ଡିସେମ୍ବର ୧୬ରୁ ସିଟିଇଟି ପରୀକ୍ଷା

The Sakala Picture
Published On

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୧୬ରୁ ଜାନୁଆରୀ ୧୩ ତାରିଖ ମଧ୍ୟରେ ସିଟିଇଟି(କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା)ପରୀକ୍ଷା ହେବ। ପରୀକ୍ଷା ପାଇଁ ସିବିଏସଇ(କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ) ପକ୍ଷରୁ ଆଡ଼ମିଟ୍‍ କାର୍ଡ଼ ଉପଲବ୍ଧ ହୋଇଛି। ଛାତ୍ରଛାତ୍ରୀଙ୍କ ପରୀକ୍ଷା ଦୈନିକ ଦୁଇଟି ସିଫ୍ଟରେ ହେବ। ପେପର୍‍-୧ ପାଇଁ ପରୀକ୍ଷା ସକାଳ ୯.୩୦ରୁ ୧୨ଟା ମଧ୍ୟରେ ହେବାକୁ ଥିବାବେଳେ ପେପର୍‍-୨ ପରୀକ୍ଷା ଅପରାହ୍ଣ ୨ଟା ୩୦ରୁ ୫ଟା ଯାଏଁ ହେବ। ଛାତ୍ରଛାତ୍ରୀ ପରୀକ୍ଷା ସମ୍ପର୍କିତ ସମସ୍ତ ତଥ୍ୟ ବିଭାଗର ୱେବ୍‍ ସାଇଟ୍‍ […]

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୧୬ରୁ ଜାନୁଆରୀ ୧୩ ତାରିଖ ମଧ୍ୟରେ ସିଟିଇଟି(କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା)ପରୀକ୍ଷା ହେବ। ପରୀକ୍ଷା ପାଇଁ ସିବିଏସଇ(କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ) ପକ୍ଷରୁ ଆଡ଼ମିଟ୍‍ କାର୍ଡ଼ ଉପଲବ୍ଧ ହୋଇଛି। ଛାତ୍ରଛାତ୍ରୀଙ୍କ ପରୀକ୍ଷା ଦୈନିକ ଦୁଇଟି ସିଫ୍ଟରେ ହେବ। ପେପର୍‍-୧ ପାଇଁ ପରୀକ୍ଷା ସକାଳ ୯.୩୦ରୁ ୧୨ଟା ମଧ୍ୟରେ ହେବାକୁ ଥିବାବେଳେ ପେପର୍‍-୨ ପରୀକ୍ଷା ଅପରାହ୍ଣ ୨ଟା ୩୦ରୁ ୫ଟା ଯାଏଁ ହେବ। ଛାତ୍ରଛାତ୍ରୀ ପରୀକ୍ଷା ସମ୍ପର୍କିତ ସମସ୍ତ ତଥ୍ୟ ବିଭାଗର ୱେବ୍‍ ସାଇଟ୍‍ www.ctet.nic.in ମାଧ୍ୟମରେ ପାଇ ପାରିବେ ବୋଲି ସିବିଏସଇ ଦର୍ଶାଇଛି। ସେହିପରି ପରୀକ୍ଷାର୍ଥୀ ମଧ୍ୟ ସେମାନଙ୍କ ଅଡ଼ମିଟ୍‍ କାର୍ଡ଼ ବିଭାଗର ୱେବ ସାଇଟ୍‍ରେ ପାଇବ ପାରିବେ ବୋଲି ସିଟିଇଟି କହିଛି।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

13 Dec 2021 By The Sakala

ଡିସେମ୍ବର ୧୬ରୁ ସିଟିଇଟି ପରୀକ୍ଷା

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୧୬ରୁ ଜାନୁଆରୀ ୧୩ ତାରିଖ ମଧ୍ୟରେ ସିଟିଇଟି(କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା)ପରୀକ୍ଷା ହେବ। ପରୀକ୍ଷା ପାଇଁ ସିବିଏସଇ(କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ) ପକ୍ଷରୁ ଆଡ଼ମିଟ୍‍ କାର୍ଡ଼ ଉପଲବ୍ଧ ହୋଇଛି। ଛାତ୍ରଛାତ୍ରୀଙ୍କ ପରୀକ୍ଷା ଦୈନିକ ଦୁଇଟି ସିଫ୍ଟରେ ହେବ। ପେପର୍‍-୧ ପାଇଁ ପରୀକ୍ଷା ସକାଳ ୯.୩୦ରୁ ୧୨ଟା ମଧ୍ୟରେ ହେବାକୁ ଥିବାବେଳେ ପେପର୍‍-୨ ପରୀକ୍ଷା ଅପରାହ୍ଣ ୨ଟା ୩୦ରୁ ୫ଟା ଯାଏଁ ହେବ। ଛାତ୍ରଛାତ୍ରୀ ପରୀକ୍ଷା ସମ୍ପର୍କିତ ସମସ୍ତ ତଥ୍ୟ ବିଭାଗର ୱେବ୍‍ ସାଇଟ୍‍ www.ctet.nic.in ମାଧ୍ୟମରେ ପାଇ ପାରିବେ ବୋଲି ସିବିଏସଇ ଦର୍ଶାଇଛି। ସେହିପରି ପରୀକ୍ଷାର୍ଥୀ ମଧ୍ୟ ସେମାନଙ୍କ ଅଡ଼ମିଟ୍‍ କାର୍ଡ଼ ବିଭାଗର ୱେବ ସାଇଟ୍‍ରେ ପାଇବ ପାରିବେ ବୋଲି ସିଟିଇଟି କହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର