ନିଆଁ ଲାଗି ଗାଈ, ବାଛୁରୀ ଦଗ୍ଧ

The Sakala Picture
Published On

ବାଲିଅନ୍ତା : ଗତକାଲି ବିଳମ୍ବିତ ରାତିରେ ପୁରଣ ପ୍ରଧାନ ପଞ୍ଚାୟତ ଏରକଣ୍ଟା ଗ୍ରାମର ବାସୁଦେବ ନାୟକଙ୍କ ଗୁହାଳରେ ନିଆଁ ଲାଗିଗୋଟିଏ ଗାଈ, ବାଛୁରୀ ସମ୍ପୂର୍ଣ୍ଣ ଭାବେ ପୋଡ଼ିହୋଇ ମୃତ୍ୟୁବରଣ କରିଛନ୍ତି। ନିଆଁ ଏତେ ପ୍ରଖର ଥିଲା ଯେ, ଗୁହାଳ ଭିତରକୁ ପଶିବା ବେଳକୁ ଦୁଇ ଗୋରୁ ପୋଡ଼ିଯାଇଥିଲେ। ବାସୁଦେବଙ୍କ କହିବା କଥା ମଶା ଦାଉରୁ ରକ୍ଷା ପାଇବା ପାଇଁ ଗୁହାଳରେ ସେ ଧୂଆଁ ଦେଇଥିଲେ, କୌଣସି କାରଣ ବଶତଃ ସେଇଥିରୁ ନିଆଁ ଚାରିଆଡେ ବ୍ୟାପୀ ଯାଇଥିବା ସେ […]

ବାଲିଅନ୍ତା : ଗତକାଲି ବିଳମ୍ବିତ ରାତିରେ ପୁରଣ ପ୍ରଧାନ ପଞ୍ଚାୟତ ଏରକଣ୍ଟା ଗ୍ରାମର ବାସୁଦେବ ନାୟକଙ୍କ ଗୁହାଳରେ ନିଆଁ ଲାଗିଗୋଟିଏ ଗାଈ, ବାଛୁରୀ ସମ୍ପୂର୍ଣ୍ଣ ଭାବେ ପୋଡ଼ିହୋଇ ମୃତ୍ୟୁବରଣ କରିଛନ୍ତି। ନିଆଁ ଏତେ ପ୍ରଖର ଥିଲା ଯେ, ଗୁହାଳ ଭିତରକୁ ପଶିବା ବେଳକୁ ଦୁଇ ଗୋରୁ ପୋଡ଼ିଯାଇଥିଲେ। ବାସୁଦେବଙ୍କ କହିବା କଥା ମଶା ଦାଉରୁ ରକ୍ଷା ପାଇବା ପାଇଁ ଗୁହାଳରେ ସେ ଧୂଆଁ ଦେଇଥିଲେ, କୌଣସି କାରଣ ବଶତଃ ସେଇଥିରୁ ନିଆଁ ଚାରିଆଡେ ବ୍ୟାପୀ ଯାଇଥିବା ସେ ଅନୁମାନ କରୁଛନ୍ତି।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

18 Aug 2021 By The Sakala

ନିଆଁ ଲାଗି ଗାଈ, ବାଛୁରୀ ଦଗ୍ଧ

ବାଲିଅନ୍ତା : ଗତକାଲି ବିଳମ୍ବିତ ରାତିରେ ପୁରଣ ପ୍ରଧାନ ପଞ୍ଚାୟତ ଏରକଣ୍ଟା ଗ୍ରାମର ବାସୁଦେବ ନାୟକଙ୍କ ଗୁହାଳରେ ନିଆଁ ଲାଗିଗୋଟିଏ ଗାଈ, ବାଛୁରୀ ସମ୍ପୂର୍ଣ୍ଣ ଭାବେ ପୋଡ଼ିହୋଇ ମୃତ୍ୟୁବରଣ କରିଛନ୍ତି। ନିଆଁ ଏତେ ପ୍ରଖର ଥିଲା ଯେ, ଗୁହାଳ ଭିତରକୁ ପଶିବା ବେଳକୁ ଦୁଇ ଗୋରୁ ପୋଡ଼ିଯାଇଥିଲେ। ବାସୁଦେବଙ୍କ କହିବା କଥା ମଶା ଦାଉରୁ ରକ୍ଷା ପାଇବା ପାଇଁ ଗୁହାଳରେ ସେ ଧୂଆଁ ଦେଇଥିଲେ, କୌଣସି କାରଣ ବଶତଃ ସେଇଥିରୁ ନିଆଁ ଚାରିଆଡେ ବ୍ୟାପୀ ଯାଇଥିବା ସେ ଅନୁମାନ କରୁଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର