ଏକ୍ସପାଏରୀ ବଟିକା ଖାଇ ଛାତ୍ରଛାତ୍ରୀ ଅସୁସ୍ଥ

The Sakala Picture
Published On

ପାରାଦୀପ: ମଧ୍ୟାହ୍ନ ଭୋଜନ ପରେ ଫୋଲିକ ଏସିଡ ବଟିକା ଖାଇ ଛାତ୍ରଛାତ୍ରୀ ଅସୁସ୍ଥ। ଅଠରବାଙ୍କି ଲକପଡା ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ବଟିକା ଖାଇବା ପରେ ୯ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ଅଠରବାଙ୍କି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣାକୁ ନେଇ ସ୍କୁଲର ପ୍ରଧାନଶିକ୍ଷୟତ୍ରୀ ଦାୟୀତ୍ବରେ ଥିବା ଶିକ୍ଷୟତ୍ରୀଙ୍କୁ କଲୋନୀବାସୀ ଅଟକ ରଖିଛନ୍ତି। ବଟିକା ଖାଇବା ପରେ ପେଟ କାମୁଡା, ବାନ୍ତି ଓ ଦେହରେ ଫଳିଯିବା ଭଳି ଲକ୍ଷଣ ଦେଖାଯାଉଛି। ତେବେ ସ୍କୁଲର […]

ପାରାଦୀପ: ମଧ୍ୟାହ୍ନ ଭୋଜନ ପରେ ଫୋଲିକ ଏସିଡ ବଟିକା ଖାଇ ଛାତ୍ରଛାତ୍ରୀ ଅସୁସ୍ଥ। ଅଠରବାଙ୍କି ଲକପଡା ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ବଟିକା ଖାଇବା ପରେ ୯ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ଅଠରବାଙ୍କି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣାକୁ ନେଇ ସ୍କୁଲର ପ୍ରଧାନଶିକ୍ଷୟତ୍ରୀ ଦାୟୀତ୍ବରେ ଥିବା ଶିକ୍ଷୟତ୍ରୀଙ୍କୁ କଲୋନୀବାସୀ ଅଟକ ରଖିଛନ୍ତି। ବଟିକା ଖାଇବା ପରେ ପେଟ କାମୁଡା, ବାନ୍ତି ଓ ଦେହରେ ଫଳିଯିବା ଭଳି ଲକ୍ଷଣ ଦେଖାଯାଉଛି। ତେବେ ସ୍କୁଲର ମାତ୍ର ୧୮ ଜଣ ଛାତ୍ରଛାତ୍ରୀ ବଟିକା ଖାଇଥିବା ସ୍କୁଲର ଶିକ୍ଷୟତ୍ରୀ ସୂଚନା ଦେଇଛନ୍ତି। ଏବେ ମେଡିକାଲରେ ୯ ଜଣ ଛାତ୍ରଛାତ୍ରୀ ଚିକିତ୍ସିତ ହେଉଛନ୍ତି। ଫୋଲିକ ଏସିଡ ଆଇରନ ବଟିକାର ଉପର ଖୋଳରେ ଏକ୍ସପାଏରୀ ଡେଟ୍ ୨୦୨୫ ଥିବା ବେଳେ ଭିତରେ ଥିବା ବଟିକା ଉପରେ ୨୦୧୯ ରେ ପ୍ୟାକିଂ ୨୦୨୧ ରେ ଏକ୍ସପାଏରୀ ରହିଛି।

ଆହୁରି ପଢ଼ନ୍ତୁ: ମଧ୍ୟ ପ୍ରାଚ୍ୟରେ ଫସିରହିଥିବା ଓଡ଼ିଆ ଲୋକଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ କଲେ ନବୀନ

22 Jul 2024 By The Sakala

ଏକ୍ସପାଏରୀ ବଟିକା ଖାଇ ଛାତ୍ରଛାତ୍ରୀ ଅସୁସ୍ଥ

ପାରାଦୀପ: ମଧ୍ୟାହ୍ନ ଭୋଜନ ପରେ ଫୋଲିକ ଏସିଡ ବଟିକା ଖାଇ ଛାତ୍ରଛାତ୍ରୀ ଅସୁସ୍ଥ। ଅଠରବାଙ୍କି ଲକପଡା ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ବଟିକା ଖାଇବା ପରେ ୯ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ଅଠରବାଙ୍କି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣାକୁ ନେଇ ସ୍କୁଲର ପ୍ରଧାନଶିକ୍ଷୟତ୍ରୀ ଦାୟୀତ୍ବରେ ଥିବା ଶିକ୍ଷୟତ୍ରୀଙ୍କୁ କଲୋନୀବାସୀ ଅଟକ ରଖିଛନ୍ତି। ବଟିକା ଖାଇବା ପରେ ପେଟ କାମୁଡା, ବାନ୍ତି ଓ ଦେହରେ ଫଳିଯିବା ଭଳି ଲକ୍ଷଣ ଦେଖାଯାଉଛି। ତେବେ ସ୍କୁଲର ମାତ୍ର ୧୮ ଜଣ ଛାତ୍ରଛାତ୍ରୀ ବଟିକା ଖାଇଥିବା ସ୍କୁଲର ଶିକ୍ଷୟତ୍ରୀ ସୂଚନା ଦେଇଛନ୍ତି। ଏବେ ମେଡିକାଲରେ ୯ ଜଣ ଛାତ୍ରଛାତ୍ରୀ ଚିକିତ୍ସିତ ହେଉଛନ୍ତି। ଫୋଲିକ ଏସିଡ ଆଇରନ ବଟିକାର ଉପର ଖୋଳରେ ଏକ୍ସପାଏରୀ ଡେଟ୍ ୨୦୨୫ ଥିବା ବେଳେ ଭିତରେ ଥିବା ବଟିକା ଉପରେ ୨୦୧୯ ରେ ପ୍ୟାକିଂ ୨୦୨୧ ରେ ଏକ୍ସପାଏରୀ ରହିଛି।

https://www.thesakala.in/latest-odisha-news/jagatsinghpur/students-is-sick-after-taking-expari-pills/article-33820
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର