ରାଜ୍ୟରେ ଆଜି ଚିହ୍ନଟ ହେଲେ ଆଉ ୮ ହଜାର ୩୧୩ କରୋନା ଆକ୍ରାନ୍ତ

The Sakala Picture
Published On

ଭୁବନେଶ୍ବର: ରାଜ୍ୟରେ କ୍ରମାଗତା ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ରାଜ୍ୟରୁ ଆଜି ୮୩୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୪୬୫୫ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ୩୬୫୮ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଏଥିସହ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୬୪ ହଜାର ୯୯୭ ଜଣ ରେ ପହଞ୍ଚିଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧାରୁ ୯୭୪ ଜଣ ,କଟକ ଜିଲ୍ଲାରୁ ୫୯୩ ଜଣ […]

ଭୁବନେଶ୍ବର: ରାଜ୍ୟରେ କ୍ରମାଗତା ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ରାଜ୍ୟରୁ ଆଜି ୮୩୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୪୬୫୫ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ୩୬୫୮ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଏଥିସହ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୬୪ ହଜାର ୯୯୭ ଜଣ ରେ ପହଞ୍ଚିଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧାରୁ ୯୭୪ ଜଣ ,କଟକ ଜିଲ୍ଲାରୁ ୫୯୩ ଜଣ ରହିଥିବା ଜଣାପଡ଼ିଛି। ସେହିପରି ପୁରୀରୁ ୪୦୫ ଜଣ, ଯାଜପୁରରୁ ୩୫୪ ଜଣ, ମୟୂରଭଞ୍ଜରୁ ୫୩୨ ଜଣ, ବରଗଡ଼ରୁ ୨୭୯ ଜଣ,ବୌଦ୍ଧରୁ ୨୦୯ ଜଣ,ଅନୁଗୁଳରୁ ୫୦୫ ଜଣ, ଢ଼େଙ୍କାନାଳରୁ ୪୦୭ ଜଣ,ନୟାଗଡ଼ରୁ ୨୮୩ ଜଣ, ନବରଙ୍ଗପୁରରୁ ୨୦୫ ଜଣ, କୋରାପୁଟରୁ ୧୯୮ ଜଣ, କଳାହାଣ୍ଡିରୁ ୧୬୨ ଜଣ,ସୁନ୍ଦରଗଡ଼ରୁ ୪୬୫ ଜଣ, ରାୟଗଡ଼ାରୁ ୧୪୮ ଜଣ, ଗଞ୍ଜାମରୁ ୧୨୯ ଜଣ, ଜଗତସିଂହପୁରୁ ୨୮୦ ଜଣ,ସୋନପୁରରୁ ୧୨୩ ଜଣ, ସମ୍ବଲପୁରରୁ ୨୦୪ ଜଣ, ଝାରସୁଗୁଡ଼ାରୁ ୧୧୧ ଜଣ, କେନ୍ଦ୍ରାପଡ଼ାରୁ ୩୩୧ ଜଣ, ଗଜପତିରୁ ୮୫ ଜଣ, ବାଲେଶ୍ବରରୁ ୪୫୨ ଜଣ, ବଲାଙ୍ଗୀରରୁ ୧୧୯ ଜଣ, ମାଲକାନଗିରିରୁ ୧୦୩ ଜଣ, ଭଦ୍ରକରୁ ୧୧୭ ଜଣ, ନୂଆପଡ଼ାରୁ ୫୩ ଜଣ, ଦେବଗଡ଼ରୁ ୫୫ ଜଣ, କେନ୍ଦୁଝରରୁ ୧୮୦ ଜଣ , କନ୍ଧମାଳରୁ ୯୦ ଜଣ ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି।

ଆହୁରି ପଢ଼ନ୍ତୁ: ମାଓ ଦମନରେ ବଡ଼ ସଫଳତା: ବଲାଙ୍ଗୀର ଓ ବରଗଡ଼ ଜିଲ୍ଲା ମାଓମୁକ୍ତ ଘୋଷିତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp