ଟଙ୍କା ହେରଫେର ଅଭିଯୋଗରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତିଙ୍କ ନାଁରେ ଏତଲା

The Sakala Picture
Published On

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତିଙ୍କ ନାଁରେ ଥାନାରେ ଏତଲା । ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ସଞ୍ଜୀବ ମିତ୍ତଲଙ୍କ ନାଁରେ ଧନୁପାଲି ଥାନାରେ ଏତଲା ଦେଇଛି ସମ୍ବଲପୁର ବାର୍ ଆସୋସିଏସନ । ସମ୍ବଲପୁର ଲଜପତ ରାୟ ଲ କଲେଜର ପାଣ୍ଠିକୁ ଚଂଚକତା କରି ବିଶ୍ୱବିଦ୍ୟାଳୟ ପାଣ୍ଠିକୁ ଟ୍ରାନ୍ସଫର କରିଥିବା ଅଭିଯୋଗରେ ଏତଲା ଦେଇଛି ସଂଘ । ମିତ୍ତଲ ୬୨ ଲକ୍ଷ ୬୭ ହଜାର ଟଙ୍କା ଚଞ୍ଚକତା କରିଥିବା କହିଛି ସଂଘ । ସେଲ୍ଫ ଫାଇନନ୍ସି ଅର୍ଥ, କସନ ମନି […]

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତିଙ୍କ ନାଁରେ ଥାନାରେ ଏତଲା । ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ସଞ୍ଜୀବ ମିତ୍ତଲଙ୍କ ନାଁରେ ଧନୁପାଲି ଥାନାରେ ଏତଲା ଦେଇଛି ସମ୍ବଲପୁର ବାର୍ ଆସୋସିଏସନ । ସମ୍ବଲପୁର ଲଜପତ ରାୟ ଲ କଲେଜର ପାଣ୍ଠିକୁ ଚଂଚକତା କରି ବିଶ୍ୱବିଦ୍ୟାଳୟ ପାଣ୍ଠିକୁ ଟ୍ରାନ୍ସଫର କରିଥିବା ଅଭିଯୋଗରେ ଏତଲା ଦେଇଛି ସଂଘ । ମିତ୍ତଲ ୬୨ ଲକ୍ଷ ୬୭ ହଜାର ଟଙ୍କା ଚଞ୍ଚକତା କରିଥିବା କହିଛି ସଂଘ ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ସେଲ୍ଫ ଫାଇନନ୍ସି ଅର୍ଥ, କସନ ମନି ପରି କଲେଜରେ ଜମାଥିବା ୬୨ ଲକ୍ଷ ୬୭ ହଜାର ଟଙ୍କାକୁ ଟ୍ରାନ୍ସଫର କରିଥିବା ଅଭିଯୋଗ । ଏହା ସହ କଲେଜରେ ପୂର୍ବରୁ ଅବସ୍ଥାପିତ ଥିବି ଅଧ୍ୟକ୍ଷଙ୍କୁ ବାହାର କରି ଜଣେ ଅବସରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଦାୟିତ୍ୱ ଦେଇ ସେ ଏହି କାର୍ଯ୍ୟ କରିଥିବାନେଇ ଧନୁପାଲି ଥାନାରେ ଏତଲା ହୋଇଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

ପ୍ରଫେସର ମିତ୍ତଲ ବିବାଦରେ ଫସିବା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ୨୦୨୧ ଏପ୍ରିଲ ୨୧ ତାରିଖରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଠିକା କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ମୃତ୍ୟୁ ମାମଲାରେ ତାଙ୍କ ସମେତ ଅନ୍ୟ ଦୁଇ ଜଣ ଅଧିକାରୀଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ବାପାଙ୍କ ମୃତ୍ୟୁ ପାଇଁ ଭିସି ଦାୟୀ ବୋଲି ଅଭିଯୋଗ କରି ବୁର୍ଲା ଥାନାରେ ଏତଲା ଦେଇଥିଲେ ଦୀନବନ୍ଧୁଙ୍କ ପୁଅ ଅଭିଷେକ ।

ଆହୁରି ପଢ଼ନ୍ତୁ: ଅସୁସ୍ଥ ସ୍ୱାମୀଙ୍କ ପାଖକୁ ନେବା ବାହାନାରେ ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ, ୨ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର