ଆଜିଠୁ ନୂଆ ଏସଓପିରେ ଆରମ୍ଭ ହେଲା ଜଗା ଦର୍ଶନ; ଦୀପ ଜାଳିପାରିବେ ଭକ୍ତ

The Sakala Picture
Published On

ପୁରୀ: ଜଗା ଦର୍ଶନରେ କୋହଳ ହେଲା ନିୟମ । ଏଥର ମନ୍ଦିର ଭିତରେ ଦୀପ ଜାଳିପାରିବା ସହିତ ଆନନ୍ଦ ବଜାରରେ ଅବଢ଼ା ବି ଖାଇପାରିବେ ଶ୍ରଦ୍ଧାଳୁ । ଆଜିଠୁ ନୂଆ ଏସଓପିରେ ଆରମ୍ଭ ହେଲଶ ଜଗା ଦର୍ଶନ। କରୋନା କଟକଣାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜଗା ଦର୍ଶନ ନେଇ ଏସଓପିରେ କୋହଳ କରାଯାଇଥିଲା। ଆଜିଠୁ ସକାଳ ୭ ଟାରୁ ରାତି ୯ ଟା ପର୍ଯ୍ୟନ୍ତ ଭକ୍ତମାନେ ଜଗା ଦର୍ଶନ କରିପାରିବେ । ଶ୍ରୀମନ୍ଦିର ଭିତରକୁ ପ୍ରବେଶ ପାଇଁ […]

ପୁରୀ: ଜଗା ଦର୍ଶନରେ କୋହଳ ହେଲା ନିୟମ । ଏଥର ମନ୍ଦିର ଭିତରେ ଦୀପ ଜାଳିପାରିବା ସହିତ ଆନନ୍ଦ ବଜାରରେ ଅବଢ଼ା ବି ଖାଇପାରିବେ ଶ୍ରଦ୍ଧାଳୁ । ଆଜିଠୁ ନୂଆ ଏସଓପିରେ ଆରମ୍ଭ ହେଲଶ ଜଗା ଦର୍ଶନ। କରୋନା କଟକଣାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜଗା ଦର୍ଶନ ନେଇ ଏସଓପିରେ କୋହଳ କରାଯାଇଥିଲା। ଆଜିଠୁ ସକାଳ ୭ ଟାରୁ ରାତି ୯ ଟା ପର୍ଯ୍ୟନ୍ତ ଭକ୍ତମାନେ ଜଗା ଦର୍ଶନ କରିପାରିବେ ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ସ୍ପଷ୍ଟୀକରଣ ପରେ ବିଜେଡିର ଦାବି: ମୁଖ୍ୟ ନିର୍ବାଚନ କମିସନର ତୁରନ୍ତ ଇସ୍ତଫା ଦିଅନ୍ତୁ

ଶ୍ରୀମନ୍ଦିର ଭିତରକୁ ପ୍ରବେଶ ପାଇଁ ପୂର୍ବଭଳି ଡବଲ ଡୋଜ୍‌ ଟିକା ନେଇଥିବା ବ୍ୟକ୍ତି ଭ୍ୟାକ୍ସିନେସନ ସାର୍ଟିଫିକେଟ୍ କିମ୍ବା ୯୬ ଘଣ୍ଟା ଭିତରର RTPCR ନେଗେଟିଭି ରିପୋର୍ଟ ଦେଖାଇବାକୁ ପଡ଼ିବ। ସେହିପରି ଚଳିତ ସପ୍ତାହରୁ ଶନିବାର ମନ୍ଦିର ଖୋଲା ରହିବ । ତେବେ ଗତ ୩ ଦିନ ଧରି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ଥିବା ବେଳେ, ଆଜି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ୩୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସମଗ୍ର ଶିକ୍ଷା ଅଭିଯାନର ପ୍ରୋଗ୍ରାମର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର