ରାଜ୍ୟରେ ଚାଷ ହେଉଥିବା ବିଭିନ୍ନ ଫସଲର ହେବ ’ଡିଜିଟାଲ କ୍ରପ୍ ସର୍ଭେ’
ଭୁବନେଶ୍ୱର : ରାଜ୍ୟରେ ପ୍ରଥମ ଥର ପାଇଁ ଆରମ୍ଭ ହେବ ଡିଜିଟାଲ କ୍ରପ୍ ସର୍ଭେ। ରାଜ୍ୟରେ ଚାଷ ହେଉଥିବା ବିଭିନ୍ନ ଫସଲର ସର୍ଭେ ଡିଜିଟାଲ ମାଧ୍ୟମରେ କରାଯିବ। ପ୍ରାରମ୍ଭିକ ଭାବେ ଚଳିତ ବର୍ଷ ନୂଆପଡ଼ା, ନୟାଗଡ଼, ଦେବଗଡ଼ ଓ ଭଦ୍ରକ ଜିଲ୍ଲାରେ ଆରମ୍ଭ ହେବ ଡିଜିଟାଲ ଶସ୍ୟ ସର୍ଭେ । ସର୍ଭେକାରୀ ଟିମ ଜମିରେ ଚାଷ ହୋଇଥିବା ଫସଲର ଫଟୋ ସହ ଜମିର ଆୟତନ ସମ୍ପର୍କିତ ସମସ୍ତ ତଥ୍ୟ ମୋବାଇଲ ଆପରେ ଅପଲୋଡ଼ କରିବେ। ଏହାଦ୍ୱାରା ଚାଷୀ […]
ଭୁବନେଶ୍ୱର : ରାଜ୍ୟରେ ପ୍ରଥମ ଥର ପାଇଁ ଆରମ୍ଭ ହେବ ଡିଜିଟାଲ କ୍ରପ୍ ସର୍ଭେ। ରାଜ୍ୟରେ ଚାଷ ହେଉଥିବା ବିଭିନ୍ନ ଫସଲର ସର୍ଭେ ଡିଜିଟାଲ ମାଧ୍ୟମରେ କରାଯିବ। ପ୍ରାରମ୍ଭିକ ଭାବେ ଚଳିତ ବର୍ଷ ନୂଆପଡ଼ା, ନୟାଗଡ଼, ଦେବଗଡ଼ ଓ ଭଦ୍ରକ ଜିଲ୍ଲାରେ ଆରମ୍ଭ ହେବ ଡିଜିଟାଲ ଶସ୍ୟ ସର୍ଭେ । ସର୍ଭେକାରୀ ଟିମ ଜମିରେ ଚାଷ ହୋଇଥିବା ଫସଲର ଫଟୋ ସହ ଜମିର ଆୟତନ ସମ୍ପର୍କିତ ସମସ୍ତ ତଥ୍ୟ ମୋବାଇଲ ଆପରେ ଅପଲୋଡ଼ କରିବେ। ଏହାଦ୍ୱାରା ଚାଷୀ କେତେ ଅଞ୍ଚଳରେ କି ପ୍ରକାର ଫସଲ କରୁଛନ୍ତି, ତାହାର ବାସ୍ତବ ତଥ୍ୟ ରହିବ। ବିପର୍ଯ୍ୟୟ ସମୟରେ ସବସିଡ ପ୍ରଦାନ ବେଳେ ଏହା ବିଶେଷ ସହାୟକ ହେବ। ଏଥିପାଇଁ ଆଜି କୃଷି ଭବନରେ ସର୍ଭେ କରିବାକୁ ଥିବା ଟିମକୁ ପ୍ରଶିକ୍ଷଣ ଦିଆଯାଇଥିଲା।