ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହେଲା ଡୋର୍ ଟୁ ଡୋର୍ ଅକ୍ସିଜେନ୍ ଚେକିଂ

The Sakala Picture
Published On

ବ୍ରହ୍ମପୁର: କରୋନା ସଂକ୍ରମଣ ଚେନରେ ବ୍ରେକ ଲଗାଇବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ଆଜିଠୁ ଆରମ୍ଭ ହୋଇଛି ଡୋର୍ ଟୁ ଡୋର୍ ଅକ୍ସିଜେନ୍ ଚେକିଂ ସର୍ଭେ। ଘରକୁ ଘର ଯାଇ ଆଶା କର୍ମୀମାନେ ଅକ୍ସିମିଟର ଜରିଆରେ ଲୋକଙ୍କୁ ଅକ୍ସିଜେନ୍ ଲେଭଲ୍ ଯାଞ୍ଚ କରୁଛନ୍ତି। D2D oxygen checking survey started from Today in Ganjam. @CMO_Odisha @HFWOdisha pic.twitter.com/JIfrZfCTZN — Collector & District Magistrate, Ganjam (@Ganjam_Admin) […]

ବ୍ରହ୍ମପୁର: କରୋନା ସଂକ୍ରମଣ ଚେନରେ ବ୍ରେକ ଲଗାଇବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ଆଜିଠୁ ଆରମ୍ଭ ହୋଇଛି ଡୋର୍ ଟୁ ଡୋର୍ ଅକ୍ସିଜେନ୍ ଚେକିଂ ସର୍ଭେ। ଘରକୁ ଘର ଯାଇ ଆଶା କର୍ମୀମାନେ ଅକ୍ସିମିଟର ଜରିଆରେ ଲୋକଙ୍କୁ ଅକ୍ସିଜେନ୍ ଲେଭଲ୍ ଯାଞ୍ଚ କରୁଛନ୍ତି।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

ଆସନ୍ତା ୨୪ ତାରିଖରୁ ଡୋର୍ ଟୁ ଡୋର୍ ସର୍ଭେ ଚାଲିବ ବୋଲି ଗତକାଲି ସର୍ବଦଳୀୟ ବୈଠକରେ ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତିନି ମାସ ଯାଏ ଘରକୁ ଘର ବୁଲି ଆଶା କର୍ମୀ ଓ ଏଏନଏମ୍ କରୋନା ଲକ୍ଷଣ ଓ ଜଟିଳ ରୋଗର ସର୍ଭେ କରିବେ। ସେହିପରି ଗାଁ କଲ୍ୟାଣ ସମିତିକୁ ବି କୋଭିଡ୍ ମୁକାବିଲାରେ ସାମିଲ କରାଯିବ।

18 May 2021 By The Sakala

ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହେଲା ଡୋର୍ ଟୁ ଡୋର୍ ଅକ୍ସିଜେନ୍ ଚେକିଂ

ବ୍ରହ୍ମପୁର: କରୋନା ସଂକ୍ରମଣ ଚେନରେ ବ୍ରେକ ଲଗାଇବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ଆଜିଠୁ ଆରମ୍ଭ ହୋଇଛି ଡୋର୍ ଟୁ ଡୋର୍ ଅକ୍ସିଜେନ୍ ଚେକିଂ ସର୍ଭେ। ଘରକୁ ଘର ଯାଇ ଆଶା କର୍ମୀମାନେ ଅକ୍ସିମିଟର ଜରିଆରେ ଲୋକଙ୍କୁ ଅକ୍ସିଜେନ୍ ଲେଭଲ୍ ଯାଞ୍ଚ କରୁଛନ୍ତି।

ଆସନ୍ତା ୨୪ ତାରିଖରୁ ଡୋର୍ ଟୁ ଡୋର୍ ସର୍ଭେ ଚାଲିବ ବୋଲି ଗତକାଲି ସର୍ବଦଳୀୟ ବୈଠକରେ ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତିନି ମାସ ଯାଏ ଘରକୁ ଘର ବୁଲି ଆଶା କର୍ମୀ ଓ ଏଏନଏମ୍ କରୋନା ଲକ୍ଷଣ ଓ ଜଟିଳ ରୋଗର ସର୍ଭେ କରିବେ। ସେହିପରି ଗାଁ କଲ୍ୟାଣ ସମିତିକୁ ବି କୋଭିଡ୍ ମୁକାବିଲାରେ ସାମିଲ କରାଯିବ।

https://www.thesakala.in/latest-odisha-news/ganjam/d2d-oxygen-checking-survey-started-from-today-in-ganjam/article-2261
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର