ପ୍ରକାଶ ପାଇଲା ସ୍ନାତକ ୬ଷ୍ଠ ସିମେଷ୍ଟର ପରୀକ୍ଷାଫଳ : ଆଜିଠୁ ମିଳିବ ମାର୍କସିଟ୍‌ ଓ ସାର୍ଟିଫିକେଟ୍‌

The Sakala Picture
Published On

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟରେ ରବିବାର ସ୍ନାତକ ଷଷ୍ଠ ସିମେଷ୍ଟର ପରୀକ୍ଷାଫଳ ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ୱେବସାଇଟରୁ ନିଜର ପରୀକ୍ଷାଫଳ ବିଷୟରେ ଜାଣିପାରିବେ ବୋଲି ସୂଚନା ଦିଆଯାଇଛି। କୃତୀ ଛାତ୍ରଛାତ୍ରୀଙ୍କୁ ସୋମବାରଠାରୁ ବିଶ୍ୱବିଦ୍ୟାଳୟର ନୂତନ ପ୍ରଶାସନିକ ବ୍ଲକରେ ପ୍ରୋଭିଜନାଲ ସାର୍ଟିଫିକେଟ ଏବଂ ମାର୍କସିଟ ପ୍ରଦାନ କରାଯିବ ବୋଲି ମୁଖ୍ୟ ପରୀକ୍ଷା ନିୟନ୍ତ୍ରକ ଡ. ସୁଦର୍ଶନ ମିଶ୍ର ସୂଚନା ଦେଇଛନ୍ତି। ଚଳିତବର୍ଷ କରୋନା ଯୋଗୁଁ ସ୍ନାତକ ଶେଷବର୍ଷ ପରୀକ୍ଷାଫଳ ପ୍ରକାଶ ପାଇବାରେ ବିଳମ୍ବ ହୋଇଥିଲା। କିଛିଦିନ ପୂର୍ବେ […]

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟରେ ରବିବାର ସ୍ନାତକ ଷଷ୍ଠ ସିମେଷ୍ଟର ପରୀକ୍ଷାଫଳ ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ୱେବସାଇଟରୁ ନିଜର ପରୀକ୍ଷାଫଳ ବିଷୟରେ ଜାଣିପାରିବେ ବୋଲି ସୂଚନା ଦିଆଯାଇଛି। କୃତୀ ଛାତ୍ରଛାତ୍ରୀଙ୍କୁ ସୋମବାରଠାରୁ ବିଶ୍ୱବିଦ୍ୟାଳୟର ନୂତନ ପ୍ରଶାସନିକ ବ୍ଲକରେ ପ୍ରୋଭିଜନାଲ ସାର୍ଟିଫିକେଟ ଏବଂ ମାର୍କସିଟ ପ୍ରଦାନ କରାଯିବ ବୋଲି ମୁଖ୍ୟ ପରୀକ୍ଷା ନିୟନ୍ତ୍ରକ ଡ. ସୁଦର୍ଶନ ମିଶ୍ର ସୂଚନା ଦେଇଛନ୍ତି। ଚଳିତବର୍ଷ କରୋନା ଯୋଗୁଁ ସ୍ନାତକ ଶେଷବର୍ଷ ପରୀକ୍ଷାଫଳ ପ୍ରକାଶ ପାଇବାରେ ବିଳମ୍ବ ହୋଇଥିଲା। କିଛିଦିନ ପୂର୍ବେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚଶିକ୍ଷା ବିଭାଗକୁ ଏକ ଚିଠି ଲେଖିଥିଲେ।

ଆହୁରି ପଢ଼ନ୍ତୁ: ଡ. ବି. ଆର୍. ଆମ୍ୱେଦକରଙ୍କ ୧୩୫ତମ ଜନ୍ମଜୟନ୍ତୀ: ଶ୍ରଦ୍ଧାଞ୍ଜଳି ଜଣାଇଲା ବିଜେଡି

ରାଜ୍ୟରେ ୟୁଜି(ସ୍ନାତକ) ଷଷ୍ଠ ସେମିଷ୍ଟାର ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶରେ ବିଳମ୍ବ ଘଟୁଥିବାରୁ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବାରୁ ବଞ୍ଚିତ ହେଉଛନ୍ତି। ତୁରନ୍ତ ଫଳ ପ୍ରକାଶ କରିବାକୁ ପଦକ୍ଷେପ ନେବାକୁ ଏହି ଚିଠିରେ ଦର୍ଶାଇଥିଲେ। ତେବେ ଆଜି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସ୍ନାତକ ଶେଷବର୍ଷ ବା ଷଷ୍ଠ ସିମେଷ୍ଟର ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ପାଇଛି। ସ୍ନାତକ କଳାର ଭୂଗୋଳ ବିଭାଗରେ ୨୬ ଅର୍ଥଶାସ୍ତ୍ରରେ ୬୦ଜଣ, ଶିକ୍ଷା ବିଭାଗରେ ୨୧ଜଣ, ଇଂରାଜୀ ବିିଭାଗରେ ୭୦ଜଣ, ହିନ୍ଦୀ ବିଭାଗରେ ୨୮ଜଣ, ଇତିହାସ ବିଭାଗରେ ୨୩ଜଣ, ଗଣିତ ବିଭାଗରେ ୩ଜଣ, ଓଡ଼ିଆ ବିଭାଗରେ ୫୩ଜଣ, ଦର୍ଶନଶାସ୍ତ୍ରରେ ୨୩ଜଣ, ମନସ୍ତତ୍ତ୍ୱ ବିଭାଗରେ ୨୫ଜଣ, ରାଜନୀତି ବିଜ୍ଞାନରେ ୬୫ଜଣ, ସଂସ୍କୃତରେ ୨୧ଜଣ, ସମାଜ ବିଜ୍ଞାନରେ ୪୪ଜଣ, ପରିସଂଖ୍ୟନ ବିଭାଗରେ ୩ଜଣ କୃତକାର୍ଯ୍ୟ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ନାରୀ ଶକ୍ତି ବନ୍ଦନ ଅଧିନିୟମ ନାଁରେ ବିଜେପି ସରକାର ପ୍ରହସନ ନକରୁ: ବିଜେଡି

ଅନ୍ୟପକ୍ଷରେ ବିଜ୍ଞାନ।ପଠ୍ୟକ୍ରମର ବଟାନୀ ବିଭାଗରେ ୧୮ଜଣ, କେମେଷ୍ଟ୍ରିରେ ୪୯ଜଣ, କମ୍ପ୍ୟୁଟର ବିଜ୍ଞାନରେ ୩୮ଜଣ, ଅର୍ଥଶାସ୍ତ୍ରରେ ୧୦ଜଣ, ଜିଓଗ୍ରାଫିରେ ୭ଜଣ, ଜିଓଲୋଜିରେ ୪୪ଜଣ, ଗଣିତରେ ୨୧ଜଣ, ଫିଜିକ୍ସରେ ୫୧ଜଣ, ପରିସଂଖ୍ୟାନରେ ୩୦ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିଭଳି ବାଣିଜ୍ୟରେ ୪୧୬ଜଣ, ବିବିଏ ବିଭାଗରେ ୧୪୦ଜଣ, ଆଇଏସଟିରେ ୧୩୧ଜଣ, ଆଇଟିଏମରେ ୨୮୧ଜଣ, ବିଏ ବିଇଡିରେ ୫୦ଜଣ, ବି ଏସସି ବିଇଡିରୁ ୪୫ଜଣ ଛାତ୍ରଛାତ୍ରୀ ସଫଳତା ଅର୍ଜନ କରିଥିବା ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ୭୮ତମ ପଣାଯାତ୍ରା ଉଦ୍‌ଘାଟିତ: ଓଡ଼ିଶାର ଦ୍ୱିତୀୟ ବାଲିଯାତ୍ରା

06 Sep 2021 By The Sakala

ପ୍ରକାଶ ପାଇଲା ସ୍ନାତକ ୬ଷ୍ଠ ସିମେଷ୍ଟର ପରୀକ୍ଷାଫଳ : ଆଜିଠୁ ମିଳିବ ମାର୍କସିଟ୍‌ ଓ ସାର୍ଟିଫିକେଟ୍‌

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟରେ ରବିବାର ସ୍ନାତକ ଷଷ୍ଠ ସିମେଷ୍ଟର ପରୀକ୍ଷାଫଳ ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ୱେବସାଇଟରୁ ନିଜର ପରୀକ୍ଷାଫଳ ବିଷୟରେ ଜାଣିପାରିବେ ବୋଲି ସୂଚନା ଦିଆଯାଇଛି। କୃତୀ ଛାତ୍ରଛାତ୍ରୀଙ୍କୁ ସୋମବାରଠାରୁ ବିଶ୍ୱବିଦ୍ୟାଳୟର ନୂତନ ପ୍ରଶାସନିକ ବ୍ଲକରେ ପ୍ରୋଭିଜନାଲ ସାର୍ଟିଫିକେଟ ଏବଂ ମାର୍କସିଟ ପ୍ରଦାନ କରାଯିବ ବୋଲି ମୁଖ୍ୟ ପରୀକ୍ଷା ନିୟନ୍ତ୍ରକ ଡ. ସୁଦର୍ଶନ ମିଶ୍ର ସୂଚନା ଦେଇଛନ୍ତି। ଚଳିତବର୍ଷ କରୋନା ଯୋଗୁଁ ସ୍ନାତକ ଶେଷବର୍ଷ ପରୀକ୍ଷାଫଳ ପ୍ରକାଶ ପାଇବାରେ ବିଳମ୍ବ ହୋଇଥିଲା। କିଛିଦିନ ପୂର୍ବେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚଶିକ୍ଷା ବିଭାଗକୁ ଏକ ଚିଠି ଲେଖିଥିଲେ।

ରାଜ୍ୟରେ ୟୁଜି(ସ୍ନାତକ) ଷଷ୍ଠ ସେମିଷ୍ଟାର ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶରେ ବିଳମ୍ବ ଘଟୁଥିବାରୁ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବାରୁ ବଞ୍ଚିତ ହେଉଛନ୍ତି। ତୁରନ୍ତ ଫଳ ପ୍ରକାଶ କରିବାକୁ ପଦକ୍ଷେପ ନେବାକୁ ଏହି ଚିଠିରେ ଦର୍ଶାଇଥିଲେ। ତେବେ ଆଜି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସ୍ନାତକ ଶେଷବର୍ଷ ବା ଷଷ୍ଠ ସିମେଷ୍ଟର ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ପାଇଛି। ସ୍ନାତକ କଳାର ଭୂଗୋଳ ବିଭାଗରେ ୨୬ ଅର୍ଥଶାସ୍ତ୍ରରେ ୬୦ଜଣ, ଶିକ୍ଷା ବିଭାଗରେ ୨୧ଜଣ, ଇଂରାଜୀ ବିିଭାଗରେ ୭୦ଜଣ, ହିନ୍ଦୀ ବିଭାଗରେ ୨୮ଜଣ, ଇତିହାସ ବିଭାଗରେ ୨୩ଜଣ, ଗଣିତ ବିଭାଗରେ ୩ଜଣ, ଓଡ଼ିଆ ବିଭାଗରେ ୫୩ଜଣ, ଦର୍ଶନଶାସ୍ତ୍ରରେ ୨୩ଜଣ, ମନସ୍ତତ୍ତ୍ୱ ବିଭାଗରେ ୨୫ଜଣ, ରାଜନୀତି ବିଜ୍ଞାନରେ ୬୫ଜଣ, ସଂସ୍କୃତରେ ୨୧ଜଣ, ସମାଜ ବିଜ୍ଞାନରେ ୪୪ଜଣ, ପରିସଂଖ୍ୟନ ବିଭାଗରେ ୩ଜଣ କୃତକାର୍ଯ୍ୟ ହୋଇଛନ୍ତି।

ଅନ୍ୟପକ୍ଷରେ ବିଜ୍ଞାନ।ପଠ୍ୟକ୍ରମର ବଟାନୀ ବିଭାଗରେ ୧୮ଜଣ, କେମେଷ୍ଟ୍ରିରେ ୪୯ଜଣ, କମ୍ପ୍ୟୁଟର ବିଜ୍ଞାନରେ ୩୮ଜଣ, ଅର୍ଥଶାସ୍ତ୍ରରେ ୧୦ଜଣ, ଜିଓଗ୍ରାଫିରେ ୭ଜଣ, ଜିଓଲୋଜିରେ ୪୪ଜଣ, ଗଣିତରେ ୨୧ଜଣ, ଫିଜିକ୍ସରେ ୫୧ଜଣ, ପରିସଂଖ୍ୟାନରେ ୩୦ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିଭଳି ବାଣିଜ୍ୟରେ ୪୧୬ଜଣ, ବିବିଏ ବିଭାଗରେ ୧୪୦ଜଣ, ଆଇଏସଟିରେ ୧୩୧ଜଣ, ଆଇଟିଏମରେ ୨୮୧ଜଣ, ବିଏ ବିଇଡିରେ ୫୦ଜଣ, ବି ଏସସି ବିଇଡିରୁ ୪୫ଜଣ ଛାତ୍ରଛାତ୍ରୀ ସଫଳତା ଅର୍ଜନ କରିଥିବା ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର