ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

ବେଆଇନ୍ ସୁନା କାରବାର: ୨ କିଲୋ ୨୯ ଗ୍ରାମ ସୁନା ଜବତ

The Sakala Picture
Published On

କଟକ: ବେଆଇନ୍ ସୁନା କାରବାରରେ ଅନ୍ତରାଜ୍ୟ ରାକେଟ ଠାବ । ୨ କିଲୋ ୨୯ ଗ୍ରାମ ସୁନା ଜବତ କରିଛି ମାଲଗୋଦାମ ପୁଲିସ । ଜବତ ସୁନାର ଆନୁମାନିକ ମୂଲ୍ୟ ୫୩ ଲକ୍ଷ ଟଙ୍କା ହେବ । ଜିଏସଟି ଟିକସ ଠକି ସୁନା ଯୋଗାଉଥିଲେ । ଜିଏସଟି ବିଭାଗ ତରଫରୁ ଅଟକ ୩ ବ୍ୟବସାୟୀଙ୍କ ଠାରୁ ୧ ଲକ୍ଷ ୬୫ ହଜାର ଜରିମାନା ଆଦାୟ କରାଯାଇଛି । ଏମାନେ ପଞ୍ଜାବରୁ କଟକ ଆଣି ସୁନା ବିକ୍ରି କରୁଥିଲେ […]

କଟକ: ବେଆଇନ୍ ସୁନା କାରବାରରେ ଅନ୍ତରାଜ୍ୟ ରାକେଟ ଠାବ । ୨ କିଲୋ ୨୯ ଗ୍ରାମ ସୁନା ଜବତ କରିଛି ମାଲଗୋଦାମ ପୁଲିସ । ଜବତ ସୁନାର ଆନୁମାନିକ ମୂଲ୍ୟ ୫୩ ଲକ୍ଷ ଟଙ୍କା ହେବ । ଜିଏସଟି ଟିକସ ଠକି ସୁନା ଯୋଗାଉଥିଲେ । ଜିଏସଟି ବିଭାଗ ତରଫରୁ ଅଟକ ୩ ବ୍ୟବସାୟୀଙ୍କ ଠାରୁ ୧ ଲକ୍ଷ ୬୫ ହଜାର ଜରିମାନା ଆଦାୟ କରାଯାଇଛି । ଏମାନେ ପଞ୍ଜାବରୁ କଟକ ଆଣି ସୁନା ବିକ୍ରି କରୁଥିଲେ ।

ଏହି ଘଟଣାରେ କାହାରିକୁ ଗିରଫ କରାଯାଇ ନାହିଁ । କେବଳ ଫାଇନ୍ ହୋଇଛି । ଅଧିକ ଖୋଳତାଡ ଜାରି ରହିଛି । ପଞ୍ଜାବର ଅମୃତସରରୁ ନିୟମିତ ବ୍ୟବଧାନରେ ଜିଏସଟି ଫାଙ୍କି ସୁନା ଅଣାଯାଉଥିଲା । କଟକ ସହରରେ ବିଭିନ୍ନ ଅଞ୍ଚଳରେ ସୁନା ଦେଉଥିଲେ ।

15 Jul 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର