ସୁରକ୍ଷା ଯୋଗାଉ ଥିବା ପୁଲିସ ବି ଆଜି ଅସୁରକ୍ଷିତ, ରାଜ୍ୟରେ ଆଇନ ଥିବା ଭଳି ମନେ ହେଉ ନାହିଁ: ତାରା ବାହିନୀପତି

The Sakala Picture
Published On

ଭୁବନେଶ୍ବର: ପୁଲିସ କନଷ୍ଟେବଳ ହତ୍ୟା ଘଟଣାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ରାଜ୍ୟରେ ଆଇନ ଥିବା ଭଳି ମନେ ହେଉନାହିଁ।  ରାଜ୍ୟରେ ଆଇନକାନୁନ ପରିସ୍ଥିତି ସମ୍ପୂର୍ଣ ବିପର୍ଯ୍ଯସ୍ତ। ସୁରକ୍ଷା ଯୋଗାଉ ଥିବା ପୁଲିସ ବି ଆଜି ଅସୁରକ୍ଷିତ ନାହାନ୍ତି। କନଷ୍ଟେବଳଙ୍କୁ ଜୀବନରୁ ମାରି ଦେଇଛନ୍ତି ହତ୍ୟାକାରୀ।ନିଜେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଗୃହ ବିଭାଗ ରହିଛି। ତେଣୁ ତୁରନ୍ତ ହତ୍ୟାକାରୀ ଉପରେ ଆଇନ ଗତ କାର୍ଯ୍ୟାନୁଷ୍ଠନ ନିଆଯଉ ବୋଲି  କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି।

About The Author

Google News
Join Us @ WhatsApp
Google News
Join Us @ WhatsApp

ରାଶିଫଳ