ଆଇପିଏସ ସ୍ତରରେ ଅଦଳବଦଳ: ଦୀପ୍ତେଶ କୁମାର ହେଲେ ଜେଲ ବିଭାଗ ଆଇଜି

The Sakala Picture
Published On

ଆଇପିଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଦୀପ୍ତେଶ କୁମାର ପଟ୍ଟନାୟକଙ୍କୁ ଜେଲ ବିଭାଗ ଆଇଜି ଭାବେ ନିଯୁକ୍ତି ଦେଇଛନ୍ତି ସରକାର । ସେ ବର୍ତ୍ତମାନ ଆଇଜିପି ବାଲେଶ୍ୱର ଭାବେ କାର୍ଯ୍ୟରତ ଅଛନ୍ତି । ସେହିଭଳି କେନ୍ଦ୍ରାଞ୍ଚଳ ଆଇଜି ଭାବେ ନରସିଂହ ଭୋଳଙ୍କୁ ନିଯୁକ୍ତି ମିଳିଛି, ଆଇଜିପି ସମ୍ୱଲରପୁର ଭାବେ କାର୍ଯ୍ୟରତ । କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଆଇପିଏସ୍ ଅଧିକାରୀ ଡ. ଦୀପକ କୁମାରଙ୍କୁ ଡିଆଇଜିପି, ସମ୍ୱଲପୁର ଭାବେ ନିଯୁକ୍ତି ମିଳିଛି । ହିମାଂଶୁ ଲାଲଙ୍କୁ […]

ଆଇପିଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଦୀପ୍ତେଶ କୁମାର ପଟ୍ଟନାୟକଙ୍କୁ ଜେଲ ବିଭାଗ ଆଇଜି ଭାବେ ନିଯୁକ୍ତି ଦେଇଛନ୍ତି ସରକାର । ସେ ବର୍ତ୍ତମାନ ଆଇଜିପି ବାଲେଶ୍ୱର ଭାବେ କାର୍ଯ୍ୟରତ ଅଛନ୍ତି । ସେହିଭଳି କେନ୍ଦ୍ରାଞ୍ଚଳ ଆଇଜି ଭାବେ ନରସିଂହ ଭୋଳଙ୍କୁ ନିଯୁକ୍ତି ମିଳିଛି, ଆଇଜିପି ସମ୍ୱଲରପୁର ଭାବେ କାର୍ଯ୍ୟରତ । କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଆଇପିଏସ୍ ଅଧିକାରୀ ଡ. ଦୀପକ କୁମାରଙ୍କୁ ଡିଆଇଜିପି, ସମ୍ୱଲପୁର ଭାବେ ନିଯୁକ୍ତି ମିଳିଛି । ହିମାଂଶୁ ଲାଲଙ୍କୁ ପୂର୍ବାଞ୍ଚଳ ଆଇଜିପି ଭାବେ ନିଯୁକ୍ତି ମିଳିଥିବା ବେଳେ ଆର୍. କେ ପାଇକରାୟଙ୍କୁ ଏସପି ଦେବଗଡ ଭାବେ ନିଯୁକ୍ତ ମିଳିଛି । ସେହିଭଳି ଭୁବନେଶ୍ୱର ଏଡିସିପି ଭାବେ କାର୍ଯ୍ୟରତ ଡି.ପି ତ୍ରିପାଠୀଙ୍କୁ ରାଜ୍ୟ ରିର୍ଜଭ ପୋଲିସ, କଟକକୁ ବଦଳି କରାଯାଇଛି ।

ଆହୁରି ପଢ଼ନ୍ତୁ: ରାଜ୍ୟରେ କମୁଥିବା ଭୂତଳ ଜଳସ୍ତରକୁ ନେଇ ସରକାରଙ୍କ ଚିନ୍ତା, ୫ ବର୍ଷରେ କମିଛି ୦.୫୩% MBGL

09 Jun 2021 By The Sakala

ଆଇପିଏସ ସ୍ତରରେ ଅଦଳବଦଳ: ଦୀପ୍ତେଶ କୁମାର ହେଲେ ଜେଲ ବିଭାଗ ଆଇଜି

ଆଇପିଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଦୀପ୍ତେଶ କୁମାର ପଟ୍ଟନାୟକଙ୍କୁ ଜେଲ ବିଭାଗ ଆଇଜି ଭାବେ ନିଯୁକ୍ତି ଦେଇଛନ୍ତି ସରକାର । ସେ ବର୍ତ୍ତମାନ ଆଇଜିପି ବାଲେଶ୍ୱର ଭାବେ କାର୍ଯ୍ୟରତ ଅଛନ୍ତି । ସେହିଭଳି କେନ୍ଦ୍ରାଞ୍ଚଳ ଆଇଜି ଭାବେ ନରସିଂହ ଭୋଳଙ୍କୁ ନିଯୁକ୍ତି ମିଳିଛି, ଆଇଜିପି ସମ୍ୱଲରପୁର ଭାବେ କାର୍ଯ୍ୟରତ । କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଆଇପିଏସ୍ ଅଧିକାରୀ ଡ. ଦୀପକ କୁମାରଙ୍କୁ ଡିଆଇଜିପି, ସମ୍ୱଲପୁର ଭାବେ ନିଯୁକ୍ତି ମିଳିଛି । ହିମାଂଶୁ ଲାଲଙ୍କୁ ପୂର୍ବାଞ୍ଚଳ ଆଇଜିପି ଭାବେ ନିଯୁକ୍ତି ମିଳିଥିବା ବେଳେ ଆର୍. କେ ପାଇକରାୟଙ୍କୁ ଏସପି ଦେବଗଡ ଭାବେ ନିଯୁକ୍ତ ମିଳିଛି । ସେହିଭଳି ଭୁବନେଶ୍ୱର ଏଡିସିପି ଭାବେ କାର୍ଯ୍ୟରତ ଡି.ପି ତ୍ରିପାଠୀଙ୍କୁ ରାଜ୍ୟ ରିର୍ଜଭ ପୋଲିସ, କଟକକୁ ବଦଳି କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର