ଅମାନିଆଙ୍କ ପାଇଁ ରାଜ୍ୟରେ ସଂକ୍ରମଣ ବଢୁଛି, ନିହାତି କାମ ନଥିଲେ ଘରୁ ବାହାରନ୍ତୁ ନାହିଁ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

The Sakala Picture
Published On

ଭୁବନେଶ୍ବର : ରାଜ୍ୟରେ ଲଗାତାର ଦ୍ୱିତୀୟ ଦିନରେ କରୋନା ସଂକ୍ରମଣ ମାମଲା ୩ ହଜାର ଉପରେ ରହିଛି । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିର କାରଣ ପାଲଟିଛନ୍ତି ଛତିଶଗଡରୁ ଆସୁଥିବା ଲୋକ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ଛତିଶଗଡରୁ ଆସୁଥିବା ଜଣେ ଲେଖାଏଁ ବ୍ୟକ୍ତିଙ୍କ ଠାରୁ ୩୦ଜଣ ସଂକ୍ରମିତ ହେଉଛନ୍ତି । କରୋନାର ଡ୍ରପଲେଟ ବାୟୁମଣ୍ଡଳରେ ବୁଲୁଛି । ଏହା ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କୁ ସଂକ୍ରମିତ କରୁଛି । ସ୍ୱାସ୍ଥ୍ୟ ବିଭାଗର […]

ଭୁବନେଶ୍ବର : ରାଜ୍ୟରେ ଲଗାତାର ଦ୍ୱିତୀୟ ଦିନରେ କରୋନା ସଂକ୍ରମଣ ମାମଲା ୩ ହଜାର ଉପରେ ରହିଛି । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିର କାରଣ ପାଲଟିଛନ୍ତି ଛତିଶଗଡରୁ ଆସୁଥିବା ଲୋକ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ଛତିଶଗଡରୁ ଆସୁଥିବା ଜଣେ ଲେଖାଏଁ ବ୍ୟକ୍ତିଙ୍କ ଠାରୁ ୩୦ଜଣ ସଂକ୍ରମିତ ହେଉଛନ୍ତି । କରୋନାର ଡ୍ରପଲେଟ ବାୟୁମଣ୍ଡଳରେ ବୁଲୁଛି । ଏହା ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କୁ ସଂକ୍ରମିତ କରୁଛି ।

ଆହୁରି ପଢ଼ନ୍ତୁ: ଗାଧୋଇବାବେଳେ ପୋଖରୀରେ ବୁଡ଼ି ୩ ନାବାଳିକା ମୃତ

ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ବିଜୟ ମହାପାତ୍ର ଆହୁରି କହିଛନ୍ତି ଯେ କରୋନା ଡ୍ରପଲେଟ୍ ବାୟୁ ମଣ୍ଡଳରେ ବୁଲୁଛି । ନିହାତି କାମ ନଥିଲେ ଘରୁ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ରାତି ୯ଟାରେ କର୍ଫ୍ୟୁ ଅଛି ଭାବି ବଜାରରେ ଭିଡ଼ ନ କରିବାକୁ ସେ କହିଛନ୍ତି । ଅମାନିଆଙ୍କ ପାଇଁ ସଂକ୍ରମଣ ବଢୁଛି । ଏବେ ସମୟ ଦାୟିତ୍ୱ ନେବାର, ନିଜେ ସଚେତନ ହୋଇ ଅନ୍ୟକୁ ସଚେତନ କରାଇବା । ଅମାନିଆଙ୍କ ପାଇଁ ସଂକ୍ରମଣ ବଢୁଥିବାରୁ ଦାୟିତ୍ୱବାନ ହେବାର ସମୟ ଆସିଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଆହୁରି ପଢ଼ନ୍ତୁ: ସ୍ତ୍ରୀକୁ ହତ୍ୟା କରି ପାଇଖାନା ଟାଙ୍କିରେ ଲୁଚେଇ ରଖିଥିଲା ସ୍ୱାମୀ, ପର୍ଦ୍ଦାଫାସ୍ କଲା ୪ ବର୍ଷର ପୁଅ

କରୋନାର ଚେନ ଭାଙ୍ଗିବା ସରକାର ସବୁ ପଦକ୍ଷେପ ନେଇଛନ୍ତି। ଆଜିଠୁଁ ଛତିଶଗଡ଼ ସୀମାବର୍ତ୍ତୀ ଜିଲ୍ଲାରେ ସଟଡାଉନ ଓ ଲକ ଡାଉନ କରାଯାଉଛି ।ପ୍ରତ୍ୟେକ ଦିନ ତଳ ସ୍ତରରୁ ନିରୀକ୍ଷଣ କରାଯାଉଛି । ଆଗକୁ ଯଦି ସଂକ୍ରମଣ ବଢେ, ତାକୁ ମୁକାବିଲା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି । ଆଗକୁ ଅଧିକ ଲୋକ ସଂକ୍ରମିତ ହେଲେ, ଘରୋଇ ସଙ୍ଗରୋଧ ବ୍ୟବସ୍ଥା ହେବ । ସରକାର କରୋନା ମୁକାବିଲା ପାଇଁ ପ୍ଳସ୍ତୁତ ଅଛନ୍ତି । କରୋନାର ଚେନ୍ ଭାଙ୍ଗିବାକୁ ସରକାର ସବୁ ପଦକ୍ଷେପ ନେଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ବିଜୟ ମହାପାତ୍ର।

ଆହୁରି ପଢ଼ନ୍ତୁ: ଫେସବୁକରେ ଲାଇଭ କରି ହଷ୍ଟେଲରେ ଝୁଲି ପଡିଲେ ଯୁବତୀ, କାରଣ ଅସ୍ପଷ୍ଟ

17 Apr 2021 By The Sakala

ଅମାନିଆଙ୍କ ପାଇଁ ରାଜ୍ୟରେ ସଂକ୍ରମଣ ବଢୁଛି, ନିହାତି କାମ ନଥିଲେ ଘରୁ ବାହାରନ୍ତୁ ନାହିଁ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର : ରାଜ୍ୟରେ ଲଗାତାର ଦ୍ୱିତୀୟ ଦିନରେ କରୋନା ସଂକ୍ରମଣ ମାମଲା ୩ ହଜାର ଉପରେ ରହିଛି । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିର କାରଣ ପାଲଟିଛନ୍ତି ଛତିଶଗଡରୁ ଆସୁଥିବା ଲୋକ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ଛତିଶଗଡରୁ ଆସୁଥିବା ଜଣେ ଲେଖାଏଁ ବ୍ୟକ୍ତିଙ୍କ ଠାରୁ ୩୦ଜଣ ସଂକ୍ରମିତ ହେଉଛନ୍ତି । କରୋନାର ଡ୍ରପଲେଟ ବାୟୁମଣ୍ଡଳରେ ବୁଲୁଛି । ଏହା ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କୁ ସଂକ୍ରମିତ କରୁଛି ।

ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ବିଜୟ ମହାପାତ୍ର ଆହୁରି କହିଛନ୍ତି ଯେ କରୋନା ଡ୍ରପଲେଟ୍ ବାୟୁ ମଣ୍ଡଳରେ ବୁଲୁଛି । ନିହାତି କାମ ନଥିଲେ ଘରୁ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ରାତି ୯ଟାରେ କର୍ଫ୍ୟୁ ଅଛି ଭାବି ବଜାରରେ ଭିଡ଼ ନ କରିବାକୁ ସେ କହିଛନ୍ତି । ଅମାନିଆଙ୍କ ପାଇଁ ସଂକ୍ରମଣ ବଢୁଛି । ଏବେ ସମୟ ଦାୟିତ୍ୱ ନେବାର, ନିଜେ ସଚେତନ ହୋଇ ଅନ୍ୟକୁ ସଚେତନ କରାଇବା । ଅମାନିଆଙ୍କ ପାଇଁ ସଂକ୍ରମଣ ବଢୁଥିବାରୁ ଦାୟିତ୍ୱବାନ ହେବାର ସମୟ ଆସିଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

କରୋନାର ଚେନ ଭାଙ୍ଗିବା ସରକାର ସବୁ ପଦକ୍ଷେପ ନେଇଛନ୍ତି। ଆଜିଠୁଁ ଛତିଶଗଡ଼ ସୀମାବର୍ତ୍ତୀ ଜିଲ୍ଲାରେ ସଟଡାଉନ ଓ ଲକ ଡାଉନ କରାଯାଉଛି ।ପ୍ରତ୍ୟେକ ଦିନ ତଳ ସ୍ତରରୁ ନିରୀକ୍ଷଣ କରାଯାଉଛି । ଆଗକୁ ଯଦି ସଂକ୍ରମଣ ବଢେ, ତାକୁ ମୁକାବିଲା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି । ଆଗକୁ ଅଧିକ ଲୋକ ସଂକ୍ରମିତ ହେଲେ, ଘରୋଇ ସଙ୍ଗରୋଧ ବ୍ୟବସ୍ଥା ହେବ । ସରକାର କରୋନା ମୁକାବିଲା ପାଇଁ ପ୍ଳସ୍ତୁତ ଅଛନ୍ତି । କରୋନାର ଚେନ୍ ଭାଙ୍ଗିବାକୁ ସରକାର ସବୁ ପଦକ୍ଷେପ ନେଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ବିଜୟ ମହାପାତ୍ର।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର