ଜଗତସିଂହପୁର ଜିଲ୍ଲା ପାଇଁ ବିଜେଡି କର୍ମକର୍ତ୍ତା ନିଯୁକ୍ତ

The Sakala Picture
Published On

ଭୁବନେଶ୍ବର: ଜଗତସିଂହପୁର ଜିଲ୍ଲା ପାଇଁ ବିଜେଡି ନୂତନ କର୍ମକର୍ତ୍ତା ନିଯୁକ୍ତ କରିଛି। ୧୨ ଜଣଙ୍କୁ ବରିଷ୍ଠ ଉପସଭାପତି ଦାୟିତ୍ବ ଦେଇଥିବା ବେଳେ ୧୪ ଜଣଙ୍କୁ ଉପସଭାପତି ନିଯୁକ୍ତ କରିଛି। ସେହପିର୨୮ ସାଧାରଣ ସମ୍ପାଦକ, ୪୫ ସମ୍ପାଦକ ନିଯୁକ୍ତ କରାଯାଇଛି। ଏଥିସହ ୫ ଜଣଙ୍କୁ ଜିଲ୍ଲା ଉପଦେଷ୍ଟା ଦାୟିତ୍ୱ ଦିଆଯାଇଛି।  ଏ ନେଇ ସୂଚନା ଦେଇଛନ୍ତି ବିଜେଡିର ସାଙ୍ଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । [wp-embedder-pack width=”100%” height=”400px” download=”all” download-text=”” attachment_id=”91298″ /]

ଭୁବନେଶ୍ବର: ଜଗତସିଂହପୁର ଜିଲ୍ଲା ପାଇଁ ବିଜେଡି ନୂତନ କର୍ମକର୍ତ୍ତା ନିଯୁକ୍ତ କରିଛି। ୧୨ ଜଣଙ୍କୁ ବରିଷ୍ଠ ଉପସଭାପତି ଦାୟିତ୍ବ ଦେଇଥିବା ବେଳେ ୧୪ ଜଣଙ୍କୁ ଉପସଭାପତି ନିଯୁକ୍ତ କରିଛି। ସେହପିର୨୮ ସାଧାରଣ ସମ୍ପାଦକ, ୪୫ ସମ୍ପାଦକ ନିଯୁକ୍ତ କରାଯାଇଛି। ଏଥିସହ ୫ ଜଣଙ୍କୁ ଜିଲ୍ଲା ଉପଦେଷ୍ଟା ଦାୟିତ୍ୱ ଦିଆଯାଇଛି।  ଏ ନେଇ ସୂଚନା ଦେଇଛନ୍ତି ବିଜେଡିର ସାଙ୍ଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

ଆହୁରି ପଢ଼ନ୍ତୁ: ସରିଥିଲା ନିର୍ବନ୍ଧ, ବିବାହର କିଛି ଦିନ ପୂର୍ବରୁ ଯୁବତୀଙ୍କୁ ବୀଭତ୍ସ ହତ୍ୟା

[wp-embedder-pack width=”100%” height=”400px” download=”all” download-text=”” attachment_id=”91298″ /]

ଆହୁରି ପଢ଼ନ୍ତୁ: ନିର୍ବନ୍ଧ ପରେ ଯୁବତୀଙ୍କୁ ହତ୍ୟା ଘଟଣା: ଜାମସେଦପୁରରୁ ଅଭିଯୁକ୍ତ ପ୍ରେମିକକୁ ଗିରଫ କଲା ପୋଲିସ

16 Jul 2023 By The Sakala

ଜଗତସିଂହପୁର ଜିଲ୍ଲା ପାଇଁ ବିଜେଡି କର୍ମକର୍ତ୍ତା ନିଯୁକ୍ତ

ଭୁବନେଶ୍ବର: ଜଗତସିଂହପୁର ଜିଲ୍ଲା ପାଇଁ ବିଜେଡି ନୂତନ କର୍ମକର୍ତ୍ତା ନିଯୁକ୍ତ କରିଛି। ୧୨ ଜଣଙ୍କୁ ବରିଷ୍ଠ ଉପସଭାପତି ଦାୟିତ୍ବ ଦେଇଥିବା ବେଳେ ୧୪ ଜଣଙ୍କୁ ଉପସଭାପତି ନିଯୁକ୍ତ କରିଛି। ସେହପିର୨୮ ସାଧାରଣ ସମ୍ପାଦକ, ୪୫ ସମ୍ପାଦକ ନିଯୁକ୍ତ କରାଯାଇଛି। ଏଥିସହ ୫ ଜଣଙ୍କୁ ଜିଲ୍ଲା ଉପଦେଷ୍ଟା ଦାୟିତ୍ୱ ଦିଆଯାଇଛି।  ଏ ନେଇ ସୂଚନା ଦେଇଛନ୍ତି ବିଜେଡିର ସାଙ୍ଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର