ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା

The Sakala Picture
Published On

କାଶୀନଗର ବ୍ଲକର ଖାରଡା ଗ୍ରାମର ଜଣେ ଯୁବତୀଙ୍କୁ ବିବାହାର ପ୍ରତିଶ୍ରୁତି ଦେଇ ଗୁଣୁପୁର ନିକଟରେ ଥିବା ଶିରିଝୋଲି ଗ୍ରାମର ସୁଶାନ୍ତ ଗୌଡ ନାମକ ଯୁବକ ପ୍ରତାରଣା ଓ ଧର୍ଷଣ କରିଥିବା ଜଣାପଡିଛି । ଅଭିଯୁକ୍ତକୁ ଗିରିଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଡିଏସପି ଆର କେ ଦାସ ତଦନ୍ତ ଦାୟିତ୍ଵ ନେଇଛନ୍ତି ବୋଲି ଆଇଆଇସି ସୁଶାନ୍ତ କୁମାର ସାହୁଙ୍କ ସୂତ୍ରରୁ ପ୍ରକାଶ । ପ୍ରକାଶ ଯୋଗ୍ୟ ଯେ ,ଅଭିଯୁକ୍ତ ଉକ୍ତ ଯୁବତୀକୁ ବିବାହର ପ୍ରତିଶ୍ରୁତି ଦେଇ […]

କାଶୀନଗର ବ୍ଲକର ଖାରଡା ଗ୍ରାମର ଜଣେ ଯୁବତୀଙ୍କୁ ବିବାହାର ପ୍ରତିଶ୍ରୁତି ଦେଇ ଗୁଣୁପୁର ନିକଟରେ ଥିବା ଶିରିଝୋଲି ଗ୍ରାମର ସୁଶାନ୍ତ ଗୌଡ ନାମକ ଯୁବକ ପ୍ରତାରଣା ଓ ଧର୍ଷଣ କରିଥିବା ଜଣାପଡିଛି । ଅଭିଯୁକ୍ତକୁ ଗିରିଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଡିଏସପି ଆର କେ ଦାସ ତଦନ୍ତ ଦାୟିତ୍ଵ ନେଇଛନ୍ତି ବୋଲି ଆଇଆଇସି ସୁଶାନ୍ତ କୁମାର ସାହୁଙ୍କ ସୂତ୍ରରୁ ପ୍ରକାଶ । ପ୍ରକାଶ ଯୋଗ୍ୟ ଯେ ,ଅଭିଯୁକ୍ତ ଉକ୍ତ ଯୁବତୀକୁ ବିବାହର ପ୍ରତିଶ୍ରୁତି ଦେଇ ମେ ୨୦ ତାରିଖରୁ ଜୁନ ୬ ତାରିଖ ପର୍ଯ୍ୟନ୍ତ ବେଙ୍ଗୁଲୁରର ମାଲୁର ଠାରେ ରଖିଥିଲା ।

ଆହୁରି ପଢ଼ନ୍ତୁ: ଯାଜପୁରରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ, ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଏସପିଙ୍କୁ ଭେଟିଲା ବିଜେଡି ଟିମ୍

ତାପରେ କାମ ଅଛି ବୋଲି କହି ଯୁବତୀ ଜଣକୁ ଖାରଡା ଗ୍ରାମରେ ଛାଡି ଦେଇ କେଉଁ ଆଡେ ଚାଲି ଯାଇଥିଲା । କୌଣସି ସୂତ୍ରରୁ ପୋଲିସ ଖବର ପାଇ ଶିରିଝୋଲି ଗ୍ରାମକୁ ଯାଇ ଅଭିଯୁକ୍ତକୁ ଗିରିଫ କରିଥିଲା । ଅଭିଯୁକ୍ତ ବିରୋଧରେ ଆଇପିସି ଧାରା ୩୭୬ ଓ ଏସସି ,ଏସଟି ଆକ୍ଟର ଦଫା ୩ କେଶ ନଂ-୬୦/୨୧ ରେ ରୁଜ୍ଜୁ କରାଯାଇଛି । ଉଭୟ ଅଭିଯୁକ୍ତ ଓ ପୀଡ଼ିତାଙ୍କ ଡାକ୍ତରୀ ମାଇନା ସରିଛି ବୋଲି ଆଇଆଇସି ଜଣାଇଛନ୍ତି ।

ଆହୁରି ପଢ଼ନ୍ତୁ: ଆଗାମୀ ୨୪ ଘଣ୍ଟା ମଧ୍ୟରେ କୁଆପଥର ବର୍ଷା ପାଇଁ ସାରା ରାଜ୍ୟକୁ ଚେତାବନୀ, ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

18 Jun 2021 By The Sakala

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା

କାଶୀନଗର ବ୍ଲକର ଖାରଡା ଗ୍ରାମର ଜଣେ ଯୁବତୀଙ୍କୁ ବିବାହାର ପ୍ରତିଶ୍ରୁତି ଦେଇ ଗୁଣୁପୁର ନିକଟରେ ଥିବା ଶିରିଝୋଲି ଗ୍ରାମର ସୁଶାନ୍ତ ଗୌଡ ନାମକ ଯୁବକ ପ୍ରତାରଣା ଓ ଧର୍ଷଣ କରିଥିବା ଜଣାପଡିଛି । ଅଭିଯୁକ୍ତକୁ ଗିରିଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଡିଏସପି ଆର କେ ଦାସ ତଦନ୍ତ ଦାୟିତ୍ଵ ନେଇଛନ୍ତି ବୋଲି ଆଇଆଇସି ସୁଶାନ୍ତ କୁମାର ସାହୁଙ୍କ ସୂତ୍ରରୁ ପ୍ରକାଶ । ପ୍ରକାଶ ଯୋଗ୍ୟ ଯେ ,ଅଭିଯୁକ୍ତ ଉକ୍ତ ଯୁବତୀକୁ ବିବାହର ପ୍ରତିଶ୍ରୁତି ଦେଇ ମେ ୨୦ ତାରିଖରୁ ଜୁନ ୬ ତାରିଖ ପର୍ଯ୍ୟନ୍ତ ବେଙ୍ଗୁଲୁରର ମାଲୁର ଠାରେ ରଖିଥିଲା ।

ତାପରେ କାମ ଅଛି ବୋଲି କହି ଯୁବତୀ ଜଣକୁ ଖାରଡା ଗ୍ରାମରେ ଛାଡି ଦେଇ କେଉଁ ଆଡେ ଚାଲି ଯାଇଥିଲା । କୌଣସି ସୂତ୍ରରୁ ପୋଲିସ ଖବର ପାଇ ଶିରିଝୋଲି ଗ୍ରାମକୁ ଯାଇ ଅଭିଯୁକ୍ତକୁ ଗିରିଫ କରିଥିଲା । ଅଭିଯୁକ୍ତ ବିରୋଧରେ ଆଇପିସି ଧାରା ୩୭୬ ଓ ଏସସି ,ଏସଟି ଆକ୍ଟର ଦଫା ୩ କେଶ ନଂ-୬୦/୨୧ ରେ ରୁଜ୍ଜୁ କରାଯାଇଛି । ଉଭୟ ଅଭିଯୁକ୍ତ ଓ ପୀଡ଼ିତାଙ୍କ ଡାକ୍ତରୀ ମାଇନା ସରିଛି ବୋଲି ଆଇଆଇସି ଜଣାଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର