ବିଦେଶ ମାଟିରେ ବି ଶୁଭିଲା ‘ଆପଣମାନେ ଖୁସି ତ’

The Sakala Picture
Published On

ଭୁବନେଶ୍ବର: ବିଦେଶ ମାଟିରେ ବି ଶୁଭିଲା ‘ଆପଣମାନେ ଖୁସି ତ’ । ଦୁବାଇ ଗସ୍ତରେ ଥିବା ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ସନ୍ଧ୍ୟାରେ ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା କରିଥିଲେ।  ଏହି ଅବସରରେ ମୁଖ୍ଯମନ୍ତ୍ରୀ  ସମସ୍ତଙ୍କୁ ଅଭିବାଦନ ଜଣାଇବା ସହିତ ଆପଣମାନେ ଖୁସି ତ’ ବୋଲି ପଚାରିଥିଲେ। ଥରେ ନୁହେଁ ମୁଖ୍ଯମନ୍ତ୍ରୀ ଦୁଇ ଦୁଇ ଥର ପ୍ରବାସୀ ଓଡ଼ିଆଙ୍କୁ ନିଜ ସ୍ବାଭାବ ସୁଲଭ ଢଙ୍ଗରେ ଏହା ପଚାରିଥିଲେ। ସେଠାରେ ଉପସ୍ଥିତ ପ୍ରବାସୀ ଓଡ଼ିଆମାନେ ମଧ୍ଯ ଏକ ସଙ୍ଗରେ […]

ଭୁବନେଶ୍ବର: ବିଦେଶ ମାଟିରେ ବି ଶୁଭିଲା ‘ଆପଣମାନେ ଖୁସି ତ’ । ଦୁବାଇ ଗସ୍ତରେ ଥିବା ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ସନ୍ଧ୍ୟାରେ ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା କରିଥିଲେ।  ଏହି ଅବସରରେ ମୁଖ୍ଯମନ୍ତ୍ରୀ  ସମସ୍ତଙ୍କୁ ଅଭିବାଦନ ଜଣାଇବା ସହିତ ଆପଣମାନେ ଖୁସି ତ’ ବୋଲି ପଚାରିଥିଲେ। ଥରେ ନୁହେଁ ମୁଖ୍ଯମନ୍ତ୍ରୀ ଦୁଇ ଦୁଇ ଥର ପ୍ରବାସୀ ଓଡ଼ିଆଙ୍କୁ ନିଜ ସ୍ବାଭାବ ସୁଲଭ ଢଙ୍ଗରେ ଏହା ପଚାରିଥିଲେ। ସେଠାରେ ଉପସ୍ଥିତ ପ୍ରବାସୀ ଓଡ଼ିଆମାନେ ମଧ୍ଯ ଏକ ସଙ୍ଗରେ ଆମେ ବହୁତ ଖୁସି ବୋଲି ମୁଖ୍ଯମନ୍ତ୍ରୀଙ୍କୁ ଉତ୍ତର ଦେଇଥିଲେ।  ମୁଖ୍ଯମନ୍ତ୍ରୀଙ୍କର ଏହି କଥାରେ ପ୍ରବାସୀ ଓଡ଼ିଆ ବେଶ ଖୁସି ବ୍ଯକ୍ତ କରିଥିଲେ। ମୁଖ୍ଯମନ୍ତ୍ରୀ ମଧ୍ଯ ସ୍ମିତ ହାସ୍ଯଟିଏ ଦେବାକୁ ଭୁଲି ନ ଥିଲେ। ଆଲୋଚନା ପୂର୍ବରୁ ମୁଖ୍ଯମନ୍ତ୍ରୀଙ୍କର ଏହି ପ୍ରସିଦ୍ଧ ବାକ୍ଯଟି ସେଠାକାର ପରିବେଶକୁ ବେଶ ହାଲୁକା କରିଥିଲା।

ଆହୁରି ପଢ଼ନ୍ତୁ: ନିଖିଲ ହାଡ଼ପା ହତ୍ୟାକାଣ୍ଡ ଘଟଣା: ବନ୍ଧାହେଲେ ଆଉ ୪ ଅଭିଯୁକ୍ତ, ଗିରଫ ସଂଖ୍ୟା ୧୬କୁ ବୃଦ୍ଧି

30 Jun 2022 By The Sakala

ବିଦେଶ ମାଟିରେ ବି ଶୁଭିଲା ‘ଆପଣମାନେ ଖୁସି ତ’

ଭୁବନେଶ୍ବର: ବିଦେଶ ମାଟିରେ ବି ଶୁଭିଲା ‘ଆପଣମାନେ ଖୁସି ତ’ । ଦୁବାଇ ଗସ୍ତରେ ଥିବା ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ସନ୍ଧ୍ୟାରେ ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା କରିଥିଲେ।  ଏହି ଅବସରରେ ମୁଖ୍ଯମନ୍ତ୍ରୀ  ସମସ୍ତଙ୍କୁ ଅଭିବାଦନ ଜଣାଇବା ସହିତ ଆପଣମାନେ ଖୁସି ତ’ ବୋଲି ପଚାରିଥିଲେ। ଥରେ ନୁହେଁ ମୁଖ୍ଯମନ୍ତ୍ରୀ ଦୁଇ ଦୁଇ ଥର ପ୍ରବାସୀ ଓଡ଼ିଆଙ୍କୁ ନିଜ ସ୍ବାଭାବ ସୁଲଭ ଢଙ୍ଗରେ ଏହା ପଚାରିଥିଲେ। ସେଠାରେ ଉପସ୍ଥିତ ପ୍ରବାସୀ ଓଡ଼ିଆମାନେ ମଧ୍ଯ ଏକ ସଙ୍ଗରେ ଆମେ ବହୁତ ଖୁସି ବୋଲି ମୁଖ୍ଯମନ୍ତ୍ରୀଙ୍କୁ ଉତ୍ତର ଦେଇଥିଲେ।  ମୁଖ୍ଯମନ୍ତ୍ରୀଙ୍କର ଏହି କଥାରେ ପ୍ରବାସୀ ଓଡ଼ିଆ ବେଶ ଖୁସି ବ୍ଯକ୍ତ କରିଥିଲେ। ମୁଖ୍ଯମନ୍ତ୍ରୀ ମଧ୍ଯ ସ୍ମିତ ହାସ୍ଯଟିଏ ଦେବାକୁ ଭୁଲି ନ ଥିଲେ। ଆଲୋଚନା ପୂର୍ବରୁ ମୁଖ୍ଯମନ୍ତ୍ରୀଙ୍କର ଏହି ପ୍ରସିଦ୍ଧ ବାକ୍ଯଟି ସେଠାକାର ପରିବେଶକୁ ବେଶ ହାଲୁକା କରିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର