ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ବାଘବସା ଗାଁରେ ନବ ବଧୂକୁ ହତ୍ୟା

The Sakala Picture
Published On

କଙ୍କଡାହାଡ଼: ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ମକୁଆକାଟେଣି ପଞ୍ଚାୟତ ବାଘବସା ଗ୍ରାମରେ ପ୍ରେମ ବିବାହ କରିଥିବା ନବ ବଧୂକୁ ହତ୍ୟା ଅଭିଯୋଗ ହୋଇଛି। ହତ୍ୟା ଅଭିଯୋଗ କରିଛନ୍ତି ନବ ବଧୂଙ୍କ ପିତା । ମୃତକ ଜଣକ ହେଲେ ଝିଲି ତାଣ୍ଡି (୨୦ବର୍ଷ) ତାଙ୍କର ଘର ବଲାଙ୍ଗୀର ଜିଲ୍ଲାର କଣ୍ଟାଇପାଲି ଥାନା ଲୁଇସିଙ୍ଗା ଗାଁରେ । ତାଙ୍କର ସ୍ବାମୀଙ୍କ ନାମ ନରେନ୍ଦ୍ର ପଧାନ। ସେ ୨୦୧୯ ମସିହାରେ ଭଲପାଇ ବିବାହ କରିଥିଲେ। ସୂଚନା ଅନୁଯାୟୀ, ତାଙ୍କର ସ୍ବାମୀ […]

କଙ୍କଡାହାଡ଼: ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ମକୁଆକାଟେଣି ପଞ୍ଚାୟତ ବାଘବସା ଗ୍ରାମରେ ପ୍ରେମ ବିବାହ କରିଥିବା ନବ ବଧୂକୁ ହତ୍ୟା ଅଭିଯୋଗ ହୋଇଛି। ହତ୍ୟା ଅଭିଯୋଗ କରିଛନ୍ତି ନବ ବଧୂଙ୍କ ପିତା । ମୃତକ ଜଣକ ହେଲେ ଝିଲି ତାଣ୍ଡି (୨୦ବର୍ଷ) ତାଙ୍କର ଘର ବଲାଙ୍ଗୀର ଜିଲ୍ଲାର କଣ୍ଟାଇପାଲି ଥାନା ଲୁଇସିଙ୍ଗା ଗାଁରେ । ତାଙ୍କର ସ୍ବାମୀଙ୍କ ନାମ ନରେନ୍ଦ୍ର ପଧାନ। ସେ ୨୦୧୯ ମସିହାରେ ଭଲପାଇ ବିବାହ କରିଥିଲେ।

ସୂଚନା ଅନୁଯାୟୀ, ତାଙ୍କର ସ୍ବାମୀ ନରେନ୍ଦ୍ର ପଧାନ ଆଗରୁ ବଲାଙ୍ଗୀର ଜିଲ୍ଲାରେ ରହି ଇଲେକ୍ଟ୍ରିକ କାମ କରୁଥିଲେ । କାମ କରୁଥିବା ସମୟରେ ହିଁ ତାଙ୍କୁ ଭଲପାଇ ନିଜ ଘରକୁ ଧରି ପଳାଇ ଆସିଥିଲେ । ବିବାହର ୨ ବର୍ଷ ଭିତରେ ତାଙ୍କ ଭିତରେ କୌଣସି କରଣକୁ ନେଇ ମନମାଲିନ୍ୟ ହୋଇଥିଲା ଯାହାକୁ ନେଇ ଗତ ୧୬ତାରିଖ ରାତିରେ ଘରେ ନବ ଧୂର ମୃତ୍ୟୁ ହୋଇଥିଲା ।୧୭ ତାରିଖରେ ଝିଅର ବାପାଘରକୁ ଫୋନ କରି କହିଥିଲେ ଆପଣଙ୍କ ଝିଅର ଅଚାନକ ମୃତ ଘଟିଛି। ଝିଅର ବାପା ମାଆ ଖବର ପାଇ ଆସୁ ଆସୁ ବିଳମ୍ବ ହେବାରୁ ଗ୍ରାମ ବାସୀଙ୍କୁ ଡାକି ଶବକୁ ପୋଡି ଦେଇଥିଲେ। ଶେଷରେ ଝିଅର ବାପା ଭୀଷ୍ମ ତାଣ୍ଡି ଓ ମାଆ ସବିତା ତାଣ୍ଡି ୧୮ ତାରିଖରେ ପହଂଚି ଥାନାରେ ଅଭିଯୋଗ କରିଥିଲେ। ଏହି ଆଧାରରେ କଙ୍କଡ଼ାହାଡ଼ ଥାନା ଅଧିକାରୀ ନିର୍ମଳା ଗୋଛାୟତଙ୍କ ନିର୍ଦ୍ଦେଶ କ୍ରମେ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିଲେ । ବାପ ପୁଅ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

27 Jun 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର