ସାଇବର ଅପରାଧ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସର ନୂଆ ମାଷ୍ଟରପ୍ଲାନ୍

The Sakala Picture
Published On

ଭୁବନେଶ୍ୱର: ନୂଆବର୍ଷରେ ସାଇବର ଅପରାଧ ରୋକିବାକୁ କମିଶନରେଟ ପୋଲିସର ମାଷ୍ଟରପ୍ଲାନ । ପୋଲିସ ସହ କାମ କରିବେ ପବ୍ଲିକ ଭଲ୍ୟୁଣ୍ଟର । ବିଭିନ୍ନ ସଫ୍ଟୱର କମ୍ପାନୀର ୨୫ ସାଇବର ଏକ୍ସପର୍ଟ ପୋଲିସ ସହ ଯୋଡି ହୋଇଛନ୍ତି । ନିର୍ବାଚନବେଳେ ସୋସିଆଲ ମିଡ଼ିଆ ଜରିଆରେ ଭ୍ରମ ସୃଷ୍ଟି କରିବା, ଡାର୍କ ୱେବ ଓ ଡିପଫେକ ଭିଡିଓ ବିରୋଧରେ ଭିନ୍ନ ଭିନ୍ନ ଟିମ ହୋଇ କାମ କରିବେ ଏହି ଭଲ୍ୟୁଣ୍ଟର । ଭୁବନେଶ୍ବର ଡିସିପି ପ୍ରତୀକ ସିଂ ଏହି ସୂଚନା […]

ଭୁବନେଶ୍ୱର: ନୂଆବର୍ଷରେ ସାଇବର ଅପରାଧ ରୋକିବାକୁ କମିଶନରେଟ ପୋଲିସର ମାଷ୍ଟରପ୍ଲାନ । ପୋଲିସ ସହ କାମ କରିବେ ପବ୍ଲିକ ଭଲ୍ୟୁଣ୍ଟର । ବିଭିନ୍ନ ସଫ୍ଟୱର କମ୍ପାନୀର ୨୫ ସାଇବର ଏକ୍ସପର୍ଟ ପୋଲିସ ସହ ଯୋଡି ହୋଇଛନ୍ତି । ନିର୍ବାଚନବେଳେ ସୋସିଆଲ ମିଡ଼ିଆ ଜରିଆରେ ଭ୍ରମ ସୃଷ୍ଟି କରିବା, ଡାର୍କ ୱେବ ଓ ଡିପଫେକ ଭିଡିଓ ବିରୋଧରେ ଭିନ୍ନ ଭିନ୍ନ ଟିମ ହୋଇ କାମ କରିବେ ଏହି ଭଲ୍ୟୁଣ୍ଟର । ଭୁବନେଶ୍ବର ଡିସିପି ପ୍ରତୀକ ସିଂ ଏହି ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି କି, ଏହା ସହ ସାଇବର ଅପରାଧ ବିରୋଧରେ ତଦନ୍ତ ପାଇଁ ଗୋଟିଏ ଟିମ ପୋଲିସକୁ ମଧ୍ୟ ଟ୍ରେନିଂ ଦେବ । ସେହିପରି ଷ୍ଟ୍ରିଟ କ୍ରାଇମ ସହ ଆନ୍ତରାଜ୍ୟ ଲୁଟେରାଙ୍କୁ ଧରିବାକୁ ପୋଲିସ ନୂଆ ପ୍ଲାନ ପ୍ରସ୍ତୁତ କରିଛି ବୋଲି ସେ ସୂଚନା ଦେଇଛନ୍ତି ଡିସିପି।

ଆହୁରି ପଢ଼ନ୍ତୁ: ଅଗଷ୍ଟ ୧୬ରେ ପୋଲିସ ଡିଜି ୱାଇ.ବି ଖୁରାନିଆଙ୍କ ଅବସର ଗ୍ରହଣକୁ ସରକାରଙ୍କ ଅନୁମତି, ଅଗଷ୍ଟ ୭ରେ ନୂଆ ଡିଜିପି ଚୟନ ପାଇଁ ବୈଠକ

01 Jan 2024 By The Sakala

ସାଇବର ଅପରାଧ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସର ନୂଆ ମାଷ୍ଟରପ୍ଲାନ୍

ଭୁବନେଶ୍ୱର: ନୂଆବର୍ଷରେ ସାଇବର ଅପରାଧ ରୋକିବାକୁ କମିଶନରେଟ ପୋଲିସର ମାଷ୍ଟରପ୍ଲାନ । ପୋଲିସ ସହ କାମ କରିବେ ପବ୍ଲିକ ଭଲ୍ୟୁଣ୍ଟର । ବିଭିନ୍ନ ସଫ୍ଟୱର କମ୍ପାନୀର ୨୫ ସାଇବର ଏକ୍ସପର୍ଟ ପୋଲିସ ସହ ଯୋଡି ହୋଇଛନ୍ତି । ନିର୍ବାଚନବେଳେ ସୋସିଆଲ ମିଡ଼ିଆ ଜରିଆରେ ଭ୍ରମ ସୃଷ୍ଟି କରିବା, ଡାର୍କ ୱେବ ଓ ଡିପଫେକ ଭିଡିଓ ବିରୋଧରେ ଭିନ୍ନ ଭିନ୍ନ ଟିମ ହୋଇ କାମ କରିବେ ଏହି ଭଲ୍ୟୁଣ୍ଟର । ଭୁବନେଶ୍ବର ଡିସିପି ପ୍ରତୀକ ସିଂ ଏହି ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି କି, ଏହା ସହ ସାଇବର ଅପରାଧ ବିରୋଧରେ ତଦନ୍ତ ପାଇଁ ଗୋଟିଏ ଟିମ ପୋଲିସକୁ ମଧ୍ୟ ଟ୍ରେନିଂ ଦେବ । ସେହିପରି ଷ୍ଟ୍ରିଟ କ୍ରାଇମ ସହ ଆନ୍ତରାଜ୍ୟ ଲୁଟେରାଙ୍କୁ ଧରିବାକୁ ପୋଲିସ ନୂଆ ପ୍ଲାନ ପ୍ରସ୍ତୁତ କରିଛି ବୋଲି ସେ ସୂଚନା ଦେଇଛନ୍ତି ଡିସିପି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର