ଜାଲରେ ପଡିଲା ତେଲିଆ ବୋରେଇ ମାଛ, ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାରେ କିଣି ନେଲେ ବ୍ୟବସାୟୀ

The Sakala Picture
Published On

ପାରାଦୀପ: ପାରାଦୀପ ସମୁଦ୍ରରୁ ଧରା ହେଲା ବିରଳ ଦାମୀ ମାଛ । ଧରାଯାଇଥିବା ୧୭ଟି ମାଛକୁ ପ୍ରାୟ ୨୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାରେ ନିଲାମ କରାଯାଇଛି । ଯାହାର ଓଜନ ୩ କ୍ୱିଣ୍ଟାଲରୁ ଅଧିକ ରହିଛି । ସେହି ମାଛର ନାଁ ରହିଛି ତେଲିଆ ବୋରେଇ । ଏହି ମାଛମାନେ ଗଭୀର ସମୁଦ୍ରରୁ ମିଳିଥାଆନ୍ତି । ତେବେ ପାର୍ବତୀ ନାମକ ଟ୍ରଲର ସମୁଦ୍ରରେ ମାଛ ଧରୁଥିବା ସମୟରେ ୧୭ଟି ତେଲିଆ ବୋରେଇ ମାଛ ପଡିଥିଲା । ଟ୍ରଲର ଟି […]

ପାରାଦୀପ: ପାରାଦୀପ ସମୁଦ୍ରରୁ ଧରା ହେଲା ବିରଳ ଦାମୀ ମାଛ । ଧରାଯାଇଥିବା ୧୭ଟି ମାଛକୁ ପ୍ରାୟ ୨୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାରେ ନିଲାମ କରାଯାଇଛି । ଯାହାର ଓଜନ ୩ କ୍ୱିଣ୍ଟାଲରୁ ଅଧିକ ରହିଛି । ସେହି ମାଛର ନାଁ ରହିଛି ତେଲିଆ ବୋରେଇ । ଏହି ମାଛମାନେ ଗଭୀର ସମୁଦ୍ରରୁ ମିଳିଥାଆନ୍ତି । ତେବେ ପାର୍ବତୀ ନାମକ ଟ୍ରଲର ସମୁଦ୍ରରେ ମାଛ ଧରୁଥିବା ସମୟରେ ୧୭ଟି ତେଲିଆ ବୋରେଇ ମାଛ ପଡିଥିଲା ।

ଆହୁରି ପଢ଼ନ୍ତୁ: ସରିଥିଲା ନିର୍ବନ୍ଧ, ବିବାହର କିଛି ଦିନ ପୂର୍ବରୁ ଯୁବତୀଙ୍କୁ ବୀଭତ୍ସ ହତ୍ୟା

ଟ୍ରଲର ଟି ତୁରନ୍ତ ମାଛଧରା ବନ୍ଦ କୁ ଆସିବା ପରେ ୧୭ଟି ମାଛକୁ ନିଲାମ କେନ୍ଦ୍ର ରେ ନିଲାମ କରାଯାଇଥିଲା । ତେବେ ଏହି ୧୭ ଟି ମାଛର ମୂଲ୍ୟ ୨୦ଲକ୍ଷ ରୁ ଉର୍ଦ୍ଧ୍ୱ ଟଙ୍କାରେ ବ୍ୟବସାୟୀ ମାନେ କିଣି ନେଇଥିବା ଜଣାପଡିଛି । ଏହି ମାଛର ପୁଟି ଔଷଧ ତିଆରି କାର୍ଯ୍ୟରେ ଲାଗୁଥିବାରୁ ମାଛ ଅଧିକ ମୂଲ୍ୟରେ ବିକ୍ରି କରାଯାଇଥାଏ । ବିଦେଶରେ ଏହି ମାଛର ଚାହିଦା ଢେର ଅଧିକ ରହିଛି ।

ଆହୁରି ପଢ଼ନ୍ତୁ: ନିର୍ବନ୍ଧ ପରେ ଯୁବତୀଙ୍କୁ ହତ୍ୟା ଘଟଣା: ଜାମସେଦପୁରରୁ ଅଭିଯୁକ୍ତ ପ୍ରେମିକକୁ ଗିରଫ କଲା ପୋଲିସ

11 Dec 2023 By The Sakala

ଜାଲରେ ପଡିଲା ତେଲିଆ ବୋରେଇ ମାଛ, ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାରେ କିଣି ନେଲେ ବ୍ୟବସାୟୀ

ପାରାଦୀପ: ପାରାଦୀପ ସମୁଦ୍ରରୁ ଧରା ହେଲା ବିରଳ ଦାମୀ ମାଛ । ଧରାଯାଇଥିବା ୧୭ଟି ମାଛକୁ ପ୍ରାୟ ୨୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାରେ ନିଲାମ କରାଯାଇଛି । ଯାହାର ଓଜନ ୩ କ୍ୱିଣ୍ଟାଲରୁ ଅଧିକ ରହିଛି । ସେହି ମାଛର ନାଁ ରହିଛି ତେଲିଆ ବୋରେଇ । ଏହି ମାଛମାନେ ଗଭୀର ସମୁଦ୍ରରୁ ମିଳିଥାଆନ୍ତି । ତେବେ ପାର୍ବତୀ ନାମକ ଟ୍ରଲର ସମୁଦ୍ରରେ ମାଛ ଧରୁଥିବା ସମୟରେ ୧୭ଟି ତେଲିଆ ବୋରେଇ ମାଛ ପଡିଥିଲା ।

ଟ୍ରଲର ଟି ତୁରନ୍ତ ମାଛଧରା ବନ୍ଦ କୁ ଆସିବା ପରେ ୧୭ଟି ମାଛକୁ ନିଲାମ କେନ୍ଦ୍ର ରେ ନିଲାମ କରାଯାଇଥିଲା । ତେବେ ଏହି ୧୭ ଟି ମାଛର ମୂଲ୍ୟ ୨୦ଲକ୍ଷ ରୁ ଉର୍ଦ୍ଧ୍ୱ ଟଙ୍କାରେ ବ୍ୟବସାୟୀ ମାନେ କିଣି ନେଇଥିବା ଜଣାପଡିଛି । ଏହି ମାଛର ପୁଟି ଔଷଧ ତିଆରି କାର୍ଯ୍ୟରେ ଲାଗୁଥିବାରୁ ମାଛ ଅଧିକ ମୂଲ୍ୟରେ ବିକ୍ରି କରାଯାଇଥାଏ । ବିଦେଶରେ ଏହି ମାଛର ଚାହିଦା ଢେର ଅଧିକ ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର