ଅଗ୍ନିକାଣ୍ଡରେ ଘର ସହ ଜୀବନ୍ତ ଜଳିଗଲେ ମହିଳା ୱାର୍ଡମେମ୍ବର

The Sakala Picture
Published On

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ପଞ୍ଚାୟତର ୧ ନମ୍ବର ୱାର୍ଡରେ ଅଭାବନୀୟ ଘଟଣା ଘଟିଯାଇଛି। ଅଗ୍ନିକାଣ୍ଡରେ ଉକ୍ତ ୱାର୍ଡ଼ର ୱାର୍ଡମେମ୍ବରଙ୍କ ମୃତ୍ଯୁ ଘଟିଛି। ମୃତ ୱାର୍ଡମେମ୍ବରଙ୍କ ନାଁ ସରସ୍ୱତୀ ସେଠୀ ବୋଲି ଜଣାପଡ଼ିଛି। ଚୁଲିରୁ ନିଆଁ ଲାଗି ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। କିନ୍ତୁ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ। ସୂଚନା ଅନୁଯାୟୀ,  ଆଜି ସକାଳ ସମୟରେ ସରସ୍ୱତୀଙ୍କ ଘରେ ନିଆଁ ଲଗାଯାଇଥିଲା। ତାଙ୍କ ଘର ଜଳୁଥିବା ଦେଖି ଗାଁ ଲୋକେ ଅଗ୍ନିଶମ […]

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ପଞ୍ଚାୟତର ୧ ନମ୍ବର ୱାର୍ଡରେ ଅଭାବନୀୟ ଘଟଣା ଘଟିଯାଇଛି। ଅଗ୍ନିକାଣ୍ଡରେ ଉକ୍ତ ୱାର୍ଡ଼ର ୱାର୍ଡମେମ୍ବରଙ୍କ ମୃତ୍ଯୁ ଘଟିଛି। ମୃତ ୱାର୍ଡମେମ୍ବରଙ୍କ ନାଁ ସରସ୍ୱତୀ ସେଠୀ ବୋଲି ଜଣାପଡ଼ିଛି। ଚୁଲିରୁ ନିଆଁ ଲାଗି ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। କିନ୍ତୁ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ବାଲ୍ୟ ବିବାହ ପାଇଁ ବଢ଼ୁଛି କିଶୋରୀ ମାତୃତ୍ୱ, ଶିକ୍ଷାରେ ପ୍ରତିବନ୍ଧକ ସାଜୁଛି ଇଲୋପମେଣ୍ଟ

ସୂଚନା ଅନୁଯାୟୀ,  ଆଜି ସକାଳ ସମୟରେ ସରସ୍ୱତୀଙ୍କ ଘରେ ନିଆଁ ଲଗାଯାଇଥିଲା। ତାଙ୍କ ଘର ଜଳୁଥିବା ଦେଖି ଗାଁ ଲୋକେ ଅଗ୍ନିଶମ ବାହିନୀକୁ  ଖବର ଦେଇଥିଲେ। ଖବର ପାଇ ତିର୍ତ୍ତୋଲରୁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହିତ ସରସ୍ୱତୀଙ୍କୁ ଉଦ୍ଧାର କରିଥିଲେ।ଆମ୍ବୁଲାନ୍ସ ଯୋଗେ ଗୁରୁତର ସରସ୍ୱତୀଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ କଣ୍ଟାପଡ଼ା ତହସିଲଦାର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ

16 May 2022 By The Sakala

ଅଗ୍ନିକାଣ୍ଡରେ ଘର ସହ ଜୀବନ୍ତ ଜଳିଗଲେ ମହିଳା ୱାର୍ଡମେମ୍ବର

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ପଞ୍ଚାୟତର ୧ ନମ୍ବର ୱାର୍ଡରେ ଅଭାବନୀୟ ଘଟଣା ଘଟିଯାଇଛି। ଅଗ୍ନିକାଣ୍ଡରେ ଉକ୍ତ ୱାର୍ଡ଼ର ୱାର୍ଡମେମ୍ବରଙ୍କ ମୃତ୍ଯୁ ଘଟିଛି। ମୃତ ୱାର୍ଡମେମ୍ବରଙ୍କ ନାଁ ସରସ୍ୱତୀ ସେଠୀ ବୋଲି ଜଣାପଡ଼ିଛି। ଚୁଲିରୁ ନିଆଁ ଲାଗି ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। କିନ୍ତୁ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ।

ସୂଚନା ଅନୁଯାୟୀ,  ଆଜି ସକାଳ ସମୟରେ ସରସ୍ୱତୀଙ୍କ ଘରେ ନିଆଁ ଲଗାଯାଇଥିଲା। ତାଙ୍କ ଘର ଜଳୁଥିବା ଦେଖି ଗାଁ ଲୋକେ ଅଗ୍ନିଶମ ବାହିନୀକୁ  ଖବର ଦେଇଥିଲେ। ଖବର ପାଇ ତିର୍ତ୍ତୋଲରୁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହିତ ସରସ୍ୱତୀଙ୍କୁ ଉଦ୍ଧାର କରିଥିଲେ।ଆମ୍ବୁଲାନ୍ସ ଯୋଗେ ଗୁରୁତର ସରସ୍ୱତୀଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର