ରାଜଧାନୀରେ ୧୮+ ଦ୍ୱିତୀୟ ଡୋଜ ପାଇଁ ସ୍ଲଟ୍ ବୁକ୍ ବେଳେ କୋ-ୱିନ୍ ପୋର୍ଟାଲ କ୍ରାସ, ଆଖି ପିଛୁଳାକେ ସ୍ଲଟ୍ ବୁକିଂ ଶେଷ

The Sakala Picture
Published On

ଭୁବନେଶ୍ବର: ରାଜଧାନୀରେ ସ୍ଲଟ୍ ବୁକ୍ ବେଳେ କୋ-ୱିନ୍ ପୋର୍ଟାଲ କ୍ରାସ ହୋଇ ଯାଇଛି। ଆଜି ସନ୍ଧ୍ଯାରୁ ଭୁବନେଶ୍ବର‌ରେ ୧୮ରୁ ୪୪ ବର୍ଷ ବୟସର ଲୋକମାନେ ଭାକ୍ସିନର ଦ୍ୱିତୀୟ ଡୋଜ ପାଇଁ ସ୍ଲଟ୍ ବୁକ୍ କରିପାରିବେ ବୋଲି ବିଏମସି ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଥିଲା। ହେଲେ ୱେବସାଇଟ ଖୋଲିବା ମାତ୍ରେ ସାଇଟ କ୍ରାସ ହୋଇଯାଇଥିଲା । ଯେତେ ବେଳେ ସାଇଟ ଠିକ୍ ହେଲା ସେତେବେଳକୁ ସ୍ଲଟ  ନ ଥିଲା। ଏଭଳି ପିରିସ୍ଥିତି ଉପିଜିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। […]

ଭୁବନେଶ୍ବର: ରାଜଧାନୀରେ ସ୍ଲଟ୍ ବୁକ୍ ବେଳେ କୋ-ୱିନ୍ ପୋର୍ଟାଲ କ୍ରାସ ହୋଇ ଯାଇଛି। ଆଜି ସନ୍ଧ୍ଯାରୁ ଭୁବନେଶ୍ବର‌ରେ ୧୮ରୁ ୪୪ ବର୍ଷ ବୟସର ଲୋକମାନେ ଭାକ୍ସିନର ଦ୍ୱିତୀୟ ଡୋଜ ପାଇଁ ସ୍ଲଟ୍ ବୁକ୍ କରିପାରିବେ ବୋଲି ବିଏମସି ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଥିଲା। ହେଲେ ୱେବସାଇଟ ଖୋଲିବା ମାତ୍ରେ ସାଇଟ କ୍ରାସ ହୋଇଯାଇଥିଲା । ଯେତେ ବେଳେ ସାଇଟ ଠିକ୍ ହେଲା ସେତେବେଳକୁ ସ୍ଲଟ  ନ ଥିଲା। ଏଭଳି ପିରିସ୍ଥିତି ଉପିଜିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ସାଇଟ କ୍ରାସ ଠିକ ହେଉ ହେଉ ଏତେ ମାତ୍ରାରେ ସ୍ଲଟ୍ ବୁକିଂ କିପରି ଶେଷ ହୋଇଗଲା ତହା ସମସ୍ତଙ୍କ ମନରେ ଦ୍ବନ୍ଦ ସୃଷ୍ଟି କରିଛି। 

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ପର୍ବପର୍ବାଣି ଓ ଯାନିଯାତ୍ରା ଚୂଡ଼ାନ୍ତ: ଜୁଲାଇ ୧୬ରେ ରଥଯାତ୍ରା, ୨୫ରେ ସୁନାବେଶ

ଆହୁରି ପଢ଼ନ୍ତୁ: ଚିତାବାଘ ଛାଲ ଓ ବଜ୍ରକାପ୍ତା କାତି ଚାଲାଣ ଅଭିଯୋଗରେ ମା-ପୁଅ ଗିରଫ

01 Jun 2021 By The Sakala

ରାଜଧାନୀରେ ୧୮+ ଦ୍ୱିତୀୟ ଡୋଜ ପାଇଁ ସ୍ଲଟ୍ ବୁକ୍ ବେଳେ କୋ-ୱିନ୍ ପୋର୍ଟାଲ କ୍ରାସ, ଆଖି ପିଛୁଳାକେ ସ୍ଲଟ୍ ବୁକିଂ ଶେଷ

ଭୁବନେଶ୍ବର: ରାଜଧାନୀରେ ସ୍ଲଟ୍ ବୁକ୍ ବେଳେ କୋ-ୱିନ୍ ପୋର୍ଟାଲ କ୍ରାସ ହୋଇ ଯାଇଛି। ଆଜି ସନ୍ଧ୍ଯାରୁ ଭୁବନେଶ୍ବର‌ରେ ୧୮ରୁ ୪୪ ବର୍ଷ ବୟସର ଲୋକମାନେ ଭାକ୍ସିନର ଦ୍ୱିତୀୟ ଡୋଜ ପାଇଁ ସ୍ଲଟ୍ ବୁକ୍ କରିପାରିବେ ବୋଲି ବିଏମସି ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଥିଲା। ହେଲେ ୱେବସାଇଟ ଖୋଲିବା ମାତ୍ରେ ସାଇଟ କ୍ରାସ ହୋଇଯାଇଥିଲା । ଯେତେ ବେଳେ ସାଇଟ ଠିକ୍ ହେଲା ସେତେବେଳକୁ ସ୍ଲଟ  ନ ଥିଲା। ଏଭଳି ପିରିସ୍ଥିତି ଉପିଜିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ସାଇଟ କ୍ରାସ ଠିକ ହେଉ ହେଉ ଏତେ ମାତ୍ରାରେ ସ୍ଲଟ୍ ବୁକିଂ କିପରି ଶେଷ ହୋଇଗଲା ତହା ସମସ୍ତଙ୍କ ମନରେ ଦ୍ବନ୍ଦ ସୃଷ୍ଟି କରିଛି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର