ଗାଡ଼ି ପାର୍କିଂକୁ ନେଇ ରାଜଧାନୀରେ ଫୁଟିଲା ଗୁଳି

The Sakala Picture
Published On

ଭୁବନେଶ୍ୱର: ଗାଡି ପାର୍କିଂକୁ ନେଇ ରାଜଧାନୀରେ ଫୁଟିଲା ଗୁଳି । ଜାଗମରାରେ ଘଟିଛି ଘଟଣା, ୨ପଡୋଶୀଙ୍କ ମଧ୍ୟରେ ହୋଇଛି ମାରପିଟ । ମିଳିଥିବା ସୂଚନା ମୁତାବକ ଗାଡ଼ି ପାର୍କିଂକୁ ନେଇ ଦୁଇ ପଡୋଶୀଙ୍କ ମଧ୍ୟରେ ମାରପିଟ ହୋଇଥିଲା । ପଡୋଶୀଙ୍କ ମାଡ଼ରେ ଆହତ ହୋଇଥିଲେ ଜଣେ ଯୁବକ । ଉକ୍ତ ଯୁବକ ଜଣଙ୍କ ଫାଙ୍କା ଗୁଳି ଚାଳନା କରିଥିବା ସୂଚନା ମିଳିଛି । ୩ରୁ ୪ରାଉଣ୍ଡ ଫାଙ୍କା ଗୁଳି ଫୁଟାଇଛନ୍ତି ଉକ୍ତ ଯୁବକ । ସେପେଟେ ଘଟଣାକୁ […]

ଭୁବନେଶ୍ୱର: ଗାଡି ପାର୍କିଂକୁ ନେଇ ରାଜଧାନୀରେ ଫୁଟିଲା ଗୁଳି । ଜାଗମରାରେ ଘଟିଛି ଘଟଣା, ୨ପଡୋଶୀଙ୍କ ମଧ୍ୟରେ ହୋଇଛି ମାରପିଟ । ମିଳିଥିବା ସୂଚନା ମୁତାବକ ଗାଡ଼ି ପାର୍କିଂକୁ ନେଇ ଦୁଇ ପଡୋଶୀଙ୍କ ମଧ୍ୟରେ ମାରପିଟ ହୋଇଥିଲା । ପଡୋଶୀଙ୍କ ମାଡ଼ରେ ଆହତ ହୋଇଥିଲେ ଜଣେ ଯୁବକ । ଉକ୍ତ ଯୁବକ ଜଣଙ୍କ ଫାଙ୍କା ଗୁଳି ଚାଳନା କରିଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ନଦୀରେ ଗାଧେଇବା ବେଳେ ପାଣିରେ ବୁଡିଗଲେ ଦୁଇ ନାବାଳକ ଭାଇ; ଜଣେ ମୃତ, ଅନ୍ୟ ଜଣେ ନିଖୋଜ

୩ରୁ ୪ରାଉଣ୍ଡ ଫାଙ୍କା ଗୁଳି ଫୁଟାଇଛନ୍ତି ଉକ୍ତ ଯୁବକ । ସେପେଟେ ଘଟଣାକୁ ନେଇ ଖଣ୍ଡଗିରି ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ହସ୍ତକ୍ଷେପ ହୋଇଥିବା ସୂଚନା ଅନୁଯାୟୀ ଯୁବକଙ୍କ ପାଖରେ ଲାଇସେନ୍ସ ବନ୍ଧୁକ ରହିଥିବାବେଳେ ସେହି ବନ୍ଧୁକରୁ ହିଁ ଗୁଳି ଚାଳନା କରିଛନ୍ତି ଯୁବକ ଜଣଙ୍କ । ଯେଉଁ ବନ୍ଧୁକରୁ ଗୁଳି ଫୁଟିଛି, ତାହା ଲାଇସେନ୍ସ ବନ୍ଧୁକ ହୋଇଥିବା ସୂଚନା ଦେଇଛି ପୁଲିସ ।

ଆହୁରି ପଢ଼ନ୍ତୁ: ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷଙ୍କ ଅଫିସ୍ ଭଙ୍ଗାରୁଜା ଘଟଣାରେ ସ୍ଥାନୀୟ ବିଧାୟକଙ୍କ ସିଧାସଳଖ ସମ୍ପୃକ୍ତି ରହିଛି: ଉମାକାନ୍ତ ସାମନ୍ତରାୟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର