ଦ୍ୱୈତ ନଗରୀରେ ବାରରେ ବାଉନ୍ସର ନିଯୁକ୍ତି ନେଇ ଲାଗିଲା କଟକଣା: ନିଯୁକ୍ତି ପୂର୍ବରୁ ବାଉନ୍ସରଙ୍କ ଚରିତ୍ର ପଞ୍ଜିକା ଦେଖିବା ବାଧ୍ୟତା ମୂଳକ

The Sakala Picture
Published On

ଭୁବନେଶ୍ୱର: ଦ୍ୱୈତ ନଗରୀରେ ଥିବା ବାରରେ ଏବେ ନିଯୁକ୍ତ ହୋଇପାରିବେ ନାହିଁ ବାଉନ୍ସର । ବାଉନ୍ସର ନିଯୁକ୍ତ ନେଇ କଟକଣା ଲଗାଇଛନ୍ତି ପୁଲିସ କମିଶନର । ନିଯୁକ୍ତି ପ୍ରକ୍ରିୟାରେ ୨ ମାସ ପାଇଁ କଟକଣା ଲଗାଇଛନ୍ତି କମିଶନରେଟ ପୁଲିସ । ଯେଉଁ ବାରରେ ବାଉନ୍ସର ଆବଶ୍ୟକ ହେଉଛନ୍ତି, ସେମାନେ କେବଳ ପଞ୍ଜୀକୃତ ସଂସ୍ଥାରୁ ଆଣିପାରେବେ । ସୁରକ୍ଷା ଦାୟିତ୍ୱରେ ରଖୁଥିବା କର୍ମାଚାରୀଙ୍କୁ ଯଦି କୌଣସି ସଂସ୍ଥା ନିଯୁକ୍ତି ଦେବେ, ତାହା ପୂର୍ବରୁ ସ୍ଥାନୀୟ ପୁଲିସ ଷ୍ଟେସନରେ ଜଣାଇବାକୁ […]

ଭୁବନେଶ୍ୱର: ଦ୍ୱୈତ ନଗରୀରେ ଥିବା ବାରରେ ଏବେ ନିଯୁକ୍ତ ହୋଇପାରିବେ ନାହିଁ ବାଉନ୍ସର । ବାଉନ୍ସର ନିଯୁକ୍ତ ନେଇ କଟକଣା ଲଗାଇଛନ୍ତି ପୁଲିସ କମିଶନର । ନିଯୁକ୍ତି ପ୍ରକ୍ରିୟାରେ ୨ ମାସ ପାଇଁ କଟକଣା ଲଗାଇଛନ୍ତି କମିଶନରେଟ ପୁଲିସ । ଯେଉଁ ବାରରେ ବାଉନ୍ସର ଆବଶ୍ୟକ ହେଉଛନ୍ତି, ସେମାନେ କେବଳ ପଞ୍ଜୀକୃତ ସଂସ୍ଥାରୁ ଆଣିପାରେବେ ।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

ସୁରକ୍ଷା ଦାୟିତ୍ୱରେ ରଖୁଥିବା କର୍ମାଚାରୀଙ୍କୁ ଯଦି କୌଣସି ସଂସ୍ଥା ନିଯୁକ୍ତି ଦେବେ, ତାହା ପୂର୍ବରୁ ସ୍ଥାନୀୟ ପୁଲିସ ଷ୍ଟେସନରେ ଜଣାଇବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ପୋଲିସ କମିଶନର । ସେହିପରି ବାଉନ୍ସର ନିଯୁକ୍ତି ପୂର୍ବରୁ ଚରିତ୍ର ପଞ୍ଜିକା ଦେଖିବା ବାଧ୍ୟତା ମୂଳକ । କେବଳ ପଞ୍ଜୀକୃତ ସଂସ୍ଥାରୁ ନିରାପତ୍ତା କର୍ମାଚାରୀଙ୍କୁ ନିଯୁକ୍ତି ଦେଇପାରିବେ । ଏନେଇ ଲିଖିତ ଭାବେ ସ୍ଥାନୀୟ ପୋଲିସକୁ ଜଣାଇବେ ବାର ମାଲିକ । କାଲିଠୁ ଏହି କଟକଣା ବଳବତ୍ତର ନେଇ ପୋଲିସ କମିଶନର ନିର୍ଦେଶ ନାମା ଜାରି କରିଛନ୍ତି ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଲଜ୍ଜା: ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର