ଚାନ୍ଦିପୁରରୁ ସର୍ଟ ରେଞ୍ଜ ମିସାଇଲର ସଫଳ ପରୀକ୍ଷଣ, ଭୁପୃଷ୍ଠରୁ ଆକାଶ ମାର୍ଗକୁ ହୋଇପାରିବ ଟାର୍ଗେଟ

The Sakala Picture
Published On

ଚାନ୍ଦିପୁର: ଓଡ଼ିଶା ତଟ ଚାନ୍ଦିପୁରରୁ ସର୍ଟ ରେଞ୍ଜ ମିସାଇଲ ସଫଳ ପରୀକ୍ଷଣ ହୋଇଛି। ସର୍ଟ ରେଞ୍ଜ ସରଫେସ୍‌ ଟୁ ଏୟାର ମିସାଇଲର ପରୀକ୍ଷଣ ସଫଳ ହୋଇଛି । ଡିଆରଡିଓ ଓ ଭାରତୀୟ ନୌସେନା ପକ୍ଷରୁ ପ୍ରସ୍ତୁତ ହୋଇଛି ଏହି ମିସାଇଲ୍‌ । ଭୁପୃଷ୍ଠରୁ ଆକାଶ ମାର୍ଗକୁ ହୋଇପାରିବ ଟାର୍ଗେଟ। ମିସାଇଲରେ ବିନା କୌଣସି ଦ୍ବିଧାରେ ସଫଳ ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଛି । ସମୁଦ୍ର ମଝିରେ ଭାରତୀୟ ନୌସେନାର ଜାହାଜରୁ ମିସାଇଲର ପରୀକ୍ଷଣ ହୋଇଛି । ଏହି […]

ଚାନ୍ଦିପୁର: ଓଡ଼ିଶା ତଟ ଚାନ୍ଦିପୁରରୁ ସର୍ଟ ରେଞ୍ଜ ମିସାଇଲ ସଫଳ ପରୀକ୍ଷଣ ହୋଇଛି। ସର୍ଟ ରେଞ୍ଜ ସରଫେସ୍‌ ଟୁ ଏୟାର ମିସାଇଲର ପରୀକ୍ଷଣ ସଫଳ ହୋଇଛି । ଡିଆରଡିଓ ଓ ଭାରତୀୟ ନୌସେନା ପକ୍ଷରୁ ପ୍ରସ୍ତୁତ ହୋଇଛି ଏହି ମିସାଇଲ୍‌ । ଭୁପୃଷ୍ଠରୁ ଆକାଶ ମାର୍ଗକୁ ହୋଇପାରିବ ଟାର୍ଗେଟ। ମିସାଇଲରେ ବିନା କୌଣସି ଦ୍ବିଧାରେ ସଫଳ ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଛି ।

ଆହୁରି ପଢ଼ନ୍ତୁ: ପୀଡିତା ସମସ୍ତ ପ୍ରମାଣ ଦେଇସାରିଥିଲେ ମଧ୍ୟ ଖଣ୍ଡପଡ଼ା ଏସ୍‌ଡିପିଓ ଗିରଫ ହେଉନାହାନ୍ତି କାହିଁକି: ବିଜେଡି

ସମୁଦ୍ର ମଝିରେ ଭାରତୀୟ ନୌସେନାର ଜାହାଜରୁ ମିସାଇଲର ପରୀକ୍ଷଣ ହୋଇଛି । ଏହି ମିସାଇଲରେ ଇଣ୍ଡିଜିନିଅସ୍ ରେଡିଓ ଫ୍ରିକ୍ୱେନ୍ସି ଖୋଜିବା ସହ ଟାର୍ଗେଟକୁ ଅଧିକ କ୍ଷମତାର ସହ ସଠିକ୍ ଭାବେ ଭେଦ କରିବାର ସମର୍ଥ ରହିଛି । ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ଏହା ଏକ ବଡ଼ ସଫଳତା ବୋଲି କୁହାଯାଇଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଲେ

23 Aug 2022 By The Sakala

ଚାନ୍ଦିପୁରରୁ ସର୍ଟ ରେଞ୍ଜ ମିସାଇଲର ସଫଳ ପରୀକ୍ଷଣ, ଭୁପୃଷ୍ଠରୁ ଆକାଶ ମାର୍ଗକୁ ହୋଇପାରିବ ଟାର୍ଗେଟ

ଚାନ୍ଦିପୁର: ଓଡ଼ିଶା ତଟ ଚାନ୍ଦିପୁରରୁ ସର୍ଟ ରେଞ୍ଜ ମିସାଇଲ ସଫଳ ପରୀକ୍ଷଣ ହୋଇଛି। ସର୍ଟ ରେଞ୍ଜ ସରଫେସ୍‌ ଟୁ ଏୟାର ମିସାଇଲର ପରୀକ୍ଷଣ ସଫଳ ହୋଇଛି । ଡିଆରଡିଓ ଓ ଭାରତୀୟ ନୌସେନା ପକ୍ଷରୁ ପ୍ରସ୍ତୁତ ହୋଇଛି ଏହି ମିସାଇଲ୍‌ । ଭୁପୃଷ୍ଠରୁ ଆକାଶ ମାର୍ଗକୁ ହୋଇପାରିବ ଟାର୍ଗେଟ। ମିସାଇଲରେ ବିନା କୌଣସି ଦ୍ବିଧାରେ ସଫଳ ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଛି ।

ସମୁଦ୍ର ମଝିରେ ଭାରତୀୟ ନୌସେନାର ଜାହାଜରୁ ମିସାଇଲର ପରୀକ୍ଷଣ ହୋଇଛି । ଏହି ମିସାଇଲରେ ଇଣ୍ଡିଜିନିଅସ୍ ରେଡିଓ ଫ୍ରିକ୍ୱେନ୍ସି ଖୋଜିବା ସହ ଟାର୍ଗେଟକୁ ଅଧିକ କ୍ଷମତାର ସହ ସଠିକ୍ ଭାବେ ଭେଦ କରିବାର ସମର୍ଥ ରହିଛି । ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ଏହା ଏକ ବଡ଼ ସଫଳତା ବୋଲି କୁହାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର