ଗ୍ୟାଙ୍ଗଷ୍ଟର ହାଇଦର ଗିରଫ ହେବାପରେ ପୁଲିସ କମିଶନର ଓ କଟକ ଡିସିପିଙ୍କୁ ଡିଜିପିଙ୍କ ପ୍ରଂଶସା

The Sakala Picture
Published On

ଭୁବନେଶ୍ବର : କଟକ ବଡମେଡିକାଲରୁ ଚିକିତ୍ସାଧୀନ ଅବସ୍ଥାରେ ଫେରାର ହୋଇଥିବା ଗ୍ୟାଙ୍ଗଷ୍ଟର ‌ସେକ୍‌ ହାଇଦର ତେଲେଙ୍ଗାନାରୁ ଗିରଫ ହୋଇଛି। ସେକ୍‌ ହାଇଦରକୁ ତେଲେଙ୍ଗାନା ପୁଲିସର ସହାୟତାରେ କମିଶନରେଟ୍‌ ପୁଲିସ ଗିରଫ କରିଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ଏସସିବିରୁ ଫେରାର୍ ହେବାର ମାତ୍ର ୫ ଦିନ ଭିତରେ  କମିଶନରେଟ୍‌ ପୁଲିସ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରକୁ ଗିରଫ କରିବା ପରେ ସାବାସୀ ଜଣାଇଛନ୍ତି ଡିଜିପି ଅଭୟ। Excellent work done by Commissionarate […]

ଭୁବନେଶ୍ବର : କଟକ ବଡମେଡିକାଲରୁ ଚିକିତ୍ସାଧୀନ ଅବସ୍ଥାରେ ଫେରାର ହୋଇଥିବା ଗ୍ୟାଙ୍ଗଷ୍ଟର ‌ସେକ୍‌ ହାଇଦର ତେଲେଙ୍ଗାନାରୁ ଗିରଫ ହୋଇଛି। ସେକ୍‌ ହାଇଦରକୁ ତେଲେଙ୍ଗାନା ପୁଲିସର ସହାୟତାରେ କମିଶନରେଟ୍‌ ପୁଲିସ ଗିରଫ କରିଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ଏସସିବିରୁ ଫେରାର୍ ହେବାର ମାତ୍ର ୫ ଦିନ ଭିତରେ  କମିଶନରେଟ୍‌ ପୁଲିସ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରକୁ ଗିରଫ କରିବା ପରେ ସାବାସୀ ଜଣାଇଛନ୍ତି ଡିଜିପି ଅଭୟ।

ଆହୁରି ପଢ଼ନ୍ତୁ: ଚଳିତ ମାସ ଶେଷ ସୁଦ୍ଧା ସ୍ଥାୟୀ କୁଳପତି ନିଯୁକ୍ତି ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜୁ ଯୁବ ଓ ଛାତ୍ର ଜନତା ଦଳ: ଇପ୍ସିତା ସାହୁ

ପୁଲିସ ଡିଜିପି ଟ୍ବିଟ୍‌ କରି ଅପରେସନ୍‌ ହାଇଦରରେ ରହିଥିବା କମିଶନରେଟ୍‌ ପୁଲିସର ସମସ୍ତ କର୍ମଚାରୀଙ୍କୁ ସବାସୀ ଜଣାଇବା ସହ  ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ କଟକ ଡିସିପି ପ୍ରତୀକ ସିଂଙ୍କୁ ପ୍ରଶଂସା କରିଛନ୍ତି।

ଅନ୍ୟପଟେ ହାଇଦ୍ରାବାଦ ପୁଲିସ କମିସନର ଅଞ୍ଜନୀ କୁମାର କହିଛନ୍ତି ଓଡ଼ିଶା ପୁଲିସଠୁ ହାଇଦରର ଫଟୋ ସହ ଫେରାର ହୋଇଥିବା ଗାଡ଼ିର ବି ଫଟୋ ମିଳିଥିଲା, CCTV ସହାୟତାରେ ଆଜି ସକାଳେ ଗାଡ଼ି ଠାବ କରିଥିଲା ହାଇଦ୍ରାବାଦ ପୁଲିସ । ଏହପରେ ଓଡିଶା ପୁଲିସକୁ ସୂଚନା ଦିଆଯାଇଥିଲା।

15 Apr 2021 By The Sakala

ଗ୍ୟାଙ୍ଗଷ୍ଟର ହାଇଦର ଗିରଫ ହେବାପରେ ପୁଲିସ କମିଶନର ଓ କଟକ ଡିସିପିଙ୍କୁ ଡିଜିପିଙ୍କ ପ୍ରଂଶସା

ଭୁବନେଶ୍ବର : କଟକ ବଡମେଡିକାଲରୁ ଚିକିତ୍ସାଧୀନ ଅବସ୍ଥାରେ ଫେରାର ହୋଇଥିବା ଗ୍ୟାଙ୍ଗଷ୍ଟର ‌ସେକ୍‌ ହାଇଦର ତେଲେଙ୍ଗାନାରୁ ଗିରଫ ହୋଇଛି। ସେକ୍‌ ହାଇଦରକୁ ତେଲେଙ୍ଗାନା ପୁଲିସର ସହାୟତାରେ କମିଶନରେଟ୍‌ ପୁଲିସ ଗିରଫ କରିଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ଏସସିବିରୁ ଫେରାର୍ ହେବାର ମାତ୍ର ୫ ଦିନ ଭିତରେ  କମିଶନରେଟ୍‌ ପୁଲିସ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରକୁ ଗିରଫ କରିବା ପରେ ସାବାସୀ ଜଣାଇଛନ୍ତି ଡିଜିପି ଅଭୟ।

ପୁଲିସ ଡିଜିପି ଟ୍ବିଟ୍‌ କରି ଅପରେସନ୍‌ ହାଇଦରରେ ରହିଥିବା କମିଶନରେଟ୍‌ ପୁଲିସର ସମସ୍ତ କର୍ମଚାରୀଙ୍କୁ ସବାସୀ ଜଣାଇବା ସହ  ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ କଟକ ଡିସିପି ପ୍ରତୀକ ସିଂଙ୍କୁ ପ୍ରଶଂସା କରିଛନ୍ତି।

ଅନ୍ୟପଟେ ହାଇଦ୍ରାବାଦ ପୁଲିସ କମିସନର ଅଞ୍ଜନୀ କୁମାର କହିଛନ୍ତି ଓଡ଼ିଶା ପୁଲିସଠୁ ହାଇଦରର ଫଟୋ ସହ ଫେରାର ହୋଇଥିବା ଗାଡ଼ିର ବି ଫଟୋ ମିଳିଥିଲା, CCTV ସହାୟତାରେ ଆଜି ସକାଳେ ଗାଡ଼ି ଠାବ କରିଥିଲା ହାଇଦ୍ରାବାଦ ପୁଲିସ । ଏହପରେ ଓଡିଶା ପୁଲିସକୁ ସୂଚନା ଦିଆଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର