ଘରେ ପଶି ୫ ବର୍ଷର ଶିଶୁକୁ କଚାଡ଼ି ମାରିଲା ଦନ୍ତା ହାତୀ, ଅଳ୍ପକେ ବର୍ତ୍ତିଲେ ବାପା- ମାଆ

The Sakala Picture
Published On

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅନ୍ତର୍ଗତ ମହୁଲଡଗର ଗାଁରେ ବିଳମ୍ବିତ ରାତିରେ ଘରେ ପଶି ୫ ବର୍ଷର ଶିଶୁକୁ କଚାଡ଼ି ମାରିଲା ଦନ୍ତା ହାତୀ।  ଅଳ୍ପକେ ବର୍ତ୍ତିଲେ ବାପା- ମାଅ। ମୃତ ଶିଶୁ ଜଣଙ୍କ ହେଇଛନ୍ତି ରସାନନଦ ଯେରେଇଙ୍କ ପୁଅ ରିଷି ଜେରେଇ। ସୂଚନା ଅନୁଯାୟୀ, ରସାନନଦ ତାଙ୍କ ସ୍ତ୍ରୀ ଓ ପୁଅଙ୍କ ସହ ଘର ବାରଣ୍ଡାରେ ଶୋଇ ଥିବା ବେଳେ, ଦନ୍ତା ହାତୀଟି ଘର ଭିତରକୁ ପଶି ଆସିଥିଲା । ଫଳରେ ରସାନଦ ଓ […]

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅନ୍ତର୍ଗତ ମହୁଲଡଗର ଗାଁରେ ବିଳମ୍ବିତ ରାତିରେ ଘରେ ପଶି ୫ ବର୍ଷର ଶିଶୁକୁ କଚାଡ଼ି ମାରିଲା ଦନ୍ତା ହାତୀ।  ଅଳ୍ପକେ ବର୍ତ୍ତିଲେ ବାପା- ମାଅ। ମୃତ ଶିଶୁ ଜଣଙ୍କ ହେଇଛନ୍ତି ରସାନନଦ ଯେରେଇଙ୍କ ପୁଅ ରିଷି ଜେରେଇ।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ସୂଚନା ଅନୁଯାୟୀ, ରସାନନଦ ତାଙ୍କ ସ୍ତ୍ରୀ ଓ ପୁଅଙ୍କ ସହ ଘର ବାରଣ୍ଡାରେ ଶୋଇ ଥିବା ବେଳେ, ଦନ୍ତା ହାତୀଟି ଘର ଭିତରକୁ ପଶି ଆସିଥିଲା । ଫଳରେ ରସାନଦ ଓ ତାଙ୍କ ସ୍ତ୍ରୀ ଖସି ପଳାଇ ଥିବା ବେଳେ, ୫ ବର୍ଷ ଶିଶୁକୁ କଚାଡ଼ି ମାରିଥିଲା ଦନ୍ତା। ତେବେ ରସାନଦ ଗାଁ ଲୋକଙ୍କୁ ଜଣାଇବା ପରେ ଗାଁ ଲୋକ ମିଳିତ ଭାବେ ହାତୀଟିକୁ ଘଉଡାଇବାକୁ ଚେଷ୍ଟା କରିଥିଲେ। ତେବେ ହାତୀଟି ଗ୍ରାମର ଆଉ ଚାରି ଜଣଙ୍କ ଘର ଭାଙ୍ଗିବା ପରେ ବନ ବିଭାଗ ପହଞ୍ଚି ହାତୀଟିକୁ ଘଉଡାଇବା ସହ ମୃତ ଶିଶୁର ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି । ସେପଟେ ଏ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ହାତୀ ଉପଦ୍ରବ ବୃଦ୍ଧିକୁ ନେଇ ବନବିଭାଗ ଉପରେ ଗ୍ରାମବାସୀ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

04 Feb 2022 By The Sakala

ଘରେ ପଶି ୫ ବର୍ଷର ଶିଶୁକୁ କଚାଡ଼ି ମାରିଲା ଦନ୍ତା ହାତୀ, ଅଳ୍ପକେ ବର୍ତ୍ତିଲେ ବାପା- ମାଆ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅନ୍ତର୍ଗତ ମହୁଲଡଗର ଗାଁରେ ବିଳମ୍ବିତ ରାତିରେ ଘରେ ପଶି ୫ ବର୍ଷର ଶିଶୁକୁ କଚାଡ଼ି ମାରିଲା ଦନ୍ତା ହାତୀ।  ଅଳ୍ପକେ ବର୍ତ୍ତିଲେ ବାପା- ମାଅ। ମୃତ ଶିଶୁ ଜଣଙ୍କ ହେଇଛନ୍ତି ରସାନନଦ ଯେରେଇଙ୍କ ପୁଅ ରିଷି ଜେରେଇ।

ସୂଚନା ଅନୁଯାୟୀ, ରସାନନଦ ତାଙ୍କ ସ୍ତ୍ରୀ ଓ ପୁଅଙ୍କ ସହ ଘର ବାରଣ୍ଡାରେ ଶୋଇ ଥିବା ବେଳେ, ଦନ୍ତା ହାତୀଟି ଘର ଭିତରକୁ ପଶି ଆସିଥିଲା । ଫଳରେ ରସାନଦ ଓ ତାଙ୍କ ସ୍ତ୍ରୀ ଖସି ପଳାଇ ଥିବା ବେଳେ, ୫ ବର୍ଷ ଶିଶୁକୁ କଚାଡ଼ି ମାରିଥିଲା ଦନ୍ତା। ତେବେ ରସାନଦ ଗାଁ ଲୋକଙ୍କୁ ଜଣାଇବା ପରେ ଗାଁ ଲୋକ ମିଳିତ ଭାବେ ହାତୀଟିକୁ ଘଉଡାଇବାକୁ ଚେଷ୍ଟା କରିଥିଲେ। ତେବେ ହାତୀଟି ଗ୍ରାମର ଆଉ ଚାରି ଜଣଙ୍କ ଘର ଭାଙ୍ଗିବା ପରେ ବନ ବିଭାଗ ପହଞ୍ଚି ହାତୀଟିକୁ ଘଉଡାଇବା ସହ ମୃତ ଶିଶୁର ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି । ସେପଟେ ଏ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ହାତୀ ଉପଦ୍ରବ ବୃଦ୍ଧିକୁ ନେଇ ବନବିଭାଗ ଉପରେ ଗ୍ରାମବାସୀ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି।

https://www.thesakala.in/latest-odisha-news/dhenkanal/elephant-attack-in-dhenkanal/article-8972
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର