କଟକ ସୁପର ମାର୍କେଟ ସିଲ୍ କଲା ସିଏମସି

The Sakala Picture
Published On

କଟକ: ରାଜ୍ଯରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ଘଟିଛି। ଏଥିପାଇଁ ରାଜ୍ଯ ସରକାର କରୋନା ଗାଇଡଲାଇନକୁ ପାଳନ କରିବା ପାଇଁ କଡ଼ା ନିର୍ଦେଶ ଦେଇଛନ୍ତି। ଅମନିଆଙ୍କ ବିରୋଦ୍ଧରେ ଦୃଢ କାର୍ଯ୍ଯନୁଷ୍ଠାନ ନେଉଛନ୍ତି।  କଟକ ସୁପର ମାର୍କେଟରେ କୋଭିଡ କଟକଣାକୁ ସାଧାରଣ ଲୋକେ ଅବମାମନନା କରୁଥିବା ଦର୍ଶାଇ ମାର୍କେଟ ସିଲ କରିଛି ସିଏମସି। ହିନ୍ଦି ସିନେମା ହଲ ସୁପର ମାର୍କେଟକୁ ସିଲ କରିଛି ସିଏମସି। କୋଭିଡ଼ ସଂକ୍ରମଣ ବ୍ୟାପୁଥିବାରୁ ସହରରେ କଡା କଡ଼ି ଯାଞ୍ଚ ହେଉଛି। ସହରର ବିଭିନ୍ନ […]

କଟକ: ରାଜ୍ଯରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ଘଟିଛି। ଏଥିପାଇଁ ରାଜ୍ଯ ସରକାର କରୋନା ଗାଇଡଲାଇନକୁ ପାଳନ କରିବା ପାଇଁ କଡ଼ା ନିର୍ଦେଶ ଦେଇଛନ୍ତି। ଅମନିଆଙ୍କ ବିରୋଦ୍ଧରେ ଦୃଢ କାର୍ଯ୍ଯନୁଷ୍ଠାନ ନେଉଛନ୍ତି।  କଟକ ସୁପର ମାର୍କେଟରେ କୋଭିଡ କଟକଣାକୁ ସାଧାରଣ ଲୋକେ ଅବମାମନନା କରୁଥିବା ଦର୍ଶାଇ ମାର୍କେଟ ସିଲ କରିଛି ସିଏମସି। ହିନ୍ଦି ସିନେମା ହଲ ସୁପର ମାର୍କେଟକୁ ସିଲ କରିଛି ସିଏମସି। କୋଭିଡ଼ ସଂକ୍ରମଣ ବ୍ୟାପୁଥିବାରୁ ସହରରେ କଡା କଡ଼ି ଯାଞ୍ଚ ହେଉଛି। ସହରର ବିଭିନ୍ନ ସ୍ଥାନରେ ଯାଞ୍ଚ କରୁଛି ସିଏମସି ଓ ପୋଲିସ। ଯାଞ୍ଚ ବେଳେ ସୁପର ମାର୍କେଟରେ କୋଭିଡର ସାମାନ୍ୟ କଟକଣା ଦେଖିବାକୁ ମିଳି ନ ଥିଲା ।

ଆହୁରି ପଢ଼ନ୍ତୁ: ଆଜି ଗୁରୁ ଦିବସ; ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରା ଅକ୍ଷୁର୍ଣ୍ଣ ଓ ପବିତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର