ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଓକିଲଙ୍କୁ ଏସିଡ୍ ମାଡ଼, ବରିଷ୍ଠ ଆଇନଜୀବୀଙ୍କ ଘରେ ପଶି ଏସିଡ୍ ଫିଙ୍ଗିଲେ ଦୁର୍ବୃତ୍ତ

The Sakala Picture
Published On

ଗଜପତି : ଆଇନଜୀବୀଙ୍କ ଉପରେ ଏସିଡି ମାଡ ହୋଇଛି। ପାରଳାଖେମୁଣ୍ଡି ଟାଉନ୍ ଥାନା ଜଙ୍ଗମସାହିରେ ଆଇନଜୀବୀଙ୍କ ଘରେ ପଶି ଦୁର୍ବୃତ୍ତ ଏସିଡ୍ ଫିଙ୍ଗିଥିବା ଜଣାପଡିଛି। ବାଇକ୍‌ରେ ଆସି ୨ ଦୁର୍ବୃତ୍ତ ଏସିଡ୍ ମାଡ଼ କରିଥିବା ବେଳେ ଗୁରୁତର ଓକିଲଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ ପାରଳାଖେମୁଣ୍ଡି ଟାଉନ୍ ଥାନା ଜଙ୍ଗମସାହିରେ ରହୁଥିବା ବରିଷ୍ଠ ଆଇନଜୀବୀ ପି.ରାମାରାଓଙ୍କ ଉପରୁ ହୋଇଛି ଏସିଡ ମାଡ। ଆଇନଜୀବୀ ପି.ରାମାରାଓ ଆଜି ଅପରାହ୍ନରେ ଘରେ ଥିବା ସମୟରେ […]

ଗଜପତି : ଆଇନଜୀବୀଙ୍କ ଉପରେ ଏସିଡି ମାଡ ହୋଇଛି। ପାରଳାଖେମୁଣ୍ଡି ଟାଉନ୍ ଥାନା ଜଙ୍ଗମସାହିରେ ଆଇନଜୀବୀଙ୍କ ଘରେ ପଶି ଦୁର୍ବୃତ୍ତ ଏସିଡ୍ ଫିଙ୍ଗିଥିବା ଜଣାପଡିଛି। ବାଇକ୍‌ରେ ଆସି ୨ ଦୁର୍ବୃତ୍ତ ଏସିଡ୍ ମାଡ଼ କରିଥିବା ବେଳେ ଗୁରୁତର ଓକିଲଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ପାରଳାଖେମୁଣ୍ଡି ଟାଉନ୍ ଥାନା ଜଙ୍ଗମସାହିରେ ରହୁଥିବା ବରିଷ୍ଠ ଆଇନଜୀବୀ ପି.ରାମାରାଓଙ୍କ ଉପରୁ ହୋଇଛି ଏସିଡ ମାଡ। ଆଇନଜୀବୀ ପି.ରାମାରାଓ ଆଜି ଅପରାହ୍ନରେ ଘରେ ଥିବା ସମୟରେ କେହି ତାଙ୍କୁ ଘର ବାହାରେ ଡାକିଥିଲେ। ଏହାପରେ ଆଇନଜୀବୀ  ଘର କବାଟ ଖୋଲିବା ସୟରେ ହେଲିମେଣ୍ଟ ପିନ୍ଧା ଦୁଇଜଣ ଦୃର୍ବୁତ୍ତ ତାଙ୍କ ଉପରକୁ ଏସିଡ ଫୋପାଡି ବାଇକ ଯୋଗେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

09 Nov 2024 By The Sakala

ଓକିଲଙ୍କୁ ଏସିଡ୍ ମାଡ଼, ବରିଷ୍ଠ ଆଇନଜୀବୀଙ୍କ ଘରେ ପଶି ଏସିଡ୍ ଫିଙ୍ଗିଲେ ଦୁର୍ବୃତ୍ତ

ଗଜପତି : ଆଇନଜୀବୀଙ୍କ ଉପରେ ଏସିଡି ମାଡ ହୋଇଛି। ପାରଳାଖେମୁଣ୍ଡି ଟାଉନ୍ ଥାନା ଜଙ୍ଗମସାହିରେ ଆଇନଜୀବୀଙ୍କ ଘରେ ପଶି ଦୁର୍ବୃତ୍ତ ଏସିଡ୍ ଫିଙ୍ଗିଥିବା ଜଣାପଡିଛି। ବାଇକ୍‌ରେ ଆସି ୨ ଦୁର୍ବୃତ୍ତ ଏସିଡ୍ ମାଡ଼ କରିଥିବା ବେଳେ ଗୁରୁତର ଓକିଲଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ପାରଳାଖେମୁଣ୍ଡି ଟାଉନ୍ ଥାନା ଜଙ୍ଗମସାହିରେ ରହୁଥିବା ବରିଷ୍ଠ ଆଇନଜୀବୀ ପି.ରାମାରାଓଙ୍କ ଉପରୁ ହୋଇଛି ଏସିଡ ମାଡ। ଆଇନଜୀବୀ ପି.ରାମାରାଓ ଆଜି ଅପରାହ୍ନରେ ଘରେ ଥିବା ସମୟରେ କେହି ତାଙ୍କୁ ଘର ବାହାରେ ଡାକିଥିଲେ। ଏହାପରେ ଆଇନଜୀବୀ  ଘର କବାଟ ଖୋଲିବା ସୟରେ ହେଲିମେଣ୍ଟ ପିନ୍ଧା ଦୁଇଜଣ ଦୃର୍ବୁତ୍ତ ତାଙ୍କ ଉପରକୁ ଏସିଡ ଫୋପାଡି ବାଇକ ଯୋଗେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର