ଚଢାଉବେଳେ ନିଶା ମାଫିଆଙ୍କ ଆକ୍ରମଣରେ ପୋଲିସ ଏସଆଇ ଆହତ, ୪ ଗିରଫ

The Sakala Picture
Published On

ଭୁବନେଶ୍ୱର: ଧଉଳି ଥାନା ଏସଆଇଙ୍କୁ ନିଶା ମାଫିଆଙ୍କ ଆକ୍ରମଣ । ଧଉଳି ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ ଘରେ ରେଡ୍‌ ବେଳେ ଏସଆଇ ରମେଶ ଭୋଳଙ୍କୁ ଆକ୍ରମଣ କଲେ ନିଶା ମାଫିଆ । ଅଭିଯୁକ୍ତଙ୍କ ଆକ୍ରମଣରେ ରମେଶଙ୍କ ମୁଣ୍ଡ ଫାଟି ଯାଇଛି। କିଛି ସ୍ଥାନୀୟ ଲୋକେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ। ଏକ ଅପରାଧିକ ମାମଲାରେ ସଂପୃକ୍ତି ଥିଲେ ୪ ଜଣ । ସୂଚନା ଅନୁସାରେ, ଧଉଳି […]

ଭୁବନେଶ୍ୱର: ଧଉଳି ଥାନା ଏସଆଇଙ୍କୁ ନିଶା ମାଫିଆଙ୍କ ଆକ୍ରମଣ । ଧଉଳି ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ ଘରେ ରେଡ୍‌ ବେଳେ ଏସଆଇ ରମେଶ ଭୋଳଙ୍କୁ ଆକ୍ରମଣ କଲେ ନିଶା ମାଫିଆ । ଅଭିଯୁକ୍ତଙ୍କ ଆକ୍ରମଣରେ ରମେଶଙ୍କ ମୁଣ୍ଡ ଫାଟି ଯାଇଛି। କିଛି ସ୍ଥାନୀୟ ଲୋକେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ। ଏକ ଅପରାଧିକ ମାମଲାରେ ସଂପୃକ୍ତି ଥିଲେ ୪ ଜଣ ।

ଆହୁରି ପଢ଼ନ୍ତୁ: Rajya Sabha Election: ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲେ ନବୀନ: ସଂତୃପ୍ତ ମିଶ୍ର ଏବଂ ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ ମିଳିଲା ଟିକେଟ୍‌

ସୂଚନା ଅନୁସାରେ, ଧଉଳି ଥାନା ଅଧୀନ ଏସବିଆଇ ସମ୍ମୁଖରେ ଥିବା ଏକ ପରିତ୍ୟକ୍ତ ଘରେ ଚାଲିଥିଲା ନିଶା କରିବାର। ଘଟଣାର ଖବର ପାଇ ଏସଆଇ ରମେଶ ଭୋଳ ନିଶା ମାଫିଆଙ୍କୁ ଧରିବା ପାଇଁ ଚଢାଉ କରିଥିଲେ। ଏହି ସମୟରେ ମାଫିଆ ମାନେ ଏସଆଇଙ୍କ ମୁଣ୍ଡକୁ ହାତୁଡ଼ିରେ ବାଡେଇଥିଲେ। ଫଳରେ ଆକ୍ରମଣରେ ଶିକାର ହୋଇଥିବା ପୋଲିସ କର୍ମଚାରୀ ଆହତ ଅବସ୍ଥାରେ ଡାକ୍ତର ଖାନରେ ଭର୍ତ୍ତି ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଅନ୍ଧବିଶ୍ୱାସର କରୁଣ ପରିଣତି: ଗୁଣି ଗାରେଡି ସନ୍ଦେହରେ ଘରେ ପଶି ବୃଦ୍ଧାଙ୍କୁ ନିର୍ମମ ହତ୍ୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp