଘାଇ ଘାଟରେ । ମହିଳା ଜଣଙ୍କ ଶୌଚ ପାଇଁ ଯାଇଥିବା ବେଳେ ନାଳରେ ଭାସି ଯାଇଥିବା ଜଣାପଡିଛି । ମହିଳା ଜଣକ ବରି ବ୍ଲକ ଏରଡା ଗ୍ରାମର ୨୭ ବର୍ଷର ମିନୁ ମଲ୍ଲିକ ବୋଲି ସୂଚନା ମିଳିଛି । ଆଜି ସକାଳୁ ତନ୍ତୀ ଘାଇ ଘାଟ କୂଳକୁ ଶୌଚ […]

ଯାଜପୁର: ଖରସ୍ରୋତା ନଦୀର ଶାଖା ତନ୍ତି ଘାଇରେ ଭାସି ମହିଳା ନିଖୋଜ। ଏଭଳି ଅଘଟଣ ଘଟିଛି ଯାଜପୁର ଜିଲ୍ଲା ବରୀ ବ୍ଲକ ଏରଡା ଗାଁ ନିକଟ ତନ୍ତି ଘାଇ ଘାଟରେ । ମହିଳା ଜଣଙ୍କ ଶୌଚ ପାଇଁ ଯାଇଥିବା ବେଳେ ନାଳରେ ଭାସି ଯାଇଥିବା ଜଣାପଡିଛି । ମହିଳା ଜଣକ ବରି ବ୍ଲକ ଏରଡା ଗ୍ରାମର ୨୭ ବର୍ଷର ମିନୁ ମଲ୍ଲିକ ବୋଲି ସୂଚନା ମିଳିଛି । ଆଜି ସକାଳୁ ତନ୍ତୀ ଘାଇ ଘାଟ କୂଳକୁ ଶୌଚ ହେବାକୁ ଯାଇଥିବା ବେଳେ ନଦୀରେ ବୁଡି ଯାଇଥିଲେ । ଖବର ପାଇ ସ୍ଥାନୀୟ ଲୋକେ ଏବଂ ବରୀ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଖୋଜାଖୋଜି ଜାରି ରଖିଛନ୍ତି । ଲଘୁଚାପ ପ୍ରଭାବରେ ବର୍ଷା ଲାଗି ରହିବା ଫଳରେ ନାଳରେ ଜଳସ୍ତର ବୃଦ୍ଧି ପାଇଛି। ଫଳରେ ମହିଳା ଜଣକ ନାଳରେ ଭାସିଯାଇଥିବା ସନ୍ଦେହ କରାଯାଉଛି ।

ଆହୁରି ପଢ଼ନ୍ତୁ: ରାୟଗଡ଼ା ବର୍ବରକାଣ୍ଡକୁ ନେଇ ଉଦବେଗ ପ୍ରକାଶ କଲେ ସାଂସଦ ମାନସ ମଙ୍ଗରାଜ

16 Jul 2022 By The Sakala

ଶୌଚ ପାଇଁ ଯାଇଥିଲେ, ତନ୍ତୀ ଘାଇ ନଦୀରେ ଭାସି ମହିଳା ନିଖୋଜ

ଯାଜପୁର: ଖରସ୍ରୋତା ନଦୀର ଶାଖା ତନ୍ତି ଘାଇରେ ଭାସି ମହିଳା ନିଖୋଜ। ଏଭଳି ଅଘଟଣ ଘଟିଛି ଯାଜପୁର ଜିଲ୍ଲା ବରୀ ବ୍ଲକ ଏରଡା ଗାଁ ନିକଟ ତନ୍ତି ଘାଇ ଘାଟରେ । ମହିଳା ଜଣଙ୍କ ଶୌଚ ପାଇଁ ଯାଇଥିବା ବେଳେ ନାଳରେ ଭାସି ଯାଇଥିବା ଜଣାପଡିଛି । ମହିଳା ଜଣକ ବରି ବ୍ଲକ ଏରଡା ଗ୍ରାମର ୨୭ ବର୍ଷର ମିନୁ ମଲ୍ଲିକ ବୋଲି ସୂଚନା ମିଳିଛି । ଆଜି ସକାଳୁ ତନ୍ତୀ ଘାଇ ଘାଟ କୂଳକୁ ଶୌଚ ହେବାକୁ ଯାଇଥିବା ବେଳେ ନଦୀରେ ବୁଡି ଯାଇଥିଲେ । ଖବର ପାଇ ସ୍ଥାନୀୟ ଲୋକେ ଏବଂ ବରୀ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଖୋଜାଖୋଜି ଜାରି ରଖିଛନ୍ତି । ଲଘୁଚାପ ପ୍ରଭାବରେ ବର୍ଷା ଲାଗି ରହିବା ଫଳରେ ନାଳରେ ଜଳସ୍ତର ବୃଦ୍ଧି ପାଇଛି। ଫଳରେ ମହିଳା ଜଣକ ନାଳରେ ଭାସିଯାଇଥିବା ସନ୍ଦେହ କରାଯାଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର