ରାଜଧାନୀରେ ଅଗଷ୍ଟ ମାସ ଠାରୁ ସେପ୍ଟେମ୍ବରରେ ୨ ଗୁଣା ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ

The Sakala Picture
Published On

ଭୁବନେଶ୍ବର: ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟାରେ ସମାନ୍ୟ ସୁଧାର ଆସିଛି। ଦୈନିକ ସଂକ୍ରମିତଙ୍କ ସଂଖ୍ୟା କମିଛି। ହେଲେ ଅଗଷ୍ଟକୁ ମାସକୁ ବଳିଯାଇଛି ସେପ୍ଟେମ୍ବର। ଅଗଷ୍ଟ ଠାରୁ ସେପ୍ଟେମ୍ବରରେ ରାଜଧାନୀର ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣା ହୋଇଛି। ସେପ୍ଟେମ୍ବର ମାସରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୭୬୩ ଥିବା ବେଳେ ସେପ୍ଟେମ୍ବର ୨୮ସୁଦ୍ଧା ଏହି ସଂଖ୍ୟା ୧୨୪୯କୁ ବୃଦ୍ଧି ପାଇଛି। ଭୁବନେଶ୍ୱର ମହାନଗର ନିଗମରେ ମୋଟ ୨୩୦୨ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ଗ୍ରାମଞ୍ଚଳରୁ ଚିହ୍ନଟ ହୋଇଛନ୍ତି ୬ଶହରୁ […]

ଭୁବନେଶ୍ବର: ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟାରେ ସମାନ୍ୟ ସୁଧାର ଆସିଛି। ଦୈନିକ ସଂକ୍ରମିତଙ୍କ ସଂଖ୍ୟା କମିଛି। ହେଲେ ଅଗଷ୍ଟକୁ ମାସକୁ ବଳିଯାଇଛି ସେପ୍ଟେମ୍ବର। ଅଗଷ୍ଟ ଠାରୁ ସେପ୍ଟେମ୍ବରରେ ରାଜଧାନୀର ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣା ହୋଇଛି। ସେପ୍ଟେମ୍ବର ମାସରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୭୬୩ ଥିବା ବେଳେ ସେପ୍ଟେମ୍ବର ୨୮ସୁଦ୍ଧା ଏହି ସଂଖ୍ୟା ୧୨୪୯କୁ ବୃଦ୍ଧି ପାଇଛି। ଭୁବନେଶ୍ୱର ମହାନଗର ନିଗମରେ ମୋଟ ୨୩୦୨ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ଗ୍ରାମଞ୍ଚଳରୁ ଚିହ୍ନଟ ହୋଇଛନ୍ତି ୬ଶହରୁ ଅଧିକ। ଭୁବନେଶ୍ୱରରେ ନିଳାଦ୍ରୀବିହାର ଅଞ୍ଚଳରୁ ଅଦ୍ୟାବଧି ସର୍ବାଧିକ ୩୧୫ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ନୟାପଲ୍ଲୀରୁ ୨୩୫, ଆଇଆରସି ଭିଲେଜରୁ ୨୧୩ ଓ ସାଲିଆସାହିରୁ ୧୮୫ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇସାରିଲେଣି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଠାରୁ ରାଜ୍ୟରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ଦିନ ତାପମାତ୍ରା

ତେବେ ଗତ ୨୪ଘଣ୍ଟାରେ ମାତ୍ର ୨୪ଜଣ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ବିଏମସିର ସମୟୋଚିତ ପଦକ୍ଷେପ ଓ ଲୋକଙ୍କ ସହଯୋଗ ଯୋଗୁଁ ସ୍ଥିତିରେ ସୁଧାର ଆସିପାରିଛି। ପରିମଳ ବ୍ୟବସ୍ଥାରେ ସୁଧାର ସହିତ ରାଜଧାନିବାସୀଙ୍କ ସହଯୋଗ ଓ ସଚେତନତା ଜାରି ରହିଲେ ସ୍ଥିତିରେ ଆହୁରି ପରିବର୍ତ୍ତନ ରହିବ ବୋଲି ଆଶା ରଖିଛନ୍ତି ବିଏମସି କର୍ତ୍ତୃପକ୍ଷ।

ଆହୁରି ପଢ଼ନ୍ତୁ: କାଶୀପୁରରେ ଛତୁ ଚାଷ ଜରିଆରେ ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ

29 Sep 2022 By The Sakala

ରାଜଧାନୀରେ ଅଗଷ୍ଟ ମାସ ଠାରୁ ସେପ୍ଟେମ୍ବରରେ ୨ ଗୁଣା ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟାରେ ସମାନ୍ୟ ସୁଧାର ଆସିଛି। ଦୈନିକ ସଂକ୍ରମିତଙ୍କ ସଂଖ୍ୟା କମିଛି। ହେଲେ ଅଗଷ୍ଟକୁ ମାସକୁ ବଳିଯାଇଛି ସେପ୍ଟେମ୍ବର। ଅଗଷ୍ଟ ଠାରୁ ସେପ୍ଟେମ୍ବରରେ ରାଜଧାନୀର ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣା ହୋଇଛି। ସେପ୍ଟେମ୍ବର ମାସରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୭୬୩ ଥିବା ବେଳେ ସେପ୍ଟେମ୍ବର ୨୮ସୁଦ୍ଧା ଏହି ସଂଖ୍ୟା ୧୨୪୯କୁ ବୃଦ୍ଧି ପାଇଛି। ଭୁବନେଶ୍ୱର ମହାନଗର ନିଗମରେ ମୋଟ ୨୩୦୨ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ଗ୍ରାମଞ୍ଚଳରୁ ଚିହ୍ନଟ ହୋଇଛନ୍ତି ୬ଶହରୁ ଅଧିକ। ଭୁବନେଶ୍ୱରରେ ନିଳାଦ୍ରୀବିହାର ଅଞ୍ଚଳରୁ ଅଦ୍ୟାବଧି ସର୍ବାଧିକ ୩୧୫ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ନୟାପଲ୍ଲୀରୁ ୨୩୫, ଆଇଆରସି ଭିଲେଜରୁ ୨୧୩ ଓ ସାଲିଆସାହିରୁ ୧୮୫ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇସାରିଲେଣି।

ତେବେ ଗତ ୨୪ଘଣ୍ଟାରେ ମାତ୍ର ୨୪ଜଣ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ବିଏମସିର ସମୟୋଚିତ ପଦକ୍ଷେପ ଓ ଲୋକଙ୍କ ସହଯୋଗ ଯୋଗୁଁ ସ୍ଥିତିରେ ସୁଧାର ଆସିପାରିଛି। ପରିମଳ ବ୍ୟବସ୍ଥାରେ ସୁଧାର ସହିତ ରାଜଧାନିବାସୀଙ୍କ ସହଯୋଗ ଓ ସଚେତନତା ଜାରି ରହିଲେ ସ୍ଥିତିରେ ଆହୁରି ପରିବର୍ତ୍ତନ ରହିବ ବୋଲି ଆଶା ରଖିଛନ୍ତି ବିଏମସି କର୍ତ୍ତୃପକ୍ଷ।

https://www.thesakala.in/latest-odisha-news/dengue-cases-have-been-detected-twice-in-september-from-august-in-the-bbsr/article-15360
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର