୯ ମାସର ଛୁଆକୁ ଧରି ନଦୀକୁ ଡେଇଁଲା ବାପା

The Sakala Picture
Published On

କଟକ: ପାରିବାରିକ କଳହର କରୁଣ ପରିଣତି । ୯ ମାସର ଛୁଆକୁ ଧରି ନଦୀକୁ ଡେଇଁଲା ବାପା । ସ୍ଥାନୀୟ ଲୋକଙ୍କ ଦ୍ୱାରା ଛୁଆଟି ଉଦ୍ଧାର ହୋଇଥିବାବେଳେ ବାପା ଏବେ ବି ନିଖୋଜ ଅଛନ୍ତି । ଉକ୍ତ ବ୍ୟକ୍ତିଙ୍କର ପତ୍ତା ମିଳୁ ନଥିବା ବେଳେ ଅଗ୍ନିଶମ ବାହିନୀ ପକ୍ଷରୁ ତାଙ୍କୁ ଖୋଜାଖୋଜି କରାଯାଉଛି। କଟକ ସଦର ସଇଁଦା ନିକଟରେ ସିଢୁଆ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ବ୍ୟକ୍ତିଜଣକ । ଛୁଆଟିକୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି […]

କଟକ: ପାରିବାରିକ କଳହର କରୁଣ ପରିଣତି । ୯ ମାସର ଛୁଆକୁ ଧରି ନଦୀକୁ ଡେଇଁଲା ବାପା । ସ୍ଥାନୀୟ ଲୋକଙ୍କ ଦ୍ୱାରା ଛୁଆଟି ଉଦ୍ଧାର ହୋଇଥିବାବେଳେ ବାପା ଏବେ ବି ନିଖୋଜ ଅଛନ୍ତି । ଉକ୍ତ ବ୍ୟକ୍ତିଙ୍କର ପତ୍ତା ମିଳୁ ନଥିବା ବେଳେ ଅଗ୍ନିଶମ ବାହିନୀ ପକ୍ଷରୁ ତାଙ୍କୁ ଖୋଜାଖୋଜି କରାଯାଉଛି। କଟକ ସଦର ସଇଁଦା ନିକଟରେ ସିଢୁଆ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ବ୍ୟକ୍ତିଜଣକ । ଛୁଆଟିକୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଯୁବକଙ୍କ ଘର କନ୍ଦରପୁରରେ ବୋଲି ଜଣାପଡିଛି ।

ଆହୁରି ପଢ଼ନ୍ତୁ: ପିସିଆର କର୍ମଚାରୀଙ୍କ ପାଇଁ ନିୟମ କଡ଼ାକଡ଼ି: ଖିଲାପ କଲେ ସସପେଣ୍ଡ ଓ ଡିସଚାର୍ଜ ସହ ଜେଲ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp