ପ୍ରେମିକ ସହ ମିଶି ସ୍ବାମୀକୁ ହତ୍ୟା

The Sakala Picture
Published On

ଗଜପତି: ପ୍ରେମିକ ସହ ମିଶି ସ୍ବାମୀକୁ ହତ୍ୟା । ଦିଗପହଣ୍ଡି ବ୍ଲକ ବୋମକେଇ ଗ୍ରାମର କୃଷ୍ଣଚନ୍ଦ୍ର ବେହେରାଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣାରେ ସ୍ତ୍ରୀ ସସ୍ମିତା ଓ ତାଙ୍କ ପ୍ରେମିକ ଗିରଫ ହୋଇଛନ୍ତି। କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା ସନ୍ଦେହରେ ସ୍ତ୍ରୀ ସସ୍ମିତା ଓ ତାଙ୍କ ପ୍ରେମିକ ଗଜପତି ଜିଲ୍ଲା ମୋହନାର ଗାରମେଣ୍ଟ ବ୍ୟବସାୟୀ ଶଙ୍କର୍ଷଣ ଗୌଡ଼ଙ୍କୁ ଗିରଫ କରିଛି ପୋଲିସ । ଗତ ୧୯ ତାରିଖରୁ କୃଷ୍ଣଚନ୍ଦ୍ର ନିଖୋଜ ହୋଇଯାଇଥିଲେ । ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା […]

ଗଜପତି: ପ୍ରେମିକ ସହ ମିଶି ସ୍ବାମୀକୁ ହତ୍ୟା । ଦିଗପହଣ୍ଡି ବ୍ଲକ ବୋମକେଇ ଗ୍ରାମର କୃଷ୍ଣଚନ୍ଦ୍ର ବେହେରାଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣାରେ ସ୍ତ୍ରୀ ସସ୍ମିତା ଓ ତାଙ୍କ ପ୍ରେମିକ ଗିରଫ ହୋଇଛନ୍ତି। କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା ସନ୍ଦେହରେ ସ୍ତ୍ରୀ ସସ୍ମିତା ଓ ତାଙ୍କ ପ୍ରେମିକ ଗଜପତି ଜିଲ୍ଲା ମୋହନାର ଗାରମେଣ୍ଟ ବ୍ୟବସାୟୀ ଶଙ୍କର୍ଷଣ ଗୌଡ଼ଙ୍କୁ ଗିରଫ କରିଛି ପୋଲିସ । ଗତ ୧୯ ତାରିଖରୁ କୃଷ୍ଣଚନ୍ଦ୍ର ନିଖୋଜ ହୋଇଯାଇଥିଲେ । ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ମାଙ୍କଡଡିଆଁ ନାଳରୁ ଅଖା ଭିତରୁ ମୃତଦେହ ଉଦ୍ଧାର କରିଛି ପୋଲିସ ।

ଆହୁରି ପଢ଼ନ୍ତୁ: ବିରୂପା ନଦୀରୁ ଦୁଇ ଭାଇଙ୍କ ମୃତଦେହ ଉଦ୍ଧାର, ଦୁଇଦିନ ତଳୁ ନିଖୋଜ ଥିଲେ

ଶବବ୍ୟବଚ୍ଛେଦ ପାଇଁ ପଠାଇବା ସହ ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରି ପଚରାଉଚରା କରୁଛି । ପ୍ରାଥମିକ ତଦନ୍ତରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ପୋଲିସ ପୋଲିସ ଜାଣିବାକୁ ପାଇଛି । ସସ୍ମିତା ଓ ଶଙ୍କର୍ଷଣ କଲେଜ ସମୟରୁ ପରସ୍ପରକୁ ଭଲ ପାଉଥିଲେ । କୃଷ୍ଣଚନ୍ଦ୍ରଙ୍କ ସହ ସସ୍ମିତାଙ୍କ ବିବାହ ପରେ ବି ଶଙ୍କର୍ଷଣ ତାଙ୍କ ଶାଶୁଘରକୁ ଯାଆସ କରୁଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ପ୍ରଘଟ ହେବା ପରେ ସସ୍ମିତାଙ୍କୁ କୃଷ୍ଣଚନ୍ଦ୍ର ତାଗିଦ କରିଥିଲେ । ଫଳରେ କୃଷ୍ଣଚନ୍ଦ୍ରଙ୍କୁ ରାସ୍ତାରୁ ହଟାଇବାକୁ ସସ୍ମିତା ଓ ଶଙ୍କର୍ଷଣ ଯୋଜନା କରିଥିଲେ ।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

29 Dec 2022 By The Sakala

ପ୍ରେମିକ ସହ ମିଶି ସ୍ବାମୀକୁ ହତ୍ୟା

ଗଜପତି: ପ୍ରେମିକ ସହ ମିଶି ସ୍ବାମୀକୁ ହତ୍ୟା । ଦିଗପହଣ୍ଡି ବ୍ଲକ ବୋମକେଇ ଗ୍ରାମର କୃଷ୍ଣଚନ୍ଦ୍ର ବେହେରାଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣାରେ ସ୍ତ୍ରୀ ସସ୍ମିତା ଓ ତାଙ୍କ ପ୍ରେମିକ ଗିରଫ ହୋଇଛନ୍ତି। କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା ସନ୍ଦେହରେ ସ୍ତ୍ରୀ ସସ୍ମିତା ଓ ତାଙ୍କ ପ୍ରେମିକ ଗଜପତି ଜିଲ୍ଲା ମୋହନାର ଗାରମେଣ୍ଟ ବ୍ୟବସାୟୀ ଶଙ୍କର୍ଷଣ ଗୌଡ଼ଙ୍କୁ ଗିରଫ କରିଛି ପୋଲିସ । ଗତ ୧୯ ତାରିଖରୁ କୃଷ୍ଣଚନ୍ଦ୍ର ନିଖୋଜ ହୋଇଯାଇଥିଲେ । ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ମାଙ୍କଡଡିଆଁ ନାଳରୁ ଅଖା ଭିତରୁ ମୃତଦେହ ଉଦ୍ଧାର କରିଛି ପୋଲିସ ।

ଶବବ୍ୟବଚ୍ଛେଦ ପାଇଁ ପଠାଇବା ସହ ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରି ପଚରାଉଚରା କରୁଛି । ପ୍ରାଥମିକ ତଦନ୍ତରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ପୋଲିସ ପୋଲିସ ଜାଣିବାକୁ ପାଇଛି । ସସ୍ମିତା ଓ ଶଙ୍କର୍ଷଣ କଲେଜ ସମୟରୁ ପରସ୍ପରକୁ ଭଲ ପାଉଥିଲେ । କୃଷ୍ଣଚନ୍ଦ୍ରଙ୍କ ସହ ସସ୍ମିତାଙ୍କ ବିବାହ ପରେ ବି ଶଙ୍କର୍ଷଣ ତାଙ୍କ ଶାଶୁଘରକୁ ଯାଆସ କରୁଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ପ୍ରଘଟ ହେବା ପରେ ସସ୍ମିତାଙ୍କୁ କୃଷ୍ଣଚନ୍ଦ୍ର ତାଗିଦ କରିଥିଲେ । ଫଳରେ କୃଷ୍ଣଚନ୍ଦ୍ରଙ୍କୁ ରାସ୍ତାରୁ ହଟାଇବାକୁ ସସ୍ମିତା ଓ ଶଙ୍କର୍ଷଣ ଯୋଜନା କରିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର