ବଢି ପାଣିରେ ବାପ ପୁଅ ଭାସିଯିବା ଘଟଣା: ଗୋଟିଏ ଦିନ ପରେ ଉଦ୍ଧାର ହେଲା ବାପପୁଅଙ୍କ ମୃତଦେହ

The Sakala Picture
Published On

ଯାଜପୁର: ଯାଜପୁର ଜିଲ୍ଲା ବରୀ ବ୍ଲକ ବାଲିଆ ପଞ୍ଚାୟତରେ ବାପ ପୁଅ ଭାସିଯିବା ଘଟଣା। ଉଦ୍ଧାର ହେଲା ବାପପୁଅଙ୍କ ମୃତଦେହ। ମୃତକ ହେଲେ ଗଙ୍ଗାଧରପୁର ଗାଁର କିଶୋର ସିଂ ଓ ପୁଅ କୈଳାସ ସିଂ। ଗତକାଲି ଗାଈ ଆଣିବାକୁ ଯାଇଥିବା ବେଳେ ନଦୀରେ ଭାସିଯାଇଥିଲେ କିଶୋର ସିଂ। ଏହା ଦେଖି ପୁଅ ବାହାରିଥିଲା ବାପାଙ୍କୁ ବଞ୍ଚାଇବା ପାଇଁ। ତେବେ ବାପାଙ୍କୁ ଉଦ୍ଧାର କରିବାକୁ ଯାଇ ପୁଅ ମଧ୍ୟ ଭାସି ଯାଇଥିଲେ। ବନ୍ୟା ପାଇଁ ନଦୀରେ ପ୍ରଖର ସ୍ରୋତ […]

ଯାଜପୁର: ଯାଜପୁର ଜିଲ୍ଲା ବରୀ ବ୍ଲକ ବାଲିଆ ପଞ୍ଚାୟତରେ ବାପ ପୁଅ ଭାସିଯିବା ଘଟଣା। ଉଦ୍ଧାର ହେଲା ବାପପୁଅଙ୍କ ମୃତଦେହ। ମୃତକ ହେଲେ ଗଙ୍ଗାଧରପୁର ଗାଁର କିଶୋର ସିଂ ଓ ପୁଅ କୈଳାସ ସିଂ। ଗତକାଲି ଗାଈ ଆଣିବାକୁ ଯାଇଥିବା ବେଳେ ନଦୀରେ ଭାସିଯାଇଥିଲେ କିଶୋର ସିଂ। ଏହା ଦେଖି ପୁଅ ବାହାରିଥିଲା ବାପାଙ୍କୁ ବଞ୍ଚାଇବା ପାଇଁ। ତେବେ ବାପାଙ୍କୁ ଉଦ୍ଧାର କରିବାକୁ ଯାଇ ପୁଅ ମଧ୍ୟ ଭାସି ଯାଇଥିଲେ। ବନ୍ୟା ପାଇଁ ନଦୀରେ ପ୍ରଖର ସ୍ରୋତ ଥିବାରୁ ଭାସିଯାଇଥିଲେ ବାପା ପୁଅ। ଖବର ପାଇ ଉଦ୍ଧାର କାର୍ଯ୍ଯ ଜାରି ରଖିଥିଲା ଓଡ୍ରାଫ୍ ଓ ଦମକଳ ବାହିନୀ। ଆଜି ସକାଳୁ ଗଙ୍ଗାଧରପୁର ଗାଁ ନିକଟରୁ ଉଭୟଙ୍କ ମୃତଦେହ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

16 Sep 2021 By The Sakala

ବଢି ପାଣିରେ ବାପ ପୁଅ ଭାସିଯିବା ଘଟଣା: ଗୋଟିଏ ଦିନ ପରେ ଉଦ୍ଧାର ହେଲା ବାପପୁଅଙ୍କ ମୃତଦେହ

ଯାଜପୁର: ଯାଜପୁର ଜିଲ୍ଲା ବରୀ ବ୍ଲକ ବାଲିଆ ପଞ୍ଚାୟତରେ ବାପ ପୁଅ ଭାସିଯିବା ଘଟଣା। ଉଦ୍ଧାର ହେଲା ବାପପୁଅଙ୍କ ମୃତଦେହ। ମୃତକ ହେଲେ ଗଙ୍ଗାଧରପୁର ଗାଁର କିଶୋର ସିଂ ଓ ପୁଅ କୈଳାସ ସିଂ। ଗତକାଲି ଗାଈ ଆଣିବାକୁ ଯାଇଥିବା ବେଳେ ନଦୀରେ ଭାସିଯାଇଥିଲେ କିଶୋର ସିଂ। ଏହା ଦେଖି ପୁଅ ବାହାରିଥିଲା ବାପାଙ୍କୁ ବଞ୍ଚାଇବା ପାଇଁ। ତେବେ ବାପାଙ୍କୁ ଉଦ୍ଧାର କରିବାକୁ ଯାଇ ପୁଅ ମଧ୍ୟ ଭାସି ଯାଇଥିଲେ। ବନ୍ୟା ପାଇଁ ନଦୀରେ ପ୍ରଖର ସ୍ରୋତ ଥିବାରୁ ଭାସିଯାଇଥିଲେ ବାପା ପୁଅ। ଖବର ପାଇ ଉଦ୍ଧାର କାର୍ଯ୍ଯ ଜାରି ରଖିଥିଲା ଓଡ୍ରାଫ୍ ଓ ଦମକଳ ବାହିନୀ। ଆଜି ସକାଳୁ ଗଙ୍ଗାଧରପୁର ଗାଁ ନିକଟରୁ ଉଭୟଙ୍କ ମୃତଦେହ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର