ରାଜ୍ୟରେ ୪୦ଡ଼ିଗ୍ରୀ ଅତିକ୍ରମ କଲା ପାରଦ, ୩୮ଡ଼ିଗ୍ରୀ ଉପରେ ୧୨ସହରର ତାପମାତ୍ରା….

The Sakala Picture
Published On

ଭୁବନେଶ୍ବର: ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୪୦ଡ଼ିଗ୍ରୀ ଅତିକ୍ରମ କଲା ପାରଦ। ଏଥିସହ ବୌଦ୍ଧରେ ୪୦ ଡ଼ିଗ୍ରୀ ଅତିକ୍ରମ କରିଛି ତାତି। ୧୨ସହରରେ ପାରଦ ୩୮ଡ଼ିଗ୍ରୀ ଅତିକ୍ରମ କରିଛି। ୪୦.୫ ଡ଼ିଗ୍ରୀ ସହ ବୌଦ୍ଧ ରାଜ୍ୟର ଉତ୍ତପ୍ତ ସହର ପାଲିଟିଛି। ଆଜି ରେକର୍ଡ ହୋଇଥିବା ତାପମାତ୍ରା ବୌଦ୍ଧ -୪୦.୫ ºC ବଲାଙ୍ଗୀର- ୩୯.୯ ºC ଟିଟଲାଗଡ- ୩୯.୫ ºC ଝାରସୁଗୁଡା- ୩୯.୪ ºC ସୁନ୍ଦରଗଡ -୩୯.୪ ºC ସମ୍ବଲପୁର -୩୯.୩ ºC ବାରିପଦା- ୩୯ ºC […]

ଭୁବନେଶ୍ବର: ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୪୦ଡ଼ିଗ୍ରୀ ଅତିକ୍ରମ କଲା ପାରଦ। ଏଥିସହ ବୌଦ୍ଧରେ ୪୦ ଡ଼ିଗ୍ରୀ ଅତିକ୍ରମ କରିଛି ତାତି। ୧୨ସହରରେ ପାରଦ ୩୮ଡ଼ିଗ୍ରୀ ଅତିକ୍ରମ କରିଛି। ୪୦.୫ ଡ଼ିଗ୍ରୀ ସହ ବୌଦ୍ଧ ରାଜ୍ୟର ଉତ୍ତପ୍ତ ସହର ପାଲିଟିଛି।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଆଜି ରେକର୍ଡ ହୋଇଥିବା ତାପମାତ୍ରା

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ବୌଦ୍ଧ -୪୦.୫ ºC
ବଲାଙ୍ଗୀର- ୩୯.୯ ºC
ଟିଟଲାଗଡ- ୩୯.୫ ºC
ଝାରସୁଗୁଡା- ୩୯.୪ ºC
ସୁନ୍ଦରଗଡ -୩୯.୪ ºC
ସମ୍ବଲପୁର -୩୯.୩ ºC
ବାରିପଦା- ୩୯ ºC
ସୋନପୁର -୩୮.୯ ºC
ଭଦ୍ରକ -୩୮.୮ ºC
ହୀରାକୁଦ -୩୮.୭ ºC
ରାଉରକେଲା -୩୮.୪ ºC
ଭବାନୀପାଟଣା- ୩୮.୪ ºC

12 Mar 2025 By The Sakala

ରାଜ୍ୟରେ ୪୦ଡ଼ିଗ୍ରୀ ଅତିକ୍ରମ କଲା ପାରଦ, ୩୮ଡ଼ିଗ୍ରୀ ଉପରେ ୧୨ସହରର ତାପମାତ୍ରା….

ଭୁବନେଶ୍ବର: ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୪୦ଡ଼ିଗ୍ରୀ ଅତିକ୍ରମ କଲା ପାରଦ। ଏଥିସହ ବୌଦ୍ଧରେ ୪୦ ଡ଼ିଗ୍ରୀ ଅତିକ୍ରମ କରିଛି ତାତି। ୧୨ସହରରେ ପାରଦ ୩୮ଡ଼ିଗ୍ରୀ ଅତିକ୍ରମ କରିଛି। ୪୦.୫ ଡ଼ିଗ୍ରୀ ସହ ବୌଦ୍ଧ ରାଜ୍ୟର ଉତ୍ତପ୍ତ ସହର ପାଲିଟିଛି।

ଆଜି ରେକର୍ଡ ହୋଇଥିବା ତାପମାତ୍ରା

ବୌଦ୍ଧ -୪୦.୫ ºC
ବଲାଙ୍ଗୀର- ୩୯.୯ ºC
ଟିଟଲାଗଡ- ୩୯.୫ ºC
ଝାରସୁଗୁଡା- ୩୯.୪ ºC
ସୁନ୍ଦରଗଡ -୩୯.୪ ºC
ସମ୍ବଲପୁର -୩୯.୩ ºC
ବାରିପଦା- ୩୯ ºC
ସୋନପୁର -୩୮.୯ ºC
ଭଦ୍ରକ -୩୮.୮ ºC
ହୀରାକୁଦ -୩୮.୭ ºC
ରାଉରକେଲା -୩୮.୪ ºC
ଭବାନୀପାଟଣା- ୩୮.୪ ºC

https://www.thesakala.in/latest-odisha-news/heatwave-alert-to-odisha-temp-cross-40-degrees/article-39297
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର