ଭିଜିଲାନ୍ସ ଜାଲରେ ଢେଙ୍କାନାଳ ସଦର ରେଞ୍ଜର, ଏକକାଳୀନ ୮ ସ୍ଥାନରେ ଚାଲିଛି ଚଢାଉ

The Sakala Picture
Published On

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର। ତାଙ୍କର ଢେଙ୍କାନାଳ ବାସ ଭବନ ସମେତ ୮ ଟି ସ୍ଥାନରେ ଭିଜିଲାନ୍ସ  ପକ୍ଷରୁ ଚଢାଉ କରାଯାଉଛି। କଟକର ସ୍ବତନ୍ତ୍ର ଟିମ୍ ଏକ ସାଙ୍ଗରେ ୮ଟି ଜାଗାରେ ଚଢାଉ କରିଛି। ଢେଙ୍କାନାଳର କାଲଟାକ୍ସ ଘରେ ଓ ତାଙ୍କ ଭାଇଙ୍କ ଘରେ ମଧ୍ୟ ରେଡ ଚାଲିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍‌ କରୁଛି। ଚଢ଼ାଉରେ ୭ DSP, ୬ ଇନ୍ସପେକ୍ଚର, ୬ASI ଓ […]

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର। ତାଙ୍କର ଢେଙ୍କାନାଳ ବାସ ଭବନ ସମେତ ୮ ଟି ସ୍ଥାନରେ ଭିଜିଲାନ୍ସ  ପକ୍ଷରୁ ଚଢାଉ କରାଯାଉଛି। କଟକର ସ୍ବତନ୍ତ୍ର ଟିମ୍ ଏକ ସାଙ୍ଗରେ ୮ଟି ଜାଗାରେ ଚଢାଉ କରିଛି। ଢେଙ୍କାନାଳର କାଲଟାକ୍ସ ଘରେ ଓ ତାଙ୍କ ଭାଇଙ୍କ ଘରେ ମଧ୍ୟ ରେଡ ଚାଲିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍‌ କରୁଛି। ଚଢ଼ାଉରେ ୭ DSP, ୬ ଇନ୍ସପେକ୍ଚର, ୬ASI ଓ ଜଣେ ସହକାରୀ କମାଣ୍ଡାଣ୍ଟ  ସାମିଲ ରହିଛନ୍ତି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ OAV ପ୍ରିନ୍ସପାଲ୍, SHG ମହିଳାଙ୍କ ବିଲ୍‌ କରିବା ପାଇଁ ନେଉଥିଲେ ୧୦ ହଜାର ଲାଞ୍ଚ

22 Aug 2024 By The Sakala

ଭିଜିଲାନ୍ସ ଜାଲରେ ଢେଙ୍କାନାଳ ସଦର ରେଞ୍ଜର, ଏକକାଳୀନ ୮ ସ୍ଥାନରେ ଚାଲିଛି ଚଢାଉ

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର। ତାଙ୍କର ଢେଙ୍କାନାଳ ବାସ ଭବନ ସମେତ ୮ ଟି ସ୍ଥାନରେ ଭିଜିଲାନ୍ସ  ପକ୍ଷରୁ ଚଢାଉ କରାଯାଉଛି। କଟକର ସ୍ବତନ୍ତ୍ର ଟିମ୍ ଏକ ସାଙ୍ଗରେ ୮ଟି ଜାଗାରେ ଚଢାଉ କରିଛି। ଢେଙ୍କାନାଳର କାଲଟାକ୍ସ ଘରେ ଓ ତାଙ୍କ ଭାଇଙ୍କ ଘରେ ମଧ୍ୟ ରେଡ ଚାଲିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍‌ କରୁଛି। ଚଢ଼ାଉରେ ୭ DSP, ୬ ଇନ୍ସପେକ୍ଚର, ୬ASI ଓ ଜଣେ ସହକାରୀ କମାଣ୍ଡାଣ୍ଟ  ସାମିଲ ରହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର