ମହାପ୍ରଭୁଙ୍କ ଦର୍ଶନ ବେଳେ ଶ୍ରୀମନ୍ଦିରରେ ଚାଲିଗଲା ଭକ୍ତଙ୍କ ପ୍ରାଣ

The Sakala Picture
Published On

ପୁରୀ: ମହାପ୍ରଭୁଙ୍କ ଦର୍ଶନ ବେଳେ ଶନିବାର ଶ୍ରୀମନ୍ଦିରରେ ଜଣେ ଭକ୍ତଙ୍କ ପ୍ରାଣ ଚାଲିଯାଇଛି। ଉକ୍ତ ଭକ୍ତ ଜଣଙ୍କ ଘର କଟକର ହୋଇଥିବା ବେଳେ ତାଙ୍କ ନାଁ ମନୋହର ଲାଲ( ୭୨ ) ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ , ଆଜି ପୂର୍ବାହ୍ନ ସମୟରେ  ମନୋହର ବାହାର କବାଟରୁ ମହାପ୍ରଭୁଙ୍କ ଦର୍ଶନ କରି ଘଣ୍ଟିଦ୍ୱାର ଦେଇ ଫେରିବା ବେଳେ ହଠାତ୍ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ତାଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ  ଅଣାଯାଇଥିଲା। ସେଠାରେ ମନୋହରଙ୍କୁ […]

ପୁରୀ: ମହାପ୍ରଭୁଙ୍କ ଦର୍ଶନ ବେଳେ ଶନିବାର ଶ୍ରୀମନ୍ଦିରରେ ଜଣେ ଭକ୍ତଙ୍କ ପ୍ରାଣ ଚାଲିଯାଇଛି। ଉକ୍ତ ଭକ୍ତ ଜଣଙ୍କ ଘର କଟକର ହୋଇଥିବା ବେଳେ ତାଙ୍କ ନାଁ ମନୋହର ଲାଲ( ୭୨ ) ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ବଲାଙ୍ଗୀରରେ ଅଭାବନୀୟ ଘଟଣା: ବିବାହ ଶୋଭାଯାତ୍ରାରେ ଡିଜେର ପ୍ରଚଣ୍ଡ ଶବ୍ଦ ନେଲା ମହିଳାଙ୍କ ଜୀବନ

ମିଳିଥିବା ସୂଚନା ଅନୁଯାୟୀ , ଆଜି ପୂର୍ବାହ୍ନ ସମୟରେ  ମନୋହର ବାହାର କବାଟରୁ ମହାପ୍ରଭୁଙ୍କ ଦର୍ଶନ କରି ଘଣ୍ଟିଦ୍ୱାର ଦେଇ ଫେରିବା ବେଳେ ହଠାତ୍ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ତାଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ  ଅଣାଯାଇଥିଲା। ସେଠାରେ ମନୋହରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: ରାୟଗଡ଼ା ଭିଡ଼ ହିଂସା ଓ ବର୍ବରତା: ଏନ୍‌ଜିଓ କର୍ମୀଙ୍କୁ ମାଡ଼ ଘଟଣାରେ ଆଉ ୪ଜଣଙ୍କୁ ବାନ୍ଧିଲା ପୋଲିସ, ଗିରଫ ସଂଖ୍ୟା ୨୦କୁ ବୃଦ୍ଧି

06 Mar 2021 By The Sakala

ମହାପ୍ରଭୁଙ୍କ ଦର୍ଶନ ବେଳେ ଶ୍ରୀମନ୍ଦିରରେ ଚାଲିଗଲା ଭକ୍ତଙ୍କ ପ୍ରାଣ

ପୁରୀ: ମହାପ୍ରଭୁଙ୍କ ଦର୍ଶନ ବେଳେ ଶନିବାର ଶ୍ରୀମନ୍ଦିରରେ ଜଣେ ଭକ୍ତଙ୍କ ପ୍ରାଣ ଚାଲିଯାଇଛି। ଉକ୍ତ ଭକ୍ତ ଜଣଙ୍କ ଘର କଟକର ହୋଇଥିବା ବେଳେ ତାଙ୍କ ନାଁ ମନୋହର ଲାଲ( ୭୨ ) ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ , ଆଜି ପୂର୍ବାହ୍ନ ସମୟରେ  ମନୋହର ବାହାର କବାଟରୁ ମହାପ୍ରଭୁଙ୍କ ଦର୍ଶନ କରି ଘଣ୍ଟିଦ୍ୱାର ଦେଇ ଫେରିବା ବେଳେ ହଠାତ୍ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ତାଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ  ଅଣାଯାଇଥିଲା। ସେଠାରେ ମନୋହରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର