ନାବାଳିକା ଛାତ୍ରୀକୁ ଗର୍ଭବତୀ କରାଇବା ମାମଲା, ଟିଉସନ ସାରକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

The Sakala Picture
Published On

ଜଗତସିଂହପୁର: ଟିଉସନ ସାରଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ । ୨୦୨୦ କୁଜଙ୍ଗ ମଙ୍ଗରାଜପୁରରେ ଜଣେ ନାବାଳିକା ଛାତ୍ରୀକୁ ଗର୍ଭବତୀ କରାଇବା ମାମଲାରେ ଏହି ରାୟ ଶୁଣାଇଛନ୍ତି ଜଗତସିଂହପୁର ଫାଷ୍ଟଟ୍ରାକ୍ କୋର୍ଟ।  ଅଭିଯୁକ୍ତ ଟିଉସନ ସାର ରଞ୍ଜନ କୁମାର ରାଉତକୁ ଜଗତସିଂହପୁର ଫାଷ୍ଟଟ୍ରାକ୍ କୋର୍ଟ ପକ୍ଷରୁ ୨୦ବର୍ଷ ଜେଲ ସହ ୪୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଜରିମାନା ଅନଦେୟ ଅଧିକ ୫ ମାସ  କାରାଦଣ୍ଡାଦେଶ ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ହର୍ଣ୍ଣ ବଜାଇବାକୁ କେନ୍ଦ୍ର କରି ଭୁବନେଶ୍ୱରରେ ଲଙ୍କାକାଣ୍ଡ: ଏଏସଓ ଓ ସାମ୍ବାଦିକଙ୍କୁ ସଂଘବଦ୍ଧ ଆକ୍ରମଣ, ୩ ଅଟକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର