ନାତିର କଟୁରି ଚୋଟରେ ଆଈ ମୃତ, ୨ ମହିଳା ଆହତ

The Sakala Picture
Published On

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଧିନ ଗଦେଇଗିରି ଗ୍ରାମରେ ଅଘଟଣ ଘଟିଛି। ନିଜ ଆଈକୁ ହାଣି ମୁଣ୍ଡ ଗଣ୍ଡି ଅଲଗା କଲା ନାତି । ମୃତ ଆଈଙ୍କ ନାଁ ସଖି ଲତା ସାହୁ । ଆଇ ସହ ନାବାଳିକା ଓ ତା ମାଆକୁ ମଧ୍ୟ କଟୁରୀରେ ଆକ୍ରମଣ କରିଛି ଅଭିଯୁକ୍ତ। ଆକ୍ରମଣରେ ଗୁରୁତର ମାନଙ୍କୁ ବାଲିକୁଦା ମେଡିକଲରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ସମୀର ସାହୁ ବାଲିକୁଦା ଥାନାରେ ଅଟକ ରଖିଛି ପୁଲିସ। ଖବର ଅନୁଯାୟୀ, ଅଭିଯୁକ୍ତ […]

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଧିନ ଗଦେଇଗିରି ଗ୍ରାମରେ ଅଘଟଣ ଘଟିଛି। ନିଜ ଆଈକୁ ହାଣି ମୁଣ୍ଡ ଗଣ୍ଡି ଅଲଗା କଲା ନାତି । ମୃତ ଆଈଙ୍କ ନାଁ ସଖି ଲତା ସାହୁ । ଆଇ ସହ ନାବାଳିକା ଓ ତା ମାଆକୁ ମଧ୍ୟ କଟୁରୀରେ ଆକ୍ରମଣ କରିଛି ଅଭିଯୁକ୍ତ। ଆକ୍ରମଣରେ ଗୁରୁତର ମାନଙ୍କୁ ବାଲିକୁଦା ମେଡିକଲରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ସମୀର ସାହୁ ବାଲିକୁଦା ଥାନାରେ ଅଟକ ରଖିଛି ପୁଲିସ।

ଆହୁରି ପଢ଼ନ୍ତୁ: ପେଟ୍ରୋଲ-ଡିଜେଲ ସରିଯିବା ନେଇ ମାଲକାନଗିରିରେ ଗୁଜବ, ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ

ଖବର ଅନୁଯାୟୀ, ଅଭିଯୁକ୍ତ ନାଁରେ ପୂର୍ବରୁ ବହୁ ମାମଲା ରହିଛି। ଅଭିଯୁକ୍ତ ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଜେଲ ଯାଇ ଜେଲରୁ ଫେରାର ପରେ ଏପରି ହତ୍ୟାକାଣ୍ଡ ଘଟାଇଛି।

ଆହୁରି ପଢ଼ନ୍ତୁ: ଖଣ୍ଡୱାରେ ଲଜ୍ଜାଜନକ ଘଟଣା: ୯୦ ବର୍ଷୀୟା ବୃଦ୍ଧାଙ୍କ ସହ ଗଣଦୁଷ୍କର୍ମ, ୪ ମୁଖାପିନ୍ଧା ଦୁର୍ବୃତ୍ତଙ୍କ କାରନାମା

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

16 Aug 2023 By The Sakala

ନାତିର କଟୁରି ଚୋଟରେ ଆଈ ମୃତ, ୨ ମହିଳା ଆହତ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଧିନ ଗଦେଇଗିରି ଗ୍ରାମରେ ଅଘଟଣ ଘଟିଛି। ନିଜ ଆଈକୁ ହାଣି ମୁଣ୍ଡ ଗଣ୍ଡି ଅଲଗା କଲା ନାତି । ମୃତ ଆଈଙ୍କ ନାଁ ସଖି ଲତା ସାହୁ । ଆଇ ସହ ନାବାଳିକା ଓ ତା ମାଆକୁ ମଧ୍ୟ କଟୁରୀରେ ଆକ୍ରମଣ କରିଛି ଅଭିଯୁକ୍ତ। ଆକ୍ରମଣରେ ଗୁରୁତର ମାନଙ୍କୁ ବାଲିକୁଦା ମେଡିକଲରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ସମୀର ସାହୁ ବାଲିକୁଦା ଥାନାରେ ଅଟକ ରଖିଛି ପୁଲିସ।

ଖବର ଅନୁଯାୟୀ, ଅଭିଯୁକ୍ତ ନାଁରେ ପୂର୍ବରୁ ବହୁ ମାମଲା ରହିଛି। ଅଭିଯୁକ୍ତ ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଜେଲ ଯାଇ ଜେଲରୁ ଫେରାର ପରେ ଏପରି ହତ୍ୟାକାଣ୍ଡ ଘଟାଇଛି।

https://www.thesakala.in/latest-odisha-news/jagatsinghpur/one-women-lost-her-life-in-jsp/article-24494
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର