କାମାକ୍ଷାନଗର ସହର ଭିତରେ ୧୧ ଟିକିଆ ହାତୀପଲଙ୍କ ଉପଦ୍ରବ, ଚିନ୍ତାରେ ସ୍ଥାନୀୟ ଲୋକେ

The Sakala Picture
Published On

କାମାକ୍ଷାନଗର: କାମାକ୍ଷାନଗର ସହର ମଧ୍ୟରେ ହାତୀ ପଲଙ୍କ ତାଣ୍ଡବ । ଆଜି ସକାଳୁ ପ୍ରାୟ ୧୧ଟିକିଆ ହାତୀ ପଲ ଆସି କାମାକ୍ଷାନଗର ଅବକାରୀ ଥାନା ପଛ ପାଖରେ ଉପଦ୍ରବ କରିବା ସହ ତାଣ୍ଡବ ରଚିଥିଲେ । ଯାହାକୁ ନେଇ କାମାକ୍ଷାନଗର ସହରରେ ହାତୀଙ୍କ ଆତଙ୍କ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ପ୍ରାୟ ୩ ଘଣ୍ଟା ଧରି ହାତୀ ଗୁଡ଼ିକ ସହର ଉପକଣ୍ଠରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲେ । ବନ ବିଭାଗ ପକ୍ଷରୁ ହାତୀଗୁଡିକୁ ଘଉଡାଇବା ପାଇଁ […]

କାମାକ୍ଷାନଗର: କାମାକ୍ଷାନଗର ସହର ମଧ୍ୟରେ ହାତୀ ପଲଙ୍କ ତାଣ୍ଡବ । ଆଜି ସକାଳୁ ପ୍ରାୟ ୧୧ଟିକିଆ ହାତୀ ପଲ ଆସି କାମାକ୍ଷାନଗର ଅବକାରୀ ଥାନା ପଛ ପାଖରେ ଉପଦ୍ରବ କରିବା ସହ ତାଣ୍ଡବ ରଚିଥିଲେ । ଯାହାକୁ ନେଇ କାମାକ୍ଷାନଗର ସହରରେ ହାତୀଙ୍କ ଆତଙ୍କ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ପ୍ରାୟ ୩ ଘଣ୍ଟା ଧରି ହାତୀ ଗୁଡ଼ିକ ସହର ଉପକଣ୍ଠରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲେ । ବନ ବିଭାଗ ପକ୍ଷରୁ ହାତୀଗୁଡିକୁ ଘଉଡାଇବା ପାଇଁ ପ୍ରୟାସ ଜାରି ରହିଛି । ପଡୋଶୀ କେଉଁଝର ଜିଲ୍ଲାରୁ ହାତୀ ପଲ ଗୁଡିକ ପଳେଇ ଆସିଥିବା ଜଣାପଡିଛି । ତେବେ ଅଞ୍ଚଳରେ ହାତୀଙ୍କ ପାଇଁ ଉତ୍ତମ ଜଳବାୟୁ ଓ ଖାଦ୍ୟର ସୁବିଧା ଯୋଗୁଁ ଅଂଚଳରେ ହାତୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ହାତୀଙ୍କ ତାଣ୍ଡବ ଯୋଗୁଁ ଚିନ୍ତାରେ କାମାକ୍ଷାନଗରବାସୀ ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

11 Dec 2022 By The Sakala

କାମାକ୍ଷାନଗର ସହର ଭିତରେ ୧୧ ଟିକିଆ ହାତୀପଲଙ୍କ ଉପଦ୍ରବ, ଚିନ୍ତାରେ ସ୍ଥାନୀୟ ଲୋକେ

କାମାକ୍ଷାନଗର: କାମାକ୍ଷାନଗର ସହର ମଧ୍ୟରେ ହାତୀ ପଲଙ୍କ ତାଣ୍ଡବ । ଆଜି ସକାଳୁ ପ୍ରାୟ ୧୧ଟିକିଆ ହାତୀ ପଲ ଆସି କାମାକ୍ଷାନଗର ଅବକାରୀ ଥାନା ପଛ ପାଖରେ ଉପଦ୍ରବ କରିବା ସହ ତାଣ୍ଡବ ରଚିଥିଲେ । ଯାହାକୁ ନେଇ କାମାକ୍ଷାନଗର ସହରରେ ହାତୀଙ୍କ ଆତଙ୍କ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ପ୍ରାୟ ୩ ଘଣ୍ଟା ଧରି ହାତୀ ଗୁଡ଼ିକ ସହର ଉପକଣ୍ଠରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲେ । ବନ ବିଭାଗ ପକ୍ଷରୁ ହାତୀଗୁଡିକୁ ଘଉଡାଇବା ପାଇଁ ପ୍ରୟାସ ଜାରି ରହିଛି । ପଡୋଶୀ କେଉଁଝର ଜିଲ୍ଲାରୁ ହାତୀ ପଲ ଗୁଡିକ ପଳେଇ ଆସିଥିବା ଜଣାପଡିଛି । ତେବେ ଅଞ୍ଚଳରେ ହାତୀଙ୍କ ପାଇଁ ଉତ୍ତମ ଜଳବାୟୁ ଓ ଖାଦ୍ୟର ସୁବିଧା ଯୋଗୁଁ ଅଂଚଳରେ ହାତୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ହାତୀଙ୍କ ତାଣ୍ଡବ ଯୋଗୁଁ ଚିନ୍ତାରେ କାମାକ୍ଷାନଗରବାସୀ ।

https://www.thesakala.in/latest-odisha-news/group-of-11-elephants-oppression-in-the-city-of-kamakshanagara/article-17259
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର